ଚାଇନାରେ ୫ଜି

ବେଜିଂ: ଚାଇନାରେ ଆରମ୍ଭ ହୋଇଛି ୫ଜି ଟେଲିକମ୍‌ ସେବା। ଏଥିସହିତ ଚାଇନା ଟେଲିକମ୍‌ ଜଗତର ଅଗ୍ରଣୀ ପରିଚୟ ହାସଲ କରିପାରିଛି। ଚାଇନାର ରାଷ୍ଟ୍ରାୟତ୍ତ କମ୍ପାନୀ ଚାଇନା ମୋବାଇଲ, ଚାଇନା ୟୁନିକମ୍‌ ଏବଂ ଚାଇନା ଟେଲିକମ୍‌ ୫ଜି ସେବା ଆରମ୍ଭ କରିଛନ୍ତି।

ଆଉ ଏଭଳି ଘଟଣା ସେତେବେଳେ ଘଟିଛି ଯେତେବେଳେ ବେଜିଂ ଏବଂ ୱାଶିଂଟନ୍‌ ପରସ୍ପର ସହ ଟେକ୍ନୋଲୋଜି ଓ ଟ୍ରେଡ୍‌କୁ ନେଇ ଲଢ଼ୁଛନ୍ତି। ପୂର୍ବରୁ ଦକ୍ଷିଣ କୋରିଆ, ଆମେରିକା ଏବଂ ବ୍ରିଟେନ୍‌ ୫ଜି ସେବା ଆରମ୍ଭ କରିସାରିଛନ୍ତି।

୫ଜି ହେଉଛି ପଞ୍ଚମ ପିଢ଼ି ମୋବାଇଲ ଇଣ୍ଟରନେଟ୍‌ କନେକ୍ଟିଭିଟି। ଏଡା ଅଧିକ ସ୍ପିଡ୍‌ର ଡାଉନ୍‌ଲୋଡ୍‌ ଏବଂ ଅପ୍‌ଲୋଡ୍‌ ସ୍ପିଡ୍‌ ଯୋଗାଇଥାଏ। ଏଥିସହିତ ଇଣ୍ଟରନେଟ୍‌ ସେବାର ପରିସର ବ୍ୟାପକ ହେବା ସହ ସ୍ଥିର ସ୍ପିଡ୍‌ର ଇଣ୍ଟରନେଟ୍‌ ଯୋଗାଇଥାଏ। ଚାଇନା ଆସନ୍ତା ବର୍ଷ ୫ଜି ଆରମ୍ଭ କରିବାର ଥିଲା, କିନ୍ତୁ ପରେ ନିଷ୍ପତ୍ତି ବଦଳାଇଛି। ଚାଇନା ୫ଜି ସେବା ପାଇଁ ବର୍ଷ ଶେଷ ସୁଦ୍ଧା ୧ ଲକ୍ଷ ୩୦ ହଜାର ବେସ୍‌ ଷ୍ଟେସନ୍‌ ପ୍ରତିଷ୍ଠା କରିବ।

ଆହୁରି ପଢ଼ନ୍ତୁ

ମଶା କାମୁଡ଼ିଲା ବୋଲି ସ୍ୱାମୀଙ୍କୁ ନିର୍ଦ୍ଧୁମ ଛେଚିଲେ ସ୍ତ୍ରୀ

ଆସନ୍ତା ବର୍ଷ ଇସ୍ରୋ ଛାଡ଼ିବ ଚନ୍ଦ୍ରଯାନ-୩

ରାଫେଲ୍‌ ମାମଲାର ରିଭ୍ୟୁ ପିଟିସନ୍‌ ସୁପ୍ରିମ୍‌କୋର୍ଟରେ ଖାରଜ: କେନ୍ଦ୍ର ସରକାର ଆଶ୍ୱସ୍ତ

ଆତଙ୍କବାଦୀଙ୍କୁ ଦେଶର ହିରୋ କହିଲେ ମୁସାରଫ

ସତରେ କ’ଣ ଏହା ନର୍କର ପ୍ରବେଶ ପଥ ?

କୋର୍ଟ ଅବମାନନା ମାମଲା; ‘ଚୌକିଦାର ଚୌର ହୈ’ ପାଇଁ ରାହୁଲଙ୍କୁ ଚେତାବନୀ ଦେଲେ ସୁପ୍ରିମ୍‌କୋର୍ଟ

ସାବରୀମାଲା ମାମଲା ଶୁଣାଣି କରିବେ ୭ ଜଣିଆ ଖଣ୍ଡପୀଠ

ଭୟଙ୍କର ସଡ଼କ ଦୁର୍ଘଟଣା, ଚାଲିଗଲା ୭ ଜୀବନ

ଅଯୋଧ୍ୟା ବିବାଦ: ମୁସଲିମ୍‌ ପକ୍ଷ କହିଲେ ଜମି ନେବୁ ତ ସେଇଠି

ବିଜେପି, ଶିବସେନା କଳିକୁ ନେଇ ଏମିତି କହିଲେ ଅମିତ ଶାହ

୧୧ ଲକ୍ଷ ଟଙ୍କାର ଯୌତୁକ ଆଡେଇ ଦେଲେ, ନେଲେ ୧୧ ଟଙ୍କା

ଆଇସିଜେ ଛାଟ; କୁଳଭୂଷଣଙ୍କ ପାଇଁ ଆର୍ମି ଆଇନ୍‌ ପରିବର୍ତ୍ତନ କଲା ପାକିସ୍ତାନ

You might also like