ଗଠନ ହେଲା ବିଜେପି ସଂସଦୀୟ ଦଳର କାର୍ଯ୍ୟନିର୍ବାହୀ କମିଟି

ସୁରେଶ ପୂଜାରୀଙ୍କୁ ଲୋକସଭାରେ ସଚେତକ ଦାୟିତ୍ୱ

ନୂଆଦିଲ୍ଲୀ :  ଗଠନ ହୋଇଛି ବିଜେପି ସଂସଦୀୟ ଦଳର କାର୍ଯ୍ୟ ନିର୍ବାହୀ କମିଟି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କମିଟିରେ ଅଧ୍ୟକ୍ଷ ରହିଛନ୍ତି। କାର୍ଯ୍ୟ ନିର୍ବାହୀ କମିଟିରେ ଲୋକସଭାରେ ରାଜନାଥ ସିଂ ଦଳର ଉପନେତା ନିଯୁକ୍ତ।

ସେହିପରି ରାଜ୍ୟସଭାରେ ଥାୱରଚାନ୍ଦ ଗେହଲଟ୍ ଦଳର ନେତା ନିଯୁକ୍ତ। ପୀୟୂଷ ଗୋଏଲ ରାଜ୍ୟସଭାରେ ଦଳର ଉପନେତା ନିଯୁକ୍ତ ଏହାଛଡ଼ା ତିନି ଜଣ ଓଡ଼ିଆଙ୍କୁ ଏହି କମିଟିରେ ସ୍ଥାନ ମିଳିଛି। ଲୋକସଭାରେ ସଚେତକ ଭାବେ ସୁରେଶ ପୂଜାରୀଙ୍କୁ ଦାୟିତ୍ୱ ମିଳିଛି। ଓଡ଼ିଶା, ମଣିପୁର ଏବଂ ତେଲେଙ୍ଗାନା ଦାୟିତ୍ୱରେ ରହିବେ ସୁରେଶ।

ଏହାଛଡ଼ା ସ୍ୱତନ୍ତ୍ର ଆମନ୍ତ୍ରିତ ସଦସ୍ୟ ଭାବେ ରାଜ୍ୟସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଲୋକସଭାରେ ଜୁଏଲ ଓରାମଙ୍କୁ ସାମିଲ କରାଯାଇଛି।

ଆହୁରି ପଢ଼ନ୍ତୁ

ପାକିସ୍ତାନ ଆକାଶ ମାର୍ଗରେ ଉଡ଼ିବନି ମୋଦିଙ୍କ ବିମାନ

ଦିଲ୍ଲୀରେ ମୋଦି-ମମତାଙ୍କ ସାକ୍ଷାତକୁ ନେଇ ଚର୍ଚ୍ଚା

ଛାତ୍ରଙ୍କ କମାଲ୍‌: ସହରବାସୀଙ୍କ ପାଇଁ ତିଆରି କଲେ ତିନି ଚକିଆ ଇ-ଗାଡି ‘ଦେଶ୍‌ଲା’

ବ୍ୟାନ୍‌ ହେଲା ଇ-ସିଗାରେଟ୍

ଯମୁନା ବ୍ରିଜର ଶୀର୍ଷକୁ ଚଢିଗଲେ ଯୁବକ, ଓହ୍ଲାଇବା ପାଇଁ ରଖିଲେ ଏମିତି ସର୍ତ୍ତ

ବିମାନବନ୍ଦରରେ ଯଶୋଦାବେନ୍‌ଙ୍କୁ ଦେଖା କରିବାକୁ ଦୌଡ଼ିଲେ ମମତା

ସମର୍ଥନ ପାଇଁ ଧନ୍ୟବାଦ ଜଣାଇଲା ଇସ୍ରୋ

ବାସ୍ତବ ରୂପ ନେବ ଇସ୍ରୋର ମାନବ ମହାକାଶ ଅଭିଯାନ; ଇସ୍ରୋ-ଡିଆରଡିଓ ମଧ୍ୟରେ ଏମ୍‌ଓୟୁ ସ୍ୱାକ୍ଷରିତ

ମନି ଲଣ୍ତରିଂ ମାମଲାରେ ବିଚାର ବିଭାଗୀୟ ହାଜତକୁ ଗଲେ କଂଗ୍ରେସ ନେତା ଡିକେ ଶିବକୁମାର

ପିଓକେ ଭାରତର ଅଙ୍ଗ; ଦିନେ ଏହାକୁ ଭାରତରେ ମିଶାଇବୁ; ବୈଦେଶିକ ମନ୍ତ୍ରୀ

ଇପିଏଫ୍ ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର; ବଢ଼ିଲା ସୁଧହାର

ଆଫଗାନିସ୍ତାନ ରାଷ୍ଟ୍ରପତିଙ୍କ ନିର୍ବାଚନ ରାଲିରେ ବୋମା ବିସ୍ଫୋରଣ; ୨୪ ମୃତ

You might also like