ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ଅତି ସ୍ମରଣୀୟ ଏହି ଫଟୋ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ।  ଆଜି ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ତାଙ୍କର ସମର୍ଥକ ଏବଂ ଦଳୀୟ କାର୍ଯ୍ୟକର୍ତ୍ତାମାନେ ସେବା ସପ୍ତାହ ପାଳନ କରୁଛନ୍ତି । ଅନ୍ୟ ଦେଶର ରାଷ୍ଟ୍ରାଧ୍ୟକ୍ଷମାନେ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ବାର୍ତ୍ତା ପଠାଇଛନ୍ତି । ଏହି ଅବସରରେ ଆସନ୍ତୁ ଦେଖିବା ଏମିତି କିଛି ଫଟୋ ଯାହା ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ସ୍ମରଣୀୟ ଏବଂ ଏହାକୁ ସେ ୨୦୧୯ରେ ଟ୍‌:ିଟ କରିଥିଲେ ।

୮ ବର୍ଷ ବୟସରୁ ନରେନ୍ଦ୍ର ମୋଦି ଆରଏସ୍‌‌ଏସ୍‌ ସହ ଜଡିତ ଅଛନ୍ତି । ସେତେବେଳେ ସେ ଟି ଷ୍ଟଲରେ କାମ କରୁଥିଲେ । ଟି ଷ୍ଟଲରେ କାମ ସାରିବା ପରେ ଆରଏସଏସ୍‌ର ସ୍ଥାନୀୟ ଯୁବ ସଂଗଠନରେ ସାମିଲ ହେଉଥିଲେ ।

 

ଜୁନ୍‌ ୩, ୧୯୭୮ରେ ନରେନ୍ଦ୍ର ମୋଦିଙ୍କୁ ସଂଘ ଅଧିକ ଦାୟିତ୍‌: ଦିଆଯାଇଥିଲା । ତାଙ୍କୁ ବିଭାଗ ପ୍ରଚାରକ କରାଯାଇଥିଲା ଏବଂ ବଡୋଦରାରେ କାମ କରିଥିଲେ

ଆରଏସଏସର ଏକ ସଂଗଠନର ଏକ ବୌଠକରେ ପିଏମ ମୋଦି

୧୯୮୭ ଫେବ୍ରୁୟାରୀ ୦୩ ତାରିଖ ଗୁଜରାଟ ଶାଖା ସଂଗଠନ ସଚିବ ଭାବେ ଭାଜପାରେ ସାମିଲ ହୋଇଥିଲେ ।

ଏକ ସଭାରେ ମୋଦି ସମ୍ବୋଧନ କରୁଛନ୍ତି ।

୧୯୯୫ ମାର୍ଚ୍ଚ ୨୩ ଗୁଜରାଟ ବିଧାନସଭା ନିର୍ବାଚନ ବେଳେେ ବହୁମତ ପାଇଥିଲେ । ସେତେବେଳେ ନରେନ୍ଦ୍ର ମୋଦି ସଂଗଠନ ସଚିବ ଥିଲେ ।

ଦିବଂଗତ ନେତା ଅଟଳ ବିହାରୀ ବାଜପେୟୀଙ୍କ ସହ ମୋଦି

ଆହୁରି ପଢ଼ନ୍ତୁ

ଦେଶରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା; ୧୩ ଦିନରେ ୧୦ ଲକ୍ଷ ସୁସ୍ଥ

ଭାରତର ସାର୍ବଭୌମତ୍ୱ ରକ୍ଷାର ପ୍ରୟାସକୁ ସମର୍ଥନ କଲା ଆମେରିକା

ନଭେମ୍ବର ଶେଷ ଯାଏ ବଢ଼ିଲା ଅନ୍‌ଲକ୍‌ ୫.୦ ଗାଇଡ୍‌ ଲାଇନ କଟକଣା

ଏବେ ଯେକୌଣସି ବ୍ୟକ୍ତି ଜାମ୍ମୁ କାଶ୍ମୀରରେ କିଣି ପାରିବେ ଜାଗା

ବାହା ହେବାକୁ ମନା କରିବାରୁ ଅଭିନେତ୍ରୀଙ୍କୁ ଛୁରାମାଡ଼ କଲେ ଫେସ୍‌ବୁକ ଫ୍ରେଣ୍ଡ

ଲଭ୍‌-ଜିହାଦ୍‌ରୁ ହତ୍ୟା! ସିସିଟିଭିରେ କଏଦ୍‌ ହେଲା ଭିଡିଓ

ଅଓ୍ୱନ୍ତିପୋରାରେ ଏନ୍‌କାଉଣ୍ଟର: ଆତ୍ମସମର୍ପଣ କଲା ଆତଙ୍କୀ

କେନ୍ଦ୍ରମନ୍ତ୍ରୀ ରାମଦାସ ଆଠୱାଲେ କରୋନା ପଜିଟିଭ୍

ହାଥରସ ଘଟଣା: ସୁପ୍ରିମକୋର୍ଟ କହିଲେ ୟୁପିରୁ ବାହାରକୁ ସ୍ଥାନାନ୍ତର ହେବନି ମାମଲା

୨ ଲକ୍ଷରୁ ଅଧିକ ଟଙ୍କାର ପିଆଜ ଚୋରି

ଭାରତ-ଆମେରିକା ଟୁ ପ୍ଲସ ଟୁ ବୈଠକ: BECA ରାଜିନାମା ସ୍ୱାକ୍ଷର କରିବେ ଦୁଇ ଦେଶ

ବିହାର ନିର୍ବାଚନ: ୩୪% ପ୍ରାର୍ଥୀଙ୍କ ନାଁରେ ରହିଛି ଅପରାଧିକ ମାମଲା

You might also like