ଆସିଲା ଏକ୍‌ଜିଟ୍ ପୋଲ୍‌: ବିହାରକୁ କିଏ କରିବ ଦଖଲ ?

ପାଟନା: ବିହାର ବିଧାନସଭା ଲାଗି ମତଦାନ ଶେଷ ସହିତ ଆସିଲା ଏକଜିଟ୍ ପୋଲ୍। ସର୍ଭେ ରେଜଲ୍ଟ ଏବିପି-ସି ଭୋଟର ସର୍ଭେ ଅନୁଯାୟୀ ବିହାରରେ କୌଣସି ମେଣ୍ଟକୁ ମିଳିବନି ବହୁମତ। ଏନ୍‌ଡିଏକୁ ୧୧୬ ସିଟ୍ ମିଳିବା ନେଇ ଏହି ସଂସ୍ଥା ପୂର୍ବାନୁମାନ କରିଥିବା ବେଳେ ଆର୍‌ଜେଡି ସାମିଲ ଥିବା UPA ମେଣ୍ଟକୁ ୧୨୦ ଆସନ ମିଳିପାରେ।

ସେହିପରି ଟାଇମ୍ସ୍ ନାଓ -ସି ଭୋଟର ସର୍ଭେ ଅନୁଯାୟୀ ବିହାରରେ ଏନ୍‌ଡିଏ ମେଣ୍ଟକୁ ୧୧୬ ଓ ଆରଜେଡି ମେଣ୍ଟକୁ ୧୨୦ ଆସନ ମିଳିପାରେ।

ଅନ୍ୟପକ୍ଷରେ ଜନ୍‌ କି ବାତ୍ ସର୍ଭେ ଅନୁଯାୟୀ ଏନ୍‌ଡିଏକୁ ୯୧ରୁ ୧୧୭ ଓ UPAକୁ ୧୧୮ରୁ ୧୩୮ ଆସନ ମିଳିପାରେ।

ତେବେ ପ୍ରକୃତରେ ବିହାରରେ କିଏ ମାରିବ ବାଜି ସେନେଇ ଆସନ୍ତା ୧୦ ତାରିଖରେ ଭୋଟ ଗଣତି ପରେ ଚିତ୍ର ସ୍ପଷ୍ଟ ହେବ। ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭାରେ ସରକାର ଗଢିବାକୁ ୧୨୨ ଆସନ ଆବଶ୍ୟକ।

ଆହୁରି ପଢ଼ନ୍ତୁ

ପରଲୋକରେ ଭାରତର ସଫ୍ଟୱେୟର ଇଣ୍ଡଷ୍ଟ୍ରୀ ଜନକ

କେବିସିର ୩ କୋଟିପତି ମହିଳା, ଜାଣନ୍ତୁ ଏମାନଙ୍କ ସଂଘର୍ଷମୟ ଜୀବନର କାହାଣୀ

ୱାନ୍ ନେସନ୍‌ ୱାନ୍‌ ଇଲେକ୍ସନ୍‌ ଦେଶ ପାଇଁ ଆବଶ୍ୟକ; ପ୍ରଧାନମନ୍ତ୍ରୀ

ମରୁଭୂମିରୁ ମିଳିଲା ରହସ୍ୟମୟ ଜିନିଷ; ଲୋକେ କହିଲେ ଅଶୁଭ ସଙ୍କେତ

ଚାଷୀଙ୍କ ପାଇଁ ଦିଲ୍ଲୀ ସୀମା ସିଲ୍‌ ହେଲା; ତଥାପି ଗର୍ଜିଲେ

ଡିସେମ୍ବର ୩୧ ଯାଏ ବିଦେଶକୁ ଉଡ଼ି ପାରିବ ନାହିଁ ବିମାନ

ମନେ ପଡିଲା ୨୬/୧୧ର ସେଇ ଭୟଙ୍କର ସ୍ମୃତି

ଗ୍ରାହକଙ୍କୁ ଆଶ୍ୱସ୍ତି; ଡିବିଏସ୍‌ ଇଣ୍ଡିଆ ସହିତ ମିଶିବ ଲକ୍ଷ୍ମୀ ବିଳାସ ବ୍ୟାଙ୍କ

ଅଫିସରୁ ବିଳମ୍ବରେ ଫେରୁଥିଲେ ସ୍ୱାମୀ; ଅତିଷ୍ଠ ହୋଇ FIR ଦାଏର କଲେ ମହିଳା

ଗୋଲ୍ଡ‌ ମର୍ସିଡିଜ୍‌ କାର୍‌ ଧରି ବୁଲିଲେ ଚାଷୀ

ବିଳମ୍ବିତ ରାତିରେ ଲ୍ୟାଣ୍ଡଫଲ୍ କଲା ବାତ୍ୟା ‘ନିଭାର’, ପ୍ରବଳ ବର୍ଷା

ଆଜି ଭାରତ ବନ୍ଦ: ସକାଳୁ ସକାଳୁ ପିକେଟିଂ, ରାସ୍ତାରୋକ

You might also like