ଚାହୁଁ ଚାହୁଁ ମାଟିରେ ମିଶିଗଲା ତିନି ମହଲା କୋଠା

ସୁରତ: ଚାହୁଁ ଚାହୁଁ ମାତ୍ର କେଇ ସେକେଣ୍ଡ୍‌ରେ ମାଟିରେ ମିଶିଗଲା ତିନି ମହଲା କୋଠା। ଗୁଜରାଟ ସୁରତର ଭାଗଳ ଅଞ୍ଚଳରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି।

ଭାଗଳ ଅଞ୍ଚଳରେ ଥିବା ଏହି କର୍ମସିଆଲ୍‌ ବିଲ୍‌ଡିଂଟି ଅଳ୍ପ ମାତ୍ରାରେ ଢଳିକି ଥିଲା। ଏନେଇ ସ୍ଥାନୀୟ ବ୍ୟବସ୍ଥାୟୀ ପ୍ରଶାସନକୁ ଏବାବଦରେ ଜଣାଇଥିଲେ। ଏହାପରେ ଗତକାଲି ବିଲ୍‌ଡିଂକୁ ଭାଙ୍ଗିବା ନେଇ ନିଷ୍ପତ୍ତି ହୋଇଥିଲା।

ତେବେ ବିଲ୍‌ଡିଂକୁ ଭାଙ୍ଗିବା ପୂର୍ବରୁ ନିକଟରେ ଥିବା ଦୋକାନୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା। ଏହାପରେ ବିଲ୍‌ଡିଂକୁ ଭଙ୍ଗା ଯାଇଥିଲା।

ବିଲ୍‌ଡିଂଟି ଯେହେତୁ ଢଳିକି ଥିଲା ତେଣୁ କିଛି ଅଘଟଣ ଘଟିବା ପୂର୍ବରୁ ଏହାକୁ ଭଙ୍ଗାଯାଇଥିଲା। ଫଳରେ ଏକ ବଡ଼ ବିପତ୍ତିକୁ ଏଡ଼ାଇ ଦିଆଯାଇଛି।

ଆହୁରି ପଢ଼ନ୍ତୁ

CAA ବିରୋଧୀ ହିଂସା: ପୋଲିସ କର୍ମୀ ମୃତ

‘ନମସ୍ତେ’ରୁ ଆରମ୍ଭ, ‘ଓ୍ୱି ଲଭ୍ ଇଣ୍ଡିଆ’ରେ ଅଭିଭାଷଣ ଶେଷ କଲେ ଟ୍ରମ୍ପ

ସୁନା କିଣିବା ପାଇଁ ଯୋଜନା କରୁଛନ୍ତି କି ? ଲାଗିପାରେ ଏମିତି ଝଟ୍‌କା

ସାବରମତୀ ଆଶ୍ରମରେ ଚରଖା ଚଲେଇଲେ ଟ୍ରମ୍ପ

ବିମାନ ବନ୍ଦରରେ ଟ୍ରମ୍ପଙ୍କୁ ଆଲିଙ୍ଗନ କଲେ, ପାଛୋଟି ନେଲେ ମୋଦି

ଭାରତରେ ପହଞ୍ଚିଲେ ଟ୍ରମ୍ପ, ବିମାନବନ୍ଦରରେ ବିପୁଳ ସ୍ୱାଗତ

ଚୀନ୍‌ ପରେ ଏବେ ଦକ୍ଷିଣ କୋରିଆରେ କରୋନା ଆତଙ୍କ

କାଲି ଆସୁଛନ୍ତି ଟ୍ରମ୍ପ; ଏମିତି ହୋଇଛି ପ୍ରସ୍ତୁତି

ସୋନଭଦ୍ରରେ ସୁନା ନାହିଁ; ଖବର ମିଛ ବୋଲି କହିଲା ଭାରତୀୟ ଭୂତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା

କଂଗ୍ରେସ ପାଇଁ ସକ୍ରିୟ ଏବଂ ପୂର୍ଣ୍ଣକାଳୀନ ନେତୃତ୍ୱ ଦରକାର: ଶଶି ଥରୁର

ବଢ଼ିପାରେ ତମାଖୁ ସେବନର ବୟସ ସୀମା

ଦିଲ୍ଲୀରେ ସିଏଏ ସପକ୍ଷବାଦୀ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ପଥର ମାଡ଼

You might also like