ବିଜେପି ଟିକେଟ୍‌ରେ ନିର୍ବାଚନ ଲଢ଼ିବେ ଗୌତମ ଗମ୍ଭୀର

ନୂଆଦିଲ୍ଲୀ: କ୍ରିକେଟରରୁ ରାଜନେତା ବନିଥିବା ଗୌତମ ଗମ୍ଭୀରଙ୍କୁ ଗତକାଲି ବିଜେପି ଆସନ୍ତା ଲୋକସଭା ନିର୍ବାଚନରେ ପ୍ରାର୍ଥୀ କରିଛି। ବିଜେପି ଟିକେଟ୍‌ରେ ଗୌତମ ପୂର୍ବ ଦିଲ୍ଲୀରୁ ଲଢ଼ିବେ। ସେହିପରି ବିଜେପିର ଅନ୍ୟତମ ବରିଷ୍ଠ ନେତ୍ରୀ ମୀନାକ୍ଷୀ ଲେଖିଙ୍କୁ ଦଳ ଏଥର ନୂଆଦିଲ୍ଲୀ ସଂସଦୀୟ କ୍ଷେତ୍ର ପାଇଁ ପ୍ରାର୍ଥୀ କରିଛି।

୨୦୧୪ରେ ଏହି ଆସନରେ ବିଜେପି ମହେଶ ଗିରିଙ୍କୁ  ପ୍ରାର୍ଥୀ କରିଥିବା ବେଳେ ଏଥର ଦଳ ଗମ୍ଭୀରଙ୍କୁ ସୁଯୋଗ ଦେଇଛି। ସେହିପରି ଏହି ଆସନରେ କଂଗ୍ରେସ ପକ୍ଷରୁ ଅରବିନ୍ଦର ସିଂ ଲଭଲି ନିର୍ବାଚନ ଲଢୁଥିବା ବେଳେ ଆମ୍ ଆଦମୀ ପାର୍ଟିରୁ ଆତୀଶୀ ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।

ଦିଲ୍ଲୀର ମୋଟ ୭ଟି ଲୋକସଭା ଆସନରୁ ଏଯାଏ ୬ଟି ଆସନ ପାଇଁ ବିଜେପି ପାର୍ଥୀ ଘୋଷଣା କରି ସାରିଥିବା ବେଳେ କେବଳ ଉତ୍ତର ପଶ୍ଚିମ ଦିଲ୍ଲୀ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା ବାକି ରହିଛି।

ଆହୁରି ପଢ଼ନ୍ତୁ

ଜେଟଲୀଙ୍କ ଶେଷକୃତ୍ୟ ସମ୍ପନ୍ନ

ମୋଦିଙ୍କ କଥା କେମିତି ବୁଝୁଥିଲେ ବିୟର ଗ୍ରୀଲ୍ସ ? ଗୁମର ଖୋଲିଲେ ପ୍ରଧାନମନ୍ତ୍ରୀ

ମୋଦି କହିଲେ ଅଗଷ୍ଟ ୨୯ରୁ ଆରମ୍ଭ ହେବ ଫିଟ୍ ଇଣ୍ଡିଆ ମୁଭ୍‌ମେଣ୍ଟ

ସ୍ୱାମୀଙ୍କର ଅନାବିଳ ପ୍ରେମ ଓ ଭଲପାଇବାକୁ ବରଦାସ୍ତ କରିପାରିଲେନି ପତ୍ନୀ; ତଲାକ ଦେବାକୁ ନିଷ୍ପତ୍ତି ନେଲେ

ଜାମ୍ମୁ-କାଶ୍ମୀର ପାଇଁ ଇସ୍ତଫା ଦେଲେ ଆଇଏଏସ୍‌ ଅଫିସର୍

ଆଜି ଦିଆଯିବ ଜେଟଲୀଙ୍କୁ ଅନ୍ତିମ ବିଦାୟ

ମୋଦିଙ୍କୁ ୟୁଏଇର ସର୍ବୋଚ୍ଚ ବେସାମରିକ ସମ୍ମାନ

ଜେଟଲୀ କରାଇଥିଲେ ସେହ୍ୱାଗଙ୍କ ବାହାଘର

ଲାହୋରରୁ ଦିଲ୍ଲୀ ଆସିଥିଲେ ଜେଟଲୀଙ୍କ ପରିବାର

ରେଷ୍ଟୁରାଣ୍ଟରେ ଖାଦ୍ୟ ପରଷୁଛି ରୋବୋଟ

ଅସ୍ତମିତ ଅରୁଣ; ଥିଲେ ବିଜେପିର ସଂକଟ ମୋଚନ

ଜେଟ୍‌ଲୀଙ୍କ ବିୟୋଗରେ ରାଜନୀତି ଜଗତରେ ଶୋକର ଛାୟା; ପ୍ରଧାନମନ୍ତ୍ରୀ ଓ ଶାହ କହିଲେ ଏମିତି

You might also like