ବଜେଟ୍‌ର ସରଳ ହିସାବ

ନୂଆଦିଲ୍ଲୀ: ମୋଦି ସରକାରର ଦ୍ୱିତୀୟ ପାଳିରେ ଆଜି ସଂସଦରେ ବଜେଟ୍‌ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ମୋଟ ୩୦,୪୨,୨୩୦ କୋଟି ଟଙ୍କାର ବ୍ୟୟ ହୋଇଛି। ହେଲେ ଏତେ ପରିମାଣର ବଜେଟକୁ ଆମେ ଯଦି ଟଙ୍କାଟିଏରେ ହିସାବ କରିବା, ତା’ହେଲେ କେମିତି ରହିବ ହିସାବ ଆସନ୍ତୁ ଜାଣିବା।

ଟଙ୍କାଟିଏ ଆସିବ କୁଆଡ଼ୁ

ଋଣ ଓ ଅନ୍ୟାନ୍ୟ ଦାତା-୨୦ ପ.

କର୍ପୋରେସନ ଟିକସ-୧୮ ପ.

ଆୟକର-୧୭ ପ.

ସୀମା ଶ୍ଳୁକ-୪ ପ.

କେନ୍ଦ୍ରୀୟ ଉତ୍ପାଦନ ଶ୍ଳୁକ-୭ ପ.

ଜିଏସଟି ଓ ଅନ୍ୟାନ୍ୟ ଟିକସ-୧୮ ପ.

ଅଣ-ଟିକସ ରାଜସ୍ୱ- ୧୦ ପ.

ଅଣ-ଋଣ ପୁଞ୍ଜି ଆୟ-୬ ପ.

ଟଙ୍କା ଟିଏ ଯିବ କୁଆଡ଼େ

ଟିକସ ଓ ଶ୍ଳୁକରୁ ରାଜ୍ୟର ଭାଗ- ୨୦ ପ.

ସୁଧ ଦେୟ- ୧୮ ପ.

କେନ୍ଦ୍ରୀୟ ଯୋଜନା- ୧୩ ପ.

ବିତ୍ତ ଆୟୋଗ ଓ ଅନ୍ୟ ଟ୍ରାନ୍ସଫର- ୧୦ ପ.

କେନ୍ଦ୍ର ପ୍ରାୟୋଜିତ ଯୋଜନା- ୯ ପ.

ପ୍ରତିରକ୍ଷା- ୮ ପ.

ସବସିଡି- ୬ ପ.

ପେନସନ- ୬ ପ.

ଅନ୍ୟାନ୍ୟ ଖର୍ଚ୍ଚ- ୧୦ ପ

 

 

You might also like