ରେହମାନଙ୍କ ବିଲେଇ ପାଳିବା ସଉକ

ବେଙ୍ଗାଲୁରୁ: ଆଧୁନିକ ସମାଜରେ ଜୀବଜନ୍ତୁ ପାଳିବା ଏକ ସଉକ ହୋଇଯାଇଛି। କିଏ କୁକୁର ପାଳୁଛନ୍ତି, ତ ଆଉ କିଏ ବିଲେଇ ପାଳୁଛନ୍ତି। ଆଉ କିଏ ଘରେ ନାନା ପ୍ରଜାତିର ପକ୍ଷୀ ମଧ୍ୟ ପାଳୁଛନ୍ତି।

ବେଙ୍ଗାଲୁରୁର ମୁଜିବୁର ରେହମାନ ନିଜ ଘରେ ନାନା ପ୍ରଜାତିର ବିଲେଇ ପାଳିଛନ୍ତି। ଦେଶୀ ବିଦେଶୀ ପ୍ରଜାତିର ୧୫ରୁ ଅଧିକ ବିଲେଇ ସେ ପାଳିଛନ୍ତି। ଏପରିକି ସେମାନଙ୍କ ପାଇଁ ସ୍ୱତନ୍ତ୍ର ଘର ମଧ୍ୟ ସେ ତିଆରି କରିଛନ୍ତି।

ବଡ଼ କଥା ହେଉଛି ଯେ, ଆଖପାଖରେ ରହୁଥିବା ଲୋକେ, ଛୁଟିରେ ବାହାରକୁ ଗଲେ ସେମାନଙ୍କ ପୋଷା ବିରାଡ଼ିକୁ ରେହମାନଙ୍କ ଚିଡ଼ିଆଖାନାରେ ଛାଡ଼ି ଦେଇଯାଆନ୍ତି।

ଆହୁରି ପଢ଼ନ୍ତୁ

EPFO Recruitment 2020: ଖାଲି ପଡ଼ିଥିବା ଏହି ପଦବୀ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ବଡ ଧରଣର ବିସ୍ଫୋରଣରୁ ଯବାନଙ୍କ ଜୀବନ ବଞ୍ଚାଇଲା ‘ସୋଫିଆ’

ଆକାଶରେ ଉଡୁଥିବାବେଳେ ହଠାତ୍‌ ବିମାନର ଇଞ୍ଜିନ୍‌ ବନ୍ଦ ହୋଇଗଲା; ରତନ ଟାଟା ବଞ୍ଚାଇଲେ ସମସ୍ତଙ୍କ ଜୀବନ

କୃଷି ବିଲକୁ ବିରୋଧ ଜାରି, ଇଣ୍ଡିଆ ଗେଟ୍ ସମ୍ମୁଖରେ ଟ୍ରାକ୍ଟର ପୋଡ଼ିଦେଲେ ଆନ୍ଦୋଳନକାରୀ

କୃଷି ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ରବି କିଶନଙ୍କୁ ମିଳୁଛି କି ହତ୍ୟା ଧମକ ?

ଜେଡିୟୁରେ ମିଶିଲେ ବିହାରର ପୂର୍ବତନ ଡିଜିପି

ଆଜି ଦିନକରେ ଯେତିକି ଆକ୍ରାନ୍ତ ଚିହ୍ନଟ ହେଲେ ତା’ଠୁ ଅଧିକ ସୁସ୍ଥ ହେଲେ

ନୀତୀଶଙ୍କ ଦଳରେ ମିଶିବେ ପୂର୍ବତନ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ

କରୋନାର ଭୟଙ୍କର ପ୍ରଭାବ ବିଷୟରେ କ’ଣ କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ?

‘କୃଷକ ଆତ୍ମନିର୍ଭର ଭାରତର ଆଧାର’

ଭାରତରେ ନାଁ ବଦଳାଇ ଲୋକପ୍ରିୟ ହେଉଛନ୍ତି ଚାଇନିଜ୍ ଆପ୍‌

You might also like