ମୋଦିଙ୍କ କଥା କେମିତି ବୁଝୁଥିଲେ ବିୟର ଗ୍ରୀଲ୍ସ ? ଗୁମର ଖୋଲିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ଜରିଆରେ ଏକ ରହସ୍ୟର ଗୁମର ଖୋଲିଛନ୍ତି। ନିକଟରେ ‘ଡିସକଭରି ଚ୍ୟାନେଲ’ରେ ଦେଖାଯାଇଥିବା ‘Man vrs. Wild’ର ଆଙ୍କର ବା ଉପସ୍ଥାପକ ବିୟର ଗ୍ରୀଲ୍ସ (Bear Grylls) ହିନ୍ଦୀ ବୁଝିପାରୁନଥିଲେ। ତଥାପି ଏହି କାର୍ଯ୍ୟକ୍ରମରେ ଶ୍ରୀ ମୋଦି ଯାହା ହିନ୍ଦୀରେ କହୁଥିଲେ, ତାକୁ ସେ କେମିତି ବୁଝୁଥିଲେ? ଏକଥା କିଛି ଲୋକ ତାଙ୍କୁ ପଚାରିଥିଲେ ବୋଲି ମୋଦି କହିଛନ୍ତି।

ଉତ୍ତର ଦେବାକୁ ଯାଇ ଶ୍ରୀ ମୋଦି କହିଛନ୍ତି, “ସେମିତି ରହସ୍ୟ ବୋଲି ଏଥିରେ କିଛି ନାହିଁ । ବାସ୍ତବତା ହେଲା ଯେ, ବିୟର ଗ୍ରୀଲସଙ୍କ ସହ କଥାବାର୍ତ୍ତା ବେଳେ ଟେକ୍ନୋଲଜିର ସମ୍ପୂର୍ଣ୍ଣ ଉପଯୋଗ ହୋଇଛି। ଯେତେବେଳେ ମୁଁ କିଛି କହୁଥିଲି ଏକା ସମୟରେ ତୁରନ୍ତ ତା’ର ଅନୁବାଦ ଇଂରାଜୀରେ ହୋଇଯାଉଥିଲା। ଏକକାଳୀନ ଭାଷାନ୍ତରଣ ହେଉଥିଲା ଆଉ ବିୟର ଗ୍ରୀଲସଙ୍କ କାନରେ ଗୋଟିଏ ଛୋଟ କର୍ଡଲେସ୍ (Cordless) ଉପକରଣ ଲାଗିଥିଲା। ମୁଁ କହୁଥିଲି ହିନ୍ଦୀ ଆଉ ତାଙ୍କୁ ଶୁଭୁଥିଲା ଇଂରାଜୀ। ଫଳରେ ପରସ୍ପରଙ୍କ ମଧ୍ୟରେ କଥାବାର୍ତ୍ତା ବହୁତ ସହଜରେ ହୋଇପାରୁଥିଲା।”

ଆହୁରି ପଢ଼ନ୍ତୁ

ଗାଁ ଭିତରେ ଅଳିଆ ଫିଙ୍ଗିଥିବାରୁ କରନ୍‌ ଜୋହରଙ୍କୁ କ୍ଷମା ମାଗିବାକୁ କହିଲେ ଗୋଆ ସରକାର

ପ୍ରଧାନମନ୍ତ୍ରୀ ଦେଲେ ପ୍ରତିଶ୍ରୁତି-ସମସ୍ତଙ୍କୁ ଟିକା ମିଳିବ, କେହି ବାଦ୍‌ ପଡ଼ିବେନି

ଜୁଲାଇ ସୁଦ୍ଧା ୧୦କୋଟି ଲୋକଙ୍କୁ ମିଳିପାରିବ କରୋନା ଟିକା

କୁକୁର ବନ୍ଧା ଚେନ୍‌ରେ ପତ୍ନୀଙ୍କ ଗଳା ଚିପି ହତ୍ୟା କଲେ ସ୍ୱାମୀ, ୨ ମାସ ତଳେ ହୋଇଥିଲା ଲଭ୍‌ ମ୍ୟାରେଜ୍

‘ମୁଁ ଦୁଷ୍କର୍ମର ଶିକାର ହୋଇଥାନ୍ତି, ମୋତେ ମାରି ଦିଆଯାଇ ଥାନ୍ତା’

କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ କରୋନା

ବିହାର ଇଲେକ୍ସନ ପ୍ରଚାର; କାହାକୁ ଜଙ୍ଗଲ୍ ରାଜ୍‌ର ଯୁବରାଜ କହିଲେ ମୋଦି ?

କରୋନା ସଂକ୍ରମିତ ବ୍ୟକ୍ତିଙ୍କ ମସ୍ତିଷ୍କକୁ ପ୍ରଭାବିତ କରୁଛି ଭୂତାଣୁ !

ଅନ୍ତର୍ଜାତୀୟ ବିମାନ ଉଡ଼ାଣ କଟକଣା ବଢ଼ିଲା

ନିକିତା ତୋମାର ମର୍ଡର କେଶ୍‌କୁ ନେଇ ରାଜନୀତି କରାଯାଉଥିବା ଅଭିଯୋଗ

ଭୁଲ୍‌ ପାଇଁ ଟ୍ୱିଟରକୁ ଲିଖିତ ଉତ୍ତର ମାଗିଲା ସଂଯୁକ୍ତ ସଂସଦୀୟ କମିଟି

ଏନଡିଏ ଯାହା କହେ, ତାହା କରେ-ପ୍ରଧାନମନ୍ତ୍ରୀ

You might also like