ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବିରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଅନଶନ

ଦିଲ୍ଲୀ : ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବି ଜୋର ଧରିଛି। ଏହି ଦାବି ପୂରଣ ନିମନ୍ତେ ଦିଲ୍ଲୀରେ ଦିନିକିଆ ଅନଶନରେ ବସିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ତେଲଗୁ ଦେଶମ୍ ପାର୍ଟି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ। ସକାଳ ୮ଟାରୁ ଆରମ୍ଭ ହୋଇଥିବା ଏହି ଅନଶନ ରାତି ୮ଟା ଯାଏଁ ଚାଲିବ।

ମଙ୍ଗଳବାର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି ନାଇଡୁ ଏକ ଦାବିପତ୍ର ପ୍ରଦାନ କରିବେ। ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଅନଶନରେ ବସିବା ପୂର୍ବରୁ ରାଜଘାଟ ଯାଇ ମହାତ୍ମା ଗାନ୍ଧିଙ୍କ ସମାଧିସ୍ଥଳରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦେବା ପାଇଁ ୨୦୧୪ ମସିହାରୁ ସେ ଦାବି କରି ଆସୁଛନ୍ତି।

ପୂର୍ବରୁ  କେନ୍ଦ୍ର ସରକାର ଆନ୍ଧ୍ରପ୍ରଦେଶକୁ  ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ନ ଦେବାରୁ ତେଲଗୁ ଦେଶମ୍‌ ପାର୍ଟି ଏନଡିଏ ଛାଡିଥିଲା  ।

ଆହୁରି ପଢ଼ନ୍ତୁ

ଜେଟଲୀଙ୍କ ଶେଷକୃତ୍ୟ ସମ୍ପନ୍ନ

ମୋଦିଙ୍କ କଥା କେମିତି ବୁଝୁଥିଲେ ବିୟର ଗ୍ରୀଲ୍ସ ? ଗୁମର ଖୋଲିଲେ ପ୍ରଧାନମନ୍ତ୍ରୀ

ମୋଦି କହିଲେ ଅଗଷ୍ଟ ୨୯ରୁ ଆରମ୍ଭ ହେବ ଫିଟ୍ ଇଣ୍ଡିଆ ମୁଭ୍‌ମେଣ୍ଟ

ସ୍ୱାମୀଙ୍କର ଅନାବିଳ ପ୍ରେମ ଓ ଭଲପାଇବାକୁ ବରଦାସ୍ତ କରିପାରିଲେନି ପତ୍ନୀ; ତଲାକ ଦେବାକୁ ନିଷ୍ପତ୍ତି ନେଲେ

ଜାମ୍ମୁ-କାଶ୍ମୀର ପାଇଁ ଇସ୍ତଫା ଦେଲେ ଆଇଏଏସ୍‌ ଅଫିସର୍

ଆଜି ଦିଆଯିବ ଜେଟଲୀଙ୍କୁ ଅନ୍ତିମ ବିଦାୟ

ମୋଦିଙ୍କୁ ୟୁଏଇର ସର୍ବୋଚ୍ଚ ବେସାମରିକ ସମ୍ମାନ

ଜେଟଲୀ କରାଇଥିଲେ ସେହ୍ୱାଗଙ୍କ ବାହାଘର

ଲାହୋରରୁ ଦିଲ୍ଲୀ ଆସିଥିଲେ ଜେଟଲୀଙ୍କ ପରିବାର

ରେଷ୍ଟୁରାଣ୍ଟରେ ଖାଦ୍ୟ ପରଷୁଛି ରୋବୋଟ

ଅସ୍ତମିତ ଅରୁଣ; ଥିଲେ ବିଜେପିର ସଂକଟ ମୋଚନ

ଜେଟ୍‌ଲୀଙ୍କ ବିୟୋଗରେ ରାଜନୀତି ଜଗତରେ ଶୋକର ଛାୟା; ପ୍ରଧାନମନ୍ତ୍ରୀ ଓ ଶାହ କହିଲେ ଏମିତି

You might also like