ଥାନାରେ ବାପ-ପୁଅଙ୍କ ହତ୍ୟା ମାମଲାରେ ୫ ପୋଲିସ ଗିରଫ

ଚେନ୍ନାଇ: ତାମିଲନାଡୁ ତୁଟିକୋରିନରେ ପୋଲିସ ହେପାଜତରେ ବାପ (ପି ଜୟରାଜ )-ପୁଅ (ଫୋନିକ୍ସ) ମୃତ୍ୟୁ ଘଟଣାରେ ୫ ଜଣ ପୁଲିସ କର୍ମଚାରୀ ଗିରଫ ହୋଇଛନ୍ତି। ଏଥିସହିତ ଅନ୍ୟ ତିନି ପୁଲିସ କର୍ମୀଙ୍କ ବିରୋଧରେ ମଧ୍ୟ ହତ୍ୟା ମାମଲା ରୁଜୁ ହୋଇଛି। ତାମିଲନାଡୁ କ୍ରାଇମବ୍ରାଞ୍ଚ  ସବ୍-ଇନ୍ସପେକ୍ଟର ବାଲ କ୍ରିଷନ୍,  କନଷ୍ଟେବଳ ମୁରୁଗାନ୍ ଏବଂ ମୁଥୁରାଜ  ଏବଂ ଇନ୍ସପେକ୍ଟର ଶ୍ରୀଧରଙ୍କୁ ଗୁରୁବାର ସକାଳେ ଗିରଫ କରିଛି।

ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସବ୍‌ ଇନ୍ସପେକ୍ଟର ରଘୁଗଣେଶଙ୍କୁ ବୁଧବାର ଗିରଫ କରାଯାଇଥିଲା। ଗିରଫ ପରେ ରଘୁ ଗଣେଶଙ୍କୁ ରିମାଣ୍ଡରେ ନିଆଯାଉଛି।

ବାପ ଏବଂ ପୁଅ ହତ୍ୟା ଅଭିଯୋଗରେ ଉଭୟ ସବ୍-ଇନ୍ସପେକ୍ଟର (ରଘୁ ଗଣେଶ ଏବଂ ବାଲକ୍ରିଷ୍ଣନ୍), ଦୁଇ ଜଣ କନଷ୍ଟେବଳ ଏବଂ ଅନ୍ୟ ଦୁଇ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ପ୍ରାଥମିକ ଭାବରେ ସନ୍ଦେହ ଜନକ ପରିସ୍ଥିତିରେ ମୃତ୍ୟୁ ମାମଲା ରୁଜୁ କରିଥିଲା ପୁଲିସ୍।

ଅଭିଯୁକ୍ତଙ୍କୁ ଗିରଫ କରାଯିବା ପରେ ସ୍ଥାନୀୟ ଅଞ୍ଚଳରେ ଲୋକେ ଖୁସିରେ ବାଣ ଫୁଟାଉଥିବା ଦେଖିବାକୁ ମିଳିଛି।

ଆହୁରି ପଢ଼ନ୍ତୁ

ପାକିସ୍ତାନ ଅନୁପ୍ରବେଶକାରୀକୁ ଧରିଲା ସେନା; ୫ ହଜାର ପାକିସ୍ତାନୀ ଟଙ୍କା ଜବତ

‘ପାପ, ଭୁଲ ଓ ବେମାରୀକୁ ଛୋଟ ଭାବିବା ଉଚିତ ନୁହେଁ’

ଗୋଆ ଉପମୁଖ୍ୟମନ୍ତ୍ରୀଙ୍କ ମୋବାଇଲ୍‌ରୁ କେମିତି ଶେୟାର୍ ହେଲା ପର୍ଣ୍ଣୋଗ୍ରାଫିକ୍ ଭିଡିଓ ?‌

୨ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କଲା ସେନା; ଦୁଇ ଦିନରେ ୪ ମୃତ

ଡ୍ରଗ୍ସ କାରବାର ମାମଲାରେ ବିଚାର କରୁଥିବା NDPSର ସ୍ୱତନ୍ତ୍ର ବିଚାରପତିଙ୍କୁ ବୋମାମାଡ଼ ଧମକ: ଦୁଇ ଅଟକ

ଗୋଆ ଉପମୁଖ୍ୟମନ୍ତ୍ରୀଙ୍କ ମୋବାଇଲ୍‌ ହ୍ୟାକ୍

ଚୀନ୍‌ର କରୋନା ଭ୍ୟାକ୍ସିନ ସମ୍ପୂର୍ଣ୍ଣ ସୁରକ୍ଷିତ: ବ୍ରାଜିଲ୍‌

ସନ୍ଧ୍ୟା ୬ରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

୮୩ ଦିନ ପରେ ଆଶ୍ୱସ୍ତି; ଦିନକରେ ଚିହ୍ନଟ ହେଲେ ୫୦ ହଜାରରୁ କମ କରୋନା ଆକ୍ରାନ୍ତ

ଫେବ୍ରୁଆରି ସୁଦ୍ଧା ଦେଶର ଅଧା ଲୋକ କରୋନା ଆକ୍ରାନ୍ତ ହୋଇ ପାରନ୍ତି !

କଥା ଦେଇ କଥା ରଖିଲେ ରାହୁଲ, ଦୁଇ ଭଉଣୀଙ୍କୁ ଉପହାର ଦେଲେ ଘରର ଚାବି

କରୋନା ଆକ୍ରନ୍ତଙ୍କ ଖୁସି ପାଇଁ ନାଚିଲେ ଡାକ୍ତର, ଭିଡିଓ ଭାଇରାଲ

You might also like