କଂଗ୍ରେସ ସଭାପତିଙ୍କ ଘରେ ସିବିଆଇ ଚଢଉ

ବେଙ୍ଗାଲୁର: କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ ସଭାପତି  ଡିକେ ଶିବକୁମାରଙ୍କ ଘରେ ସିବିଆଇ ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁୁଳ ଅଭିଯୋଗରେ ସିବିଆଇ ପକ୍ଷରୁ ଏହି ରେଡ କରାଯାଇଛି।  ଶିବକୁମାରଙ୍କ ସମେତ ତାଙ୍କ ଭାଇ ଡି.କେ ସୁରେଶଙ୍କ ଘରେ ବି ରେଡ୍ କରିଛି ସିବିଆଇ ।

ଏକକାଳୀନ ୧୪ଟି ସ୍ଥାନରେ ସିବିଆଇ ରେଡ୍ ନେଇ ସୂଚନା ଆସୁଛି । ସେଥିମଧ୍ୟରେ କର୍ଣ୍ଣାଟକର ୯, ଦିଲ୍ଲୀର ୪ ଓ ମୁମ୍ବାଇର ଗୋଟିଏ ସ୍ଥାନରେ ଚଢ଼ାଉ ହୋଇଛି । ଚଢ଼ାଉ ପରେ ଶିବକୁମାରଙ୍କ ନାଁରେ ମାମଲା ରୁଜୁ କରିଛି ସିବିଆଇ । ଡିକେ ଶିବକୁମାରଙ୍କ ଓକିଲ ସିବିଆଇର ଅଚାନକ କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନ ଉଠାଇଛନ୍ତି ।

କୋର୍ଟରେ ମାମଲା ଥିବା ବେଳେ ସିବିଆଇର ଏଭଳି କାର୍ଯ୍ୟାନୁଷ୍ଠାନ ଠିକ୍ ହୋଇନି ବୋଲି କହିଛନ୍ତି ତାଙ୍କ ଓକିଲ । ସେପଟେ ଶିବକୁମାରଙ୍କ ଘରେ ସିବିଆଇ ରେଡକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଶହ ଶହ କଂଗ୍ରେସ କର୍ମୀ ।

ଆହୁରି ପଢ଼ନ୍ତୁ

ମଦ ଢାଳି ଭୂମି ପୂଜନ କଲେ ବିଧାୟକ

ମୁଙ୍ଗେର ଗୁଳିକାଣ୍ଡ ପ୍ରତିବାଦରେ ବ୍ୟାପକ ହିଂସାକାଣ୍ଡ, ତଦନ୍ତ ନିର୍ଦ୍ଦେଶ ଦେଲେ ସିଇସି

ଫ୍ରାନ୍ସରେ ଆତଙ୍କବାଦୀ ଆକ୍ରମଣ

ବିବାଦୀୟ ମାନଚିତ୍ର ନେଇ ସଂସଦୀୟ କମିଟି ପାଖରେ କ୍ଷମା ମାଗିଲା ଟ୍ୱିଟର

ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କ ପରଲୋକ

ଜେଇଇ ମେନ୍‌ରେ ଟପ୍ କରିଥିବା ପରୀକ୍ଷାର୍ଥୀ ଗିରଫ

୬୫ ବର୍ଷରେ ବିବାହ କଲେ ବରିଷ୍ଠ ଓକିଲ ହରିଶ ସାଲ୍‌ଭେ

ଲ୍ୟାଣ୍ଡ ମାଇନ୍ସ ବିଛାଉଥିବାବେଳେ ବିସ୍ଫୋରଣ; ୧୨ରୁ ଅଧିକ ସେନା ମୃତ

୬୦ ବର୍ଷୀୟ ବୃଦ୍ଧଙ୍କ ଆଖିରୁ ବାହାରିଲା ୨୦ ଜୀବନ୍ତ କୃମି

ଭୟରେ ପାଦ ଥରୁଥିଲା, ଝାଳରେ ଭିଜି ଯାଇଥିଲେ ପାକ୍‌ ଆର୍ମି ଚିଫ୍, ଶେଷରେ ଅଭିନନ୍ଦନଙ୍କୁ ଛାଡି ଦେଇଥିଲେ

ବେଷ୍ଟ୍‌ କଷ୍ଟ୍ୟୁମ୍ ଡିଜାଇନର୍ ପୁରସ୍କାର ପାଇବେ ଏହି ଦିନ ମଜୁରିଆ

କରୋନା କାଳରେ ପୋଲିସ ଦମନଲୀଳାକୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ

You might also like