ବାପାଙ୍କୁ ଅପମାନିତ କରିଥିଲେ ନୀତୀଶ କୁମାର” ଚିରାଗ ପାଶ‌ୱାନ

ପଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନାଁରେ ଅଭିଯୋଗ ଆଣିଲେ ଲୋକ ଜନଶକ୍ତି ପାର୍ଟିଂ ଅଧ୍ୟକ୍ଷ ଚିରାଗ ପାଶୱାନ। ନୀତୀଶ ତାଙ୍କ ବାପାଙ୍କୁ ଅପମାନିତ କରିଥିଲେ ବୋଲି କହିଛନ୍ତି ଚିରାଗ। ପିଟିଆକୁ ଦେଇଥିବା ଏକ ସକ୍ଷାତକାର ଏଭଳି ଅଭିଯୋଗ ଆଣିଛନ୍ତି ଚିରାଗ।

ସେ କହିଛନ୍ତି “ ନିକଟରେ ନୀତୀଶ ମୋ ବାପାଙ୍କୁ ପରିହାସ କରି କହିଥିଲେ ଯେ ସେ ଜେଡିୟୁ ସହଯୋଗ ବିନା ରାଜ୍ୟସଭାକୁ ନିର୍ବାଚିତ ହୋଇପାରି ନଥାନ୍ତେ। କାରଣ ଆମ ପାଖରେ ସେତେବେଳେ ଦୁଇଜଣ ବିଧାୟକ ଥିଲେ। କିନ୍ତୁ ସେ ମନେ ରଖିଥିବା ଉଚିତ୍ ଯେ ତତ୍କାଳୀନ ବିଜେପି ମୁଖ୍ୟ ଅମିତ ଶାହ ନିଜେ ମୋ ବାପାଙ୍କୁ ରାଜ୍ୟସଭା ପାଇଁ ପ୍ରତିଶ୍ରୁତି ଦେଇଥିଲେ।”

କେବଳ ସେତିକି ନୁହେଁ, ନାମାଙ୍କନ ପତ୍ର ଦାଖଲ ବେଳେ ମଧ୍ୟ ନୀତୀଶଙ୍କର ବ୍ୟବହାର ଅହଂକାରପୂର୍ଣ୍ଣ ଥିଲା ବୋଲି ଚିରାଗ କହିଛନ୍ତି। ସେ କହିଛନ୍ତି  “ଯେତେବେଳେ ମୋ ବାପା ନାମାଙ୍କନ ଦାଖଲ ପାଇଁ ନୀତୀଶଙ୍କୁ ଡାକିଥିଲେ, ସେତେବେଳେ ନୀତୀଶ ତାଙ୍କ ସହିତ ଅହଂକାରପୂର୍ଣ୍ଣ ବ୍ୟବହାର କରିଥିଲେ। ନାମାଙ୍କନ ଦାଖଲର ଶୁଭବେଳା ଗଡ଼ିଯିବା ପରେ ହିଁ ନୀତୀଶ ଆସିଥିଲେ।” କୌଣସି ବି ପୁଅ ବାପାଙ୍କ ପ୍ରତି ଏଭଳି ବ୍ୟବହାରକୁ ସହି ପାରିବ ନାହିଁ ବୋଲି ଚିରାଗ କହିଛନ୍ତି।

 

ଆହୁରି ପଢ଼ନ୍ତୁ

କରୋନା ଆକ୍ରନ୍ତଙ୍କ ଖୁସି ପାଇଁ ନାଚିଲେ ଡାକ୍ତର, ଭିଡିଓ ଭାଇରାଲ

‘ମୋଦି-ଟ୍ରମ୍ପ୍‌ଙ୍କ ସମ୍ପର୍କ ଅତି ନିବିଡ଼’

କମଳନାଥଙ୍କ ବିବାଦୀୟ ବୟାନକୁ ନେଇ ତାତିଲେ ଇମରତୀ ଦେବୀ, କହିଲେ….

ପାକିସ୍ତାନ ଛାଡ଼ିଲେ ଏହି ପପୁଲାର୍‌ ଟିକ୍‌ଟକ୍‌ ଷ୍ଟାର, ପାକିସ୍ତାନୀଙ୍କୁ ଦୋଷ ଦେଇ କହିଲେ…

ପାକିସ୍ତାନରେ ତେଜୁଛି ବିରୋଧୀଙ୍କ ସ୍ୱର: କବାଟ ଭାଙ୍ଗି ନୱାଜ ସରିଫଙ୍କ ଜ୍ୱାଇଁଙ୍କୁ ଉଠାଇ ନେଲା‌ ପୋଲିସ

ଆତ୍ମଘାତୀ କାର୍‌ ବିସ୍ଫୋରଣରେ ୧୨ ମୃତ, ୧୨୦ ଆହତ

ଆଜିଠୁ ଏହିସବୁ ରାଜ୍ୟରେ ଖୋଲିଲା ସ୍କୁଲ୍‌

ମିଜୋରାମ-ଆସାମ ସୀମାନ୍ତରେ ବଢୁଛି ଉତ୍ତେଜନା, କଡ଼ାକଡ଼ି ହେଲା ସୁରକ୍ଷା ବ୍ୟବସ୍ଥା

ଦେଶରେ ଗୋଷ୍ଠୀ ସଂକ୍ରମଣ ହୋଇଥିବା ସ୍ୱୀକାର କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ଗ୍ୟାଙ୍ଗଷ୍ଟର ଟାଇଗରକୁ ମାରିଦେଲେ

ଦୁଇ ମହିଳା ଗାଡ଼ିରୁ ଡେଇଁ ପଡ଼ିବା ଦେଖି କାର୍‌ର ପିଛା କଲେ ଲୋକେ, ତା ପରେ…

ଧାରା ୩୭୦ ଉଚ୍ଛେଦକୁ କରୋନା ଭାଇରସ ସହିତ ତୁଳନା କଲେ ଜାମ୍ମୁ ଓ କାଶ୍ମୀର ନେତା

You might also like