୫ବର୍ଷରେ ମିଛ ପ୍ରତିଶ୍ରୁତି ହିଁ ଦେଇଛନ୍ତି ସରକାର : ସାମ୍ ପିଟ୍ରୋଡ଼ା

ନୂଆଦିଲ୍ଲୀ : ବିଗତ ୫ ବର୍ଷରେ ବିଜେପି ନେତୃତ୍ୱାଧିନ ସରକାର କେବଳ ପ୍ରତିଶ୍ରୁତି ଦେଇଛି। ଗୋଟିଏ ବି ପ୍ରତିଶ୍ରୁତି ପୂରଣ କରିନାହିଁ ମୋଦି ସରକାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟ ଶୈଳୀ ଉପରେ ପ୍ରଶ୍ନ ଉଠାଇ ଆଜି ଏଭଳି ସମାଲୋଚନା କରିଛନ୍ତି କଂଗ୍ରେସର ବହିର୍ଦେଶୀୟ ବିଭାଗ ମୁଖ୍ୟ ସାମ୍ ପିଟ୍ରୋଡ଼ା।

ଶହେ ସ୍ମାର୍ଟ ସିଟି, ୧ କୋଟି ନିଯୁକ୍ତି, କଳାଧନ ଫେରାଇ ଆଣିବା, ଯେଉଁଥିରେ ସରକାର ପୂରାପୂରି ବିଫଳ ହୋଇଥିବା କହିଛନ୍ତି ପିଟ୍ରୋଡା। ଏହା ସହ ସରକାର ବିଗତ ୫ ବର୍ଷ ମଧ୍ୟରେ କେବଳ ମିଛ ହିଁ କହିଛନ୍ତି କହି ସମାଲୋଚନା କରିଛନ୍ତି।

ବିମୁଦ୍ରାକରଣ, ଜିଏସ୍‌ଟି  ଗଣତନ୍ତ୍ରର ହତ୍ୟା, ବାକ୍ ସ୍ୱାଧୀନତା ଉପରେ ପ୍ରହାର ଆଦି ପ୍ରସଙ୍ଗ ଉଠାଇ ସରକାରଙ୍କ ନୀତି ଓ ନିୟତି ଉପରେ ପ୍ରଶ୍ନ ଉଠାଇଛନ୍ତି।

ଆହୁରି ପଢ଼ନ୍ତୁ

ପ୍ଲେ’ ଷ୍ଟୋରକୁ ପୁଣି ଫେରିଲା Paytm

ଚୀନକୁ ଆଉଏକ ଝଟ୍‌କା, ଏହି ଦେଶରେ ବି ବ୍ୟାନ୍ ହେଲା TikTok

ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ବିରାଟ୍, ଜବାବରେ ପ୍ରଧାନମନ୍ତ୍ରୀ କହିଲେ…

ଡ୍ରଗ୍ସ ଲିଙ୍କ୍ ମାମଲାରେ ଆଉଜଣେ ପେଡଲର୍ ଗିରଫ

ଏଣିକି କୁକୁରଙ୍କ ପାଇଁ ବ୍ଲଡ୍ ବ୍ୟାଙ୍କ୍

ମୃତ୍ୟୁ ପୂର୍ବରୁ ଶେଷଥର ପାଇଁ କାହାକୁ କଲ୍‌ କରିଥିଲେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ?

କରୋନା ପଜିଟିଭ୍‌ କହି ପତ୍ନୀଙ୍କ ପାଖରୁ ଖସିଗଲେ, ଗର୍ଲଫ୍ରେଣ୍ଡ୍‌ଙ୍କ ସହ ଧରାପଡ଼ିଲେ

ନୂଆ କୃଷି ବିଲ୍‌‌କୁ କାହିଁକି ଡରୁଛନ୍ତି ଚାଷୀ ?

ଦେଶରେ ଦିନକରେ ୯୬ହଜାର ୪୨୪ କରୋନା ଆକ୍ରାନ୍ତ ଚିହ୍ନଟ

ୱାଶ୍‌ରୁମ୍‌ରୁ ମିଳିଲା ଜଣାଶୁଣା ଫ୍ୟାଶନ୍‌ ଡିଜାଇନର୍‌ଙ୍କ ମୃତଦେହ

ବିରୋଧ ସତ୍ତ୍ୱେ ଲୋକସଭାରେ ପାରିତ ହେଲା କୃଷି ବିଲ

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

You might also like