ସୁପ୍ରିମକୋର୍ଟ କହିଲେ ରାସ୍ତାରେ ଚାଲି ଚାଲି ଯିବା ବେଳେ ପ୍ରବାସୀଙ୍କୁ ରୋକିହେବନି

ନୂଆଦିଲ୍ଲୀ: ଲକ୍ ଡାଉନ ସମୟରେ ରାସ୍ତାରେ ଚାଲି ଚାଲି ଯିବା ବେଳେ ଲୋକଙ୍କୁ ଅଟକା ଯାଇପାରିବନି। ଏଥିସହ କିଏ ଚାଲି ଚାଲି ଯାଉଛନ୍ତି, ତାହା ଯାଞ୍ଚ କରିବା ମଧ୍ୟ ଅସମ୍ଭବ ବ୍ୟାପାର। ଶୁକ୍ରବାର ଏକ ଆବେଦନର ଶୁଣାଣି ବେଳେ ଏଭଳି କହିଛନ୍ତି ସୁପ୍ରିମକୋର୍ଟ।  ଏଥି ସହିତ ଏ ସମ୍ପର୍କିତ ଏକ ଆବେଦନକୁ ସର୍ବୋଚ୍ଚ କୋର୍ଟ ଖାରଜ କରିଦେଇଛନ୍ତି।

ଯେଉଁ ପ୍ରବାସୀମାନେ ରାସ୍ତାରେ ଚାଲି ଚାଲି ଯାଉଛନ୍ତି, ସେମାନଙ୍କୁ ଖାଦ୍ୟ ଓ ବାସ ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କୁ କୋର୍ଟ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଆଲୋକ ଶ୍ରୀବାସ୍ତବ ନାମକ ଜଣେ ଆଇନଜୀବୀ ଆବେଦନରେ ଦର୍ଶାଇଥିଲେ। ଏହା କୋର୍ଟ ବ୍ୟାପାର ନୁହେଁ, ତେବେ ଏନେଇ ସମସ୍ତ ରାଜ୍ୟ ସରକାର ନଜର ରଖି ବ୍ୟବସ୍ଥା କରିପାରିବେ ବୋଲି କହିଛନ୍ତି ସୁପ୍ରିମକୋର୍ଟ।

ସାରା ଦେଶର ପ୍ରବାସୀମାନଙ୍କୁ ନିଜ ନିଜ ପ୍ରଦେଶକୁ ଫେରିଯିବା ପାଇଁ ସରକାରଙ୍କର ତରଫଉ ଆର୍ଥିକ ସହଯୋଗ ଦିଆଯାଉଛି। କିନ୍ତୁ ପ୍ରବାସୀମାନେ ତାକୁ ଅପେକ୍ଷା ନକରି ପାଦରେ ଚାଲି ଚାଲି ଯାଉଛନ୍ତି ବୋଲି କେନ୍ଦ୍ର ସରକାର ସୁପ୍ରିକୋର୍ଟଙ୍କୁ କହିଥିଲେ।

 

ଆହୁରି ପଢ଼ନ୍ତୁ

ଭାଙ୍ଗିଲା ପୁରୁଣା ସମ୍ପର୍କ; ଏନ୍‌ଡିଏକୁ ବାଏ ବାଏ କଲା ସିରୋମଣି ଅକାଳି ଦଳ

ଅକ୍ଟୋବର-୧ରୁ ସିନେମା, ନାଟକ, ମୁକ୍ତାକାଶ ରଙ୍ଗମଞ୍ଚ ଓ ଯାତ୍ରା ଆଦିକୁ ଅନୁମତି

ସରକାରଙ୍କୁ ଏସଆଇଆଇ ଅଧ୍ୟକ୍ଷକଙ୍କ ପ୍ରଶ୍ନ; କରୋନା ଭ୍ୟାକ୍ସିନ୍ ପାଇଁ‌ ୮୦ ହଜାର କୋଟି ଅଛି ତ ?

ଜାତିସଂଘର ନିଷ୍ପତ୍ତି ଗ୍ରହଣ ବର୍ଗର ସଦସ୍ୟ ହେବା ପାଇଁ ଆଉ କେତେ ଦିନ ଅପେକ୍ଷା କରିବ ଭାରତ ?

ମିଳିତ ଜାତିସଂଘରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ: କରୋନା ମହାମାରୀ ବେଳେ ଜାତିସଂଘର ଭୂମିକା କୁଆଡ଼େ ଗଲା ?

ଡ୍ରଗ୍ସ ନେଉଥିବା କଥା ଅସ୍ୱୀକାର କଲେ ସାରା ଓ ଶ୍ରଦ୍ଧା

କେନ୍ଦ୍ର ବିଜେପିରେ ବଡ଼ଧରଣର ପରିବର୍ତ୍ତନ; କାହାକୁ କେଉଁ ଦାୟିତ୍ୱ ମିଳିଲା ଜାଣନ୍ତୁ

କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ

WHO ସତର୍କବାଣୀ; କରୋନାରେ ୨୦ ଲକ୍ଷ ଲୋକଙ୍କ ଜୀବନ ଯିବ

ଜାତିସଂଘରେ ପାକିସ୍ତାନ ଉପରେ ବର୍ଷିଲା ଭାରତ: କହିଲା- ‘ନିର୍ଲଜ ଦେଶ ହିଁ ଏଭଳି ମତ ରଖିପାରେ’

ଭାରତର ବନ୍ଧୁ ବୋଲି ପୁଣି ଥରେ ପ୍ରମାଣିତ କଲା ମାଲଦୀପ

NCB ଅଫିସ୍‌ରେ ହାଜର ହେଲେ ଶ୍ରଦ୍ଧା, ସାରା

You might also like