ସରକାରଙ୍କୁ ଦାୟୀ କଲା କଂଗ୍ରେସ

ପୁଲଓ୍ୱାମା ଆକ୍ରମଣ ଘଟଣା

 ନୂଆଦିଲ୍ଲୀ: ପୁଲଓ୍ୱାମାରେ ସଂଘଟିତ ଆତଙ୍କବାଦୀ ଆକ୍ରମଣରେ ୪୦ ଭାରତୀୟ ଯବାନ ସହିଦ ହୋଇଗଲେ। ଏହି ଘଟଣାରେ ସାରା ଦେଶରେ ଶୋକର ଛାୟା ଖେଳି ଯାଇଛି। ହେଲେ ଏତେ ବଡ଼ ଆତଙ୍କବାଦୀ ଆକ୍ରମଣ ପଛରେ ସରକାରଙ୍କ ଅବେହଳାକୁ ଦାୟୀ କରିଛି କଂଗ୍ରେସ।

କଂଗ୍ରେସ ମୁଖପାତ୍ର ରଣଦୀପ ସୂର୍ଯ୍ୟେବାଲା ଅଭିଯୋଗ କରିଛନ୍ତି, ଏତେ ପରିମାଣର ବିସ୍ଫୋରକ ସଂଗ୍ରହ କରି କିପରି ଆତଙ୍କବାଦୀମାନ ଠୁଳ କଲେ। ପୋଲିସ ଓ ଇଣ୍ଟେଲେଜନ୍ସି ଏଜେନ୍ସି କିପରି କିଛି ସୁରାକ ପାଇ ପାରିଲେ ନାହିଁ ।  ଆକ୍ରମଣର ୪୮  ଘଣ୍ଟା ପୂର୍ବରୁ ଜୈଶ୍ ଏ ମହମ୍ମଦ ଏକ ଭିଡିଓ ଜାରି କରି ଆକ୍ରମଣର ଚେତାବନୀ ଦେଇଥିଲା ।

କିନ୍ତୁ ତାକୁ କାହିଁକି ଅଣଦେଖା କରାଯାଇଥିଲା ବୋଲି ପ୍ରଶ୍ନ କରିଛନ୍ତି ସୂର୍ଯ୍ୟେବାଲା । ଏପରିକି ଫେବୃୟାରୀ ୮ ତାରିଖରେ ଗୁଇନ୍ଦା ବିଭାଗ ଦେଇଥିବା ରିପୋର୍ଟକୁ ମଧ୍ୟ ଅଣଦେଖା କରାଯାଇଥିଲା । ଆକ୍ରମଣ ପରେ ମଧ୍ୟ ମୋଦି କେବଳ ନିଜ ପ୍ରଚାରରେ ବ୍ୟସ୍ତ ଥିବା ଅଭିଯୋଗ ଆଣିଛି କଂଗ୍ରେସ ।

ଆହୁରି ପଢ଼ନ୍ତୁ

ଭାଙ୍ଗିଲା ପୁରୁଣା ସମ୍ପର୍କ; ଏନ୍‌ଡିଏକୁ ବାଏ ବାଏ କଲା ସିରୋମଣି ଅକାଳି ଦଳ

ଅକ୍ଟୋବର-୧ରୁ ସିନେମା, ନାଟକ, ମୁକ୍ତାକାଶ ରଙ୍ଗମଞ୍ଚ ଓ ଯାତ୍ରା ଆଦିକୁ ଅନୁମତି

ସରକାରଙ୍କୁ ଏସଆଇଆଇ ଅଧ୍ୟକ୍ଷକଙ୍କ ପ୍ରଶ୍ନ; କରୋନା ଭ୍ୟାକ୍ସିନ୍ ପାଇଁ‌ ୮୦ ହଜାର କୋଟି ଅଛି ତ ?

ଜାତିସଂଘର ନିଷ୍ପତ୍ତି ଗ୍ରହଣ ବର୍ଗର ସଦସ୍ୟ ହେବା ପାଇଁ ଆଉ କେତେ ଦିନ ଅପେକ୍ଷା କରିବ ଭାରତ ?

ମିଳିତ ଜାତିସଂଘରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ: କରୋନା ମହାମାରୀ ବେଳେ ଜାତିସଂଘର ଭୂମିକା କୁଆଡ଼େ ଗଲା ?

ଡ୍ରଗ୍ସ ନେଉଥିବା କଥା ଅସ୍ୱୀକାର କଲେ ସାରା ଓ ଶ୍ରଦ୍ଧା

କେନ୍ଦ୍ର ବିଜେପିରେ ବଡ଼ଧରଣର ପରିବର୍ତ୍ତନ; କାହାକୁ କେଉଁ ଦାୟିତ୍ୱ ମିଳିଲା ଜାଣନ୍ତୁ

କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ

WHO ସତର୍କବାଣୀ; କରୋନାରେ ୨୦ ଲକ୍ଷ ଲୋକଙ୍କ ଜୀବନ ଯିବ

ଜାତିସଂଘରେ ପାକିସ୍ତାନ ଉପରେ ବର୍ଷିଲା ଭାରତ: କହିଲା- ‘ନିର୍ଲଜ ଦେଶ ହିଁ ଏଭଳି ମତ ରଖିପାରେ’

ଭାରତର ବନ୍ଧୁ ବୋଲି ପୁଣି ଥରେ ପ୍ରମାଣିତ କଲା ମାଲଦୀପ

NCB ଅଫିସ୍‌ରେ ହାଜର ହେଲେ ଶ୍ରଦ୍ଧା, ସାରା

You might also like