ଭାରତକୁ ଦୋଷ ଦେଲା ଚୀନ; କହିଲା, ଆମେ ସୀମାରେ ଅନୁପ୍ରବେଶ କରିନାହୁଁ

ନୂଆଦିଲ୍ଲୀ: ପଶ୍ଚିମ ଲଦାଖ ପେଙ୍ଗଙ୍ଗ୍‌ ହ୍ରଦ ସୀମାରେ ଅନୁପ୍ରବେଶ ନେଇ ଭାରତର ଦୋଷ ଦେଲା ଚାଇନା। ଡ୍ରାଗନ ସୀମାରେ ଉତ୍ତେଜକ ସାମରିକ ଗତିବିଧି ଦେଖାଉଥିବା ଭାରତ ଅଭିଯୋଗ ଆଣିବା ପରେ ଏହାକୁ ଖଣ୍ଡନ କରିଛି ଚାଇନା। ଦୁଇ ଦେଶ ମଧ୍ୟରେ ଏଭଳି କୌଣସି ଉତ୍ତଜକ ସ୍ଥିତି ନାହିଁ ବୋଲି ଚୀନ କହିଛି।

ଏନେଇ ଚାଇନା ବୈଦେଶିକ ମନ୍ତ୍ରୀ ହୁଆ ଚୁଇଁ କହିଛନ୍ତି ଯେ ପିପୁଲ ଲିବରେସନ ଆର୍ମି ଏଲ୍‌ଏସ୍‌ରେ ଅନୁପ୍ରବେଶ କରିନାହିଁ। ଏବଂ କୌଣସି ସୀମା ଅକ୍ତିଆର କରି ନାହିଁ। ଏନେଇ ବୁଝାମଣାରେ କୌଣସି ତ୍ରୁଟି ଥାଇପାରେ ବୋଲି ସେ କହିଛନ୍ତି। ଉଭୟ ଦେଶ ତଥ୍ୟ ଉପରେ ଦୃଢ଼ ରହିବା ଦରକାର ବୋଲି ସେ କହିଛନ୍ତି।

ତା ସହିତ ଏଲ୍‌ଏସି ସୀମାରେ ନିୟମ ଉଲ୍ଲଙ୍ଘନ ଓ ଉତ୍ତେଜନା ପାଇଁ ଭାରତକୁ ଦାୟି କରିଛି ଚାଇନା। ଭାରତୀୟ ସେନା ବେଆଇନ୍‌ ଭାବେ ଏଲ୍‌ଏସୀରେ ପ୍ରବେଶ କରିଛି। ଓ ଭାରତ ସେନା ପ୍ରତ୍ୟାହାର କରିନେଉ ବୋଲି ଧମକାଇଛି ଚୀନ।

ଏହା ପୂର୍ବରୁ ଚାଇନା ପଶ୍ଚିମ ଲଦାଖ ସୀମାରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଚୀମା ବାରମ୍ବାର ଉତ୍ତେଜକ ସାମରିକ ଗତିବିଧି ଦେଖାଉଥିବା କହିଥିଲା ଭାରତ। ଏହାକୁ ଖଣ୍ଡନ କରିବା ସହି ଭାରତକୁ ଧମକ୍ ଦେଇଛି ଚୀନ।

ଆହୁରି ପଢ଼ନ୍ତୁ

ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ କରୋନାରେ ଆକ୍ରାନ୍ତ

ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଏମିତି ରିପୋର୍ଟ ଦେଲା ଦିଲ୍ଲୀ ଏମ୍ସର ଡାକ୍ତରୀ ଟିମ୍

ସୁଶାନ୍ତଙ୍କ ମୃତ୍ୟୁ ସହିତ ଡ୍ରଗ୍ସ କାରବାର ତଦନ୍ତର କୌଣସି ସମ୍ପର୍କ ନାହିଁ; NCB

ଆଉ ଜଣେ ଅଭିନେତାଙ୍କ ଆତ୍ମହତ୍ୟା !

କରୋନାରୁ ସୁସ୍ଥ ହେଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ

୫୪ ସିଟ୍ ପାଇଁ ଉପନିର୍ବାଚନ ତାରିଖ ଘୋଷଣା କଲେ ଇସି

୩୦ ବର୍ଷ ସେବା ଯୋଗାଇବା ପରେ ସତ୍ତା ହରାଇବ INS Viraat

ଗଣଦୁଷ୍କର୍ମ ପରେ ଜିଭ କାଟି ଦେଇଥିଲେ, ଡାକ୍ତରଖାନାରେ ଆଖି ବୁଜିଲେ ପୀଡିତା

କୃଷି ବିଲ୍‌ ବିରୋଧକୁ ନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ‘ଚାଷୀ ଯାହାକୁ ପୂଜା କରନ୍ତି, ସେଥିରେ ନିଆଁ ଲଗାଇଦେଲ !’

କରୋନା ପରେ ଚୀନ୍‌ରେ ବୁବୋନିକ ପ୍ଲେଗ ଆତଙ୍କ, ଜରୁରୀ ସ୍ଥିତି ଲାଗୁ କଲା ପ୍ରଶାସନ

ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ମାମଲା; ଚୂଡ଼ାନ୍ତ ବ୍ୟବଚ୍ଛେଦ ଓ ଭିସେରା ରିପୋର୍ଟ ସିବିଆଇକୁ ଦେଲା ଏମ୍ସ

ଚୀନକୁ ଚେକ୍ ଦେବା ପାଇଁ LACରେ ଜଗିଛି ’ନିର୍ଭୟ’

You might also like