‘କିଛି ସମସ୍ୟା ଆସିଲେ, ମୁଁ ସେତୁ ଭାବେ ଛିଡ଼ା ହେବି’

ଭାରତରେ ପୁଞ୍ଜି ନିବେଶ କରିବାକୁ ସାରା ବିଶ୍ୱର ନିବେଶକଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆମନ୍ତ୍ରଣ

ନ୍ୟୁୟର୍କ: ଭାରତରେ ଆସି ପୁଞ୍ଜି ନିବେଶ କରିବାକୁ ସାରା ବିଶ୍ୱର ନିବେଶକଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମନ୍ତ୍ରଣ କରିଛନ୍ତି।

ନ୍ୟୁୟର୍କରେ ଅନୁଷ୍ଠିତ ବ୍ଲୁମ୍‌ବର୍ଗ ଗ୍ଲୋବାଲ୍‌ ବିଜିନେସ୍‌ ଫୋରମ୍‌ରେ ମୋଦି କହିଛନ୍ତି, ‘ଭାରତରେ ଏବେ ପୁଞ୍ଜି ବିିନିଯୋଗ କରିବାର ସୁବର୍ଣ୍ଣ ସୁଯୋଗ ଅଛି। ଆପଣଙ୍କର ଟେକ୍ନୋଲୋଜି, ଆମର ପ୍ରତିଭା, ଆପଣଙ୍କର ଉଚ୍ଚାଭିଳାଷ-ଆମର ଦକ୍ଷତା ବିଶ୍ୱକୁ ପରିବର୍ତ୍ତନ କରିବାରେ ସହାୟକ ହେବ।’

‘ଯଦି ଆପଣ ନିଜ ସ୍ୱପ୍ନ ପୂରଣ କରିବାକୁ ଚାହାନ୍ତି, ତେବେ ଭାରତକୁ ଆସନ୍ତୁ। ଯଦି କିଛି ସମସ୍ୟା ଆସେ, ତେବେ ମୁଁ ସେତୁ ଭାବେ ଛିଡ଼ା ହେବି’ ବୋଲି ଆମେରିକାର ଉଦ୍ୟୋଗପତିଙ୍କୁ ପ୍ରଧାନମନ୍ତ୍ରୀ ମୋଦି ପ୍ରତିଶ୍ରୁତି ଦେଇ କହିଛନ୍ତି।

ଏହି ଅବସରରେ ପୁଞ୍ଜି ବିନିଯୋଗକାରୀଙ୍କ ସୁବିଧା ପାଇଁ କର୍ପୋରେଟ ଟ୍ୟାକ୍ସ କମ୍ କରିବା ଇତ୍ୟାଦିର ସୂଚନା ମଧ୍ୟ ଦେଇଥିଲେ ମୋଦି। ଏହାସହ ସେ ବିଭିନ୍ନ କମ୍ପାନୀର ସିଇଓଙ୍କୁ ମଧ୍ୟ ଭେଟିଛନ୍ତି।

ଆହୁରି ପଢ଼ନ୍ତୁ

ପରଲୋକରେ ରେଳ ରାଷ୍ଟ୍ରମନ୍ତ୍ରୀ

ଫେଲ୍ ମାରିଲା ପାକିସ୍ତାନର ହୀନ ଉଦ୍ୟମ

ସ୍ୱାମୀଙ୍କୁ ହତ୍ୟା କରି ବେଡ୍‌ ତଳେ ମୃତଦେହ ଲୁଚାଇଥିଲେ ପତ୍ନୀ, ଗନ୍ଧ ବାହାରିବାରୁ…

‘ନେତା କୈସା ହୋ.. ବାଇଡେନ ଜୈସା ହୋ’-ଏମିତି ଚାଲିଛି ଆମେରିକାରେ ନିର୍ବାଚନ ପ୍ରଚାର

ନେପାଳ ପର୍ବତାରୋହୀଙ୍କ ପରଲୋକ; ୧୦ ଥର ମାଉଣ୍ଟ ଏଭରେଷ୍ଟ ଚଢି ରେକର୍ଡ କରିଥିଲେ

ଭଲ୍ୟୁଣ୍ଟାରୀ ରିଟାୟାରମେଣ୍ଟ ନେଲେ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ, ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା

ଚାଇନା ରାଷ୍ଟ୍ରପତିଙ୍କୁ ନିନ୍ଦା କଲେ ଦଣ୍ଡ ୧୮ ବର୍ଷ ଜେଲ

୨୦୧୫ରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ଗସ୍ତରେ ଖର୍ଚ୍ଚ ହୋଇଛି ୫୦୦ କୋଟିରୁ ଅଧିକ ଟଙ୍କା

ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ବାଦ୍‌ ପଡ଼ିଲା ଆଳୁ, ପିଆଜ, ଡାଲି

କେବେଠୁ ହେବ ୟୁଜି ଓ ପିଜି କ୍ଲାସ? ଜାଣନ୍ତୁ…

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

୨୮ରୁ ଏହି ରାଜ୍ୟରେ ଖୋଲିବ ସ୍କୁଲ

You might also like