ପଛୁଆ ବର୍ଗଙ୍କ ବିକାଶ ପାଇଁ ୧,୩୮,୭୦୦ କୋଟି

ନୂଆଦିଲ୍ଲୀ: ଚଳିତଥର ପଛୁଆ ବର୍ଗ ଏସି, ଏସ୍‌ଟି ଓବିସିଙ୍କ ଉନ୍ନତୀ ପାଇଁ ବଜେଟ୍‌ରେ ୧ ଲକ୍ଷ ୩୮ ହଜାର ୭୦୦ କୋଟି ବ୍ୟୟବରାଦ ହୋଇଛି।

Image result for beautyfull indian tribal people"

ସଂସଦରେ ବଜେଟ୍‌ ଉପସ୍ଥାପନ କରି ଅର୍ଥମନ୍ତ୍ରୀ କହିଛନ୍ତି, ଏସ୍‌ସି, ଓବିସିଙ୍କ ଉନ୍ନତି ପାଇଁ ସରକାର ୮୫ ହଜାର କୋଟି ବ୍ୟୟବରାଦ କରିଛନ୍ତି। କେବଳ ଏସ୍‌ଟି ବର୍ଗଙ୍କ ପାଇଁ ଚଳିତ ବଜେଟ୍‌ରେ ୫୩,୭୦୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ଏଥିସହିତ ବରିଷ୍ଠ ନାଗରିକ ଓ ଭିନ୍ନ କ୍ଷମାଙ୍କ ପାଇଁ ଚଳିତ ବଜେଟ୍‌ରେ ୯.୫୦୦ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି ସରକାର।

Image result for beautyfull indian tribal people"

ଭାରତର ଆଦିବାସୀ ସଂସ୍କୃତି ଓ ପରମ୍ପରା ତଥା ଇତିହାସ ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ପାଇଁ ମଧ୍ୟ ସରକରା ଏହି ବଜେଟ୍‌ରେ ବ୍ୟବସ୍ତା କରିଛନ୍ତି। ଏଥିପାଇଁ ସରକାର ରାଞ୍ଚିରେ ଏକ ଟ୍ରାଇବାଲ୍ ମ୍ୟୁଜିୟମ୍‌ ନିର୍ମାଣ କରିବେ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି।

You might also like