ଭାରତ ପରେ ଆମେରିକା ବି ବ୍ୟାନ୍ କରିପାରେ ଚାଇନା ଆପ୍‌

ନୂଆଦିଲ୍ଲୀ: ଭାରତ ପରେ ଆମେରିକା ମଧ୍ୟ ଚାଇନା ଆପ୍‌ ଉପରେ ବ୍ୟାନ୍ ଲଗାଇବ। ଟିକ୍‌ଟକ୍ ସମେତ ଅନ୍ୟ କେତେକ ଆପ୍‌ ଉପରେ ବ୍ୟାନ୍‌ ଲଗାଇବା ଉପରେ ବିଚାର କରାଯାଉଥିବା ଆମେରିକା ରାଷ୍ଟ୍ର ସଚିବ ମାଇକ ପମ୍ପିଓ କହିଛନ୍ତି।

ଏକ ସାକ୍ଷାତକାରରେ ସେ କହିଛନ୍ତି “ ଆମେ ବର୍ତ୍ତମାନ ଟିକ୍‌ଟକ ସହ ଆମେରିକାରେ ଚାଲିଥିବା ଚାଇନିଜ୍‌ ସୋଶାଲ ମିଡିଆ ଆପ୍‌କୁ ବ୍ୟାନ କରିବାକୁ ଚିନ୍ତା କରୁଛୁ। ଏହା କେବେ କରାଯିବ ଓ କେଉଁଭଳି କରାଯିବ, ସେ ବିଷୟରେ ଖୁବ୍‌ଶୀଘ୍ର ଘୋଷଣା କରାଯିବ ବୋଲି ସେ ସୂଚନା ଦେଇଛନ୍ତି।”

ଏଥିସହିତ ସେ କହିଛନ୍ତି, ଲଦାଖରେ ଚାଇନା ଓ ଭାରତ ମଧ୍ୟରେ ହୋଇଥିବା ସଂଘର୍ଷରେ ଭାରତ ଚାଇନାର ୫୯ଟି ଆପ୍‌ ବ୍ୟାନ୍ କରିଛି। ଦେଶର ସୁରକ୍ଷା ଓ ଲୋକଙ୍କ ଡିମାଣ୍ଡ ପରେ ଏହି ଆପ୍‌ ସବୁକୁ ବ୍ୟାନ୍ କରିଛନ୍ତି ଭାରତ। ଏହାପରେ ଏହି ୫୯ଟି ଆପ୍ ଭାରତୀୟ ମାର୍କେଟ୍‌ ପାଇଁ ଆପଲ୍‌ ଓ ଗୁଗଲ ଆପ୍‌ଷ୍ଟୋର୍‌ରୁ ଗାୟବ ହୋଇଯାଇଛି। ଭାରତର ଏହି ନିଷ୍ପତ୍ତିକୁ ଗୁରୁତ୍ୱର ସହ ବିଚାର କରୁଛି ଆମେରିକା। କେତେକ ସାଂସଦ ମଧ୍ୟ ଭାରତ ନିଷ୍ପତ୍ତିକୁ ଅନୁସରଣ କ୍ରମେ ଚାଇନା ଆପ୍‌କୁ ବ୍ୟାନ୍ କରିବା ପାଇଁ ଦାବି ଆମେରିକା ସରକାରଙ୍କ ପାଖରେ ଦାବି ରଖିଛନ୍ତି ବୋଲି ମାଇକ ପମ୍ପିଓ କହିଛନ୍ତି।

ଆହୁରି ପଢ଼ନ୍ତୁ

ରାୟୁଡୁଙ୍କ ଧମାକା: ମୁମ୍ବାଇକୁ ଚକମା ଦେଲା ଚେନ୍ନାଇ

ଅନ୍ତିମ ଯାତ୍ରାରେ ବାହାରିଲା INS ବିରାଟ

କରୋନା ଆରୋଗ୍ୟ ହାର: ଆମେରିକାକୁ ପଛରେ ପକାଇ ଭାରତ ଆଗରେ

ଲକ୍‌‌ଡାଉନ ସମୟରେ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍‌‌ରେ ୯୭ ଶ୍ରମିକଙ୍କ ମୃତ୍ୟୁ ଘଟିଛି

ସାମ୍ବାଦିକଙ୍କ ସମେତ ଚୀନ ଓ ନେପାଳ ନାଗିରକ ଗିରଫ; ଚୀନ ଗୁଇନ୍ଦା ସଂସ୍ଥାକୁ ଦେଉଥିଲେ ଗୁପ୍ତ ଖବର

COVID-19କୁ ନେଇ ବଢ଼ିଲା ଚିନ୍ତା; ରୂପ ବଦଳାଇ ସୁସ୍ଥ ହୋଇଥିବା ରୋଗୀଙ୍କ ଶରୀରରେ ପୁଣି ସଂକ୍ରମିତ ହେଉଛିି

୨୪ ଘଣ୍ଟାରେ ୯୩, ୩୩୭ କରୋନା ଆକ୍ରାନ୍ତ ଚିହ୍ନଟ

ରେଡ୍‌ ବେଳେ ୯ ଆତଙ୍କବାଦୀ ଗିରଫ, ଦେଶରେ ବଡ଼ ଧରଣର ହମ୍‌ଲା ପାଇଁ କରିଥିଲେ ଯୋଜନା

କରୋନା ଭ୍ୟାକ୍‌ସିନ୍‌ ପରେ ଔଷଧ ତିଆରି କଲା ଋଷ

ପ୍ଲେ’ ଷ୍ଟୋରକୁ ପୁଣି ଫେରିଲା Paytm

ଚୀନକୁ ଆଉଏକ ଝଟ୍‌କା, ଏହି ଦେଶରେ ବି ବ୍ୟାନ୍ ହେଲା TikTok

ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ବିରାଟ୍, ଜବାବରେ ପ୍ରଧାନମନ୍ତ୍ରୀ କହିଲେ…

You might also like