ସାର୍କକୁ ଧରି ଆକାଶରେ ଉଡ଼ୁଛି ପକ୍ଷୀ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଆପଣ କେବେ ଦେଖିଛନ୍ତି କି ପକ୍ଷୀ ସାର୍କ ମାଛକୁ ଧରି ଆକାଶରେ ଉଡ଼ୁଥିବା ? ନୁହେଁ ନା ! ଆପଣ ଭାବୁଛନ୍ତି ଏହା ଅସମ୍ଭବ କଥା । ପୃଥିବୀ ପ୍ରାକୃତିକ ସମ୍ଭାରରେ ପରିପୂର୍ଣ୍ଣ । ଏଠି ପ୍ରତି ସେକେଣ୍ଡରେ କିଛି ନା କିଛି ଆଶ୍ଚର୍ଯ୍ୟ ଘଟଣା ଘଟେ ।

ଦେଖନ୍ତୁ ଏହି ଭିଡିଓ କିପରି ଗୋଟିଏ ପକ୍ଷୀ ତାର ପଞ୍ଝାରେ ସାର୍କ ମାଛଟିକୁ ଉଠାଇ ନେଉଛି । ପକ୍ଷୀଟି ଉଡି ଉଡି ପାଣ ଭିତରୁ ଏକ ମାଛ ଝାମ୍ପ ନେଇ ଆକାଶରେ ଉଡି ପଳାଉଛି। ହେଲେ ମାଛଟି ସାଧାରଣ ମାଛ ନୁହେଁ, ଏହା ଏକ ସାର୍କ।

ଏହି ଭିଡ଼ିଓଟି ଗତ ସପ୍ତାହରେ ଆମେରିକାର ମିରଟ ବିଚରେ ସୁଟିଂ ହୋଇଥିବା ଫୁଟେଜରେ ଦର୍ଶାଯାଇଛି । ଏହି ଶିକାରୀ ପକ୍ଷୀ ସମୁଦ୍ର କୂଳରେ ମାଛ ଶୀକାର କରିବା ସହ ସମୁଦ୍ର କୂଳରେ ଉଡ଼ୁଛନ୍ତି । ତେବେ ଏହି ଭିଡିଓଟି ସୋସିଆଲ ମିଡିଆ ଦର୍ଶକଙ୍କ ମନରେ ପ୍ରତିକ୍ରିୟା ସୃଷ୍ଟି କରିଛି।

ଆହୁରି ପଢ଼ନ୍ତୁ

କରୋନା ଆକ୍ରାନ୍ତ ବି ଦେବେ ଭୋଟ୍

ଲଦାଖରେ ବଡ଼ ଧରଣର ଭୂକମ୍ପ

୧୬ ବର୍ଷର ଝିଅ ଆକାଉଣ୍ଟରେ ୧୦ କୋଟି ଟଙ୍କା !

ସାଧାରଣ ଲୋକଙ୍କୁ ଦିଆଗଲା ଋଷ ଭାକ୍ସିନ୍‌ ‘ସ୍ପୁଟନିକ ଭି’

ଏନ୍‌କାଉଣ୍ଟରରେ ଦୁଇ ଲସ୍କର ଆତଙ୍କୀ ନିହତ

Bihar Election 2020 Date:୩ଟି ପର୍ଯ୍ୟାୟରେ ହେବ ବିହାର ବିଧାନସଭା ନିର୍ବାଚନ, ଭୋଟ୍‌ ଗ୍ରହଣ ସମୟ ସୀମା ୧ ଘଣ୍ଟା ବୃଦ୍ଧି

ଅକ୍ଟୋବରରେ ହେବ ଭାରତ ପ୍ରସ୍ତୁତ ’କୋଭାକ୍ସିନ’ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ

ଦକ୍ଷିଣ କୋରିଆ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରିବା ପରେ ଜାଳିଦେଲେ

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ଭାରତରେ Harley-Davidsonର ପ୍ରଡକ୍ଟ ଓ ସେଲ୍ ବନ୍ଦ

ଗଲୱାନ ସଂଘର୍ଷରେ କେତେ ସୈନିକଙ୍କୁ ହରାଇଛି, ହିସାବ ଦେଲା ଚୀନ

୧୨ ବର୍ଷର ନାବାଳକଙ୍କ ସମେତ ୩ ଜଣଙ୍କ ଉପରେ ଚଢ଼ିଗଲା ବସ୍‌

You might also like