ପବନରେ ଉଡିଲା କାର ! ଭିଡିଓ ଭାଇରାଲ

ୱାର୍ସ(ପୋଲାଣ୍ଡ): ଡିଭାଇଡରରେ ପିଟି ହୋଇ ପବନରେ ଉଡିଲା କାର ! କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ। ଏହି ଭୟାନକ ଦୃଶ୍ୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଗତ ରବିବାର ସନ୍ଧ୍ୟା ୬ଟା ସମୟରେ ପୋଲାଣ୍ଡରେ ଏହି ଦୁର୍ଘଟଣା ଘଟିଛି।

ସୂଚନା ଅନୁସାରେ, ରାବିଏନ ଗାଁ ରାସ୍ତା ଦେଇ ଯାତ୍ରା କରୁଥିବା ଏହି କାରଟି ଏକ ଛକରେ ଥିବା ଡିଭାଇଡରରେ ପିଟି ହୋଇ ପବନରେ ଉଡିଥିଲା। ତେବେ କାରଟି ପୋପଙ୍କ ଏକ ଷ୍ଟାଚ୍ୟୁରେ ପିଟି ହେବା ପୂର୍ବରୁ ଏହା ତଳେ ପଡ଼ି ଯାଇଥିଲା। ଏହାପରେ କାରରେ ନିଆଁ ଲାଗି ଯାଇଥିଲା।

ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି କାରର ଡୋର କାଟି ଡ୍ରାଇଭରଙ୍କୁ ବାହାରକୁ ବାହାର କରିଥିଲେ। ସେତେବେଳେ ସେ ବେହୋସ ଥିଲେ ଓ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି।

ଡ୍ରାଇଭରଙ୍କ ପରିଚୟ ଜଣା ପଡ଼ିନାହିଁ। ତାଙ୍କୁ  ୪୧ବର୍ଷ ବୋଲି ସୂଚନା ମିଳିଛି।

Wypadek Rąbień 12.04.2020

Film z dzisiejszego wypadku w Rąbieniu od czytelnika

EZG Alarmowo यांनी वर पोस्ट केले रविवार, १२ एप्रिल, २०२०

 

ଆହୁରି ପଢ଼ନ୍ତୁ

ମୃତ୍ୟୁ ପୂର୍ବରୁ ଶେଷଥର ପାଇଁ କାହାକୁ କଲ୍‌ କରିଥିଲେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ?

କରୋନା ପଜିଟିଭ୍‌ କହି ପତ୍ନୀଙ୍କ ପାଖରୁ ଖସିଗଲେ, ଗର୍ଲଫ୍ରେଣ୍ଡ୍‌ଙ୍କ ସହ ଧରାପଡ଼ିଲେ

ନୂଆ କୃଷି ବିଲ୍‌‌କୁ କାହିଁକି ଡରୁଛନ୍ତି ଚାଷୀ ?

ଦେଶରେ ଦିନକରେ ୯୬ହଜାର ୪୨୪ କରୋନା ଆକ୍ରାନ୍ତ ଚିହ୍ନଟ

ୱାଶ୍‌ରୁମ୍‌ରୁ ମିଳିଲା ଜଣାଶୁଣା ଫ୍ୟାଶନ୍‌ ଡିଜାଇନର୍‌ଙ୍କ ମୃତଦେହ

ବିରୋଧ ସତ୍ତ୍ୱେ ଲୋକସଭାରେ ପାରିତ ହେଲା କୃଷି ବିଲ

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ନିଜ ଜୀବନକୁ ବାଜିରେ ଲଗାଇ ପାଣି ଭିତରେ ପଶି କୁକୁରର ଜୀବନ ରକ୍ଷା କଲେ ହୋମଗାର୍ଡ

ମନ୍ତ୍ରୀପରିଷଦରୁ ଇସ୍ତଫା ଦେଲେ ହରସିମରତ୍ କୌର୍ ବାଦଲ

ସୀମାରେ ଚୀନ ସେନାର ନୂଆ ଷଡ଼ଯନ୍ତ୍ର

କରୋନା ମୁକାବିଲା ପାଇଁ ଏଇ ସହରରେ ଲାଗୁ ହେଲା ୧୪୪ ଧାରା

ଲଦାଖରେ ୩୦ ମହଲା ଉଚ୍ଚତାରେ ଜଗିଛନ୍ତି ଭାରତୀୟ ଯବାନ, ୯ ଚୀନ୍ ସେନା ପାଇଁ ଜଣେ ଭାରତୀୟ ସେନା ଭାରି ପଡ଼ିବ

You might also like