ମାସେ ଭିତରେ ବଙ୍ଗଳା ଛାଡ଼ିବାକୁ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ମାସେ ଭିତରେ ସରକାରୀ ବଙ୍ଗଳା ଛାଡ଼ିବାକୁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ନିର୍ଦ୍ଦେଶ ମିଳିଛି।  ଆସନ୍ତା ଅଗଷ୍ଟ ୧ ତାରିଖ ସୁଦ୍ଧା ଦିଲ୍ଲୀ ସ୍ଥିତ ସରକାରୀ ବଙ୍ଗଳା ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର ଗୃହ ଓ ନଗର ବ୍ୟାପାର ମନ୍ତ୍ରାଳୟ।

ଯଦି ସେ ସରକାରୀ ନିର୍ଦ୍ଦେଶକୁ ନମାନି ସେଠାରେ ରୁହନ୍ତି, ତେବେ ତାଙ୍କୁ ଫାଇନ ଦେବାକୁ ହେବ। ଏସ୍‌ପିଜି ସୁରକ୍ଷା ହଟିବା ପରେ ତାଙ୍କୁ ଏହି ବଙ୍ଗଳା ଖାଲି କରିବା ପାଇଁ କୁହାଯାଇଛି।

ଦିଲ୍ଲୀ ଲୋଧି ରୋଡରେ ଥିବା 6-B ଟାଇପ୍ ବଙ୍ଗଳାରେ ନିଜ ପରିବାର ସହ ରହୁଛନ୍ତି ପ୍ରିୟଙ୍କା ଗାନ୍ଧି। ଏସ୍‌ପିଜି ସୁରକ୍ଷା କାରଣରୁ ପ୍ରାୟ ୨ ଦଶନ୍ଧି ଧରି ସେ ଏଠାରେ ରହି ଆସୁଥିଲେ। କିନ୍ତୁ ଗତ ବର୍ଷ ଗାନ୍ଧି ପରିବାର ଠାରୁ ଏସ୍‌ପିଜି ସୁରକ୍ଷା କେନ୍ଦ୍ର ସରକାର ହଟାଇ ନେଇ Z+ ସିକ୍ୟୁରିଟି ଦେଇଥିଲେ। ସରକାରଙ୍କ ନିୟମ ଅନୁସାରେ ଏସପିଜି ସୁରକ୍ଷା ମିଳିଥିବା ଲୋକଙ୍କୁ ସରକାରୀ ବଙ୍ଗଳା ମିଳିଥାଏ।

ଆହୁରି ପଢ଼ନ୍ତୁ

ହସ୍ପିଟାଲରୁ ଡିସଚାର୍ଜ ହେଲେ ଏହି ରାଜ୍ୟର ମୁଖ୍ୟମନ୍ତ୍ରୀ

ମୋଦି ସରକାରଙ୍କ EIA ଡ୍ରାଫ୍ଟକୁ ରାହୁଲ ଗାନ୍ଧିଙ୍କ ବିରୋଧ

ଆଣ୍ଡାମାନ ନିକୋବରକୁ ପ୍ରଧାନମନ୍ତ୍ରୀ ଦେଲେ ବଡ଼ ଉପହାର

୧୪ ବର୍ଷ ପରେ ମିଳିଲା ହଜି ଯାଇଥିବା ପର୍ସ, ଆଉ ସେଥିରୁ ବାହାରିଲା…

ସାବଧାନ ! ବିନା ଅର୍ଡରରେ ଘରେ ପହଞ୍ଚୁଛି କି ବିହନ ପ୍ୟାକେଟ ? ଭୁଲ୍‌ରେ ବି ଖୋଲନ୍ତୁନି

ଉଦ୍ଧାର ହେଲା ବିରଳ ପ୍ରଜାତିର ବିଷାକ୍ତ ସାପ

୨୪ ଘଣ୍ଟାରେ ଦେଶରେ ୬୨ ହଜାର ୬୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ପକ୍ଷୀମାନଙ୍କୁ ଦାନା ଖାଇବାକୁ ଦେଉଛି ଏକ ବର୍ଷର ଶିଶୁ, ଫଟୋ ଭାଇରାଲ

ବିଷ ଇଞ୍ଜେକ୍ସନ ଦେଇ ୧୧ ପାକିସ୍ତାନ ଶରଣାର୍ଥୀଙ୍କୁ ହତ୍ୟା କରାଯାଇଥିଲା

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ କରୋନା

ମାଟି ତଳୁ ଶୁଭିଲା କାନ୍ଦିବାର ଶବ୍ଦ, ଆଉ ତା’ପରେ…

ଏକ ମାସର ଶିଶୁ ଦେଲା କରୋନାକୁ ମାତ୍‌, ମା’ କ୍ଷୀରକୁ ଡାକ୍ତର କଲେ ଅସ୍ତ୍ର

You might also like