Airtelର ସବୁଠୁ ଶସ୍ତା ପ୍ଲାନ୍‌ ! ଅନ୍‌ଲିମିଟେଡ୍‌ କଲିଂ ସହ ମିଳିବ ଏମିତି ଡାଟା ସୁବିଧା

ନୂଆଦିଲ୍ଲୀ: ଆଜିକାଲି ସବୁ ମୋବାଇଲ୍‌ ନେଟ୍‌ୱର୍କ ଏହାର ଗ୍ରାହକଙ୍କୁ କମ୍‌ ମୂଲ୍ୟରେ ଅଧିକ ଫାଇଦା ଦେଉଥିବା ଦେଖିବାକୁ ମିଳୁଛି। ଏୟାରଟେଲ୍‌ ମଧ୍ୟ ଏହାର ଗ୍ରାହକଙ୍କ ପାଇଁ ଏବେ ଏମିତି ଏକ ଫାଇଦା ଆଣିଛି, ଯେଉଁଥିରେ କମ୍‌ ମୂଲ୍ୟରେ ଆପଣଙ୍କୁ ଅଧିକ ଫାଇଦା ମିଳିପାରିବ।

ଏୟାର୍‌ଟେଲ୍‌ର ୨୧୯ ଟଙ୍କାର ପ୍ଲାନ୍‌ ରିଚାର୍ଜ କଲେ ଆପଣ ଯେକୌଣସି ନେଟ୍‌ୱର୍କକୁ ଅନ୍‌ଲିମିଟେଡ୍‌ କଲ୍‌ କରିପାରିବେ। ଏହାସହ ଆହୁରି ଅନେକ ସୁବିଧା ମଧ୍ୟ ମିଳିବ ଏହି ପ୍ଲାନ୍‌ରେ।

ତା’ହେଲେ ଆସନ୍ତୁ ଜାଣିବା ଏୟାର୍‌ଟେଲ୍‌ର ୨୧୯ ଟଙ୍କା ପ୍ଲାନ୍‌ରେ କ’ଣ ସବୁ ସୁବିଧା ରହିଛି…

ଏହି ପ୍ଲାନ୍‌ରେ ଗ୍ରାହକଙ୍କୁ ଯେକୌଣସି ନେଟ୍‌ୱର୍କରେ ଫୋନ୍‌ କଲେ ଅନ୍‌ଲିମିଟେଡ୍‌ କଲିଂର ସୁବିଧା ସହ ପ୍ରତ୍ୟେକ ଦିନ ୧ ଜିବି ଡାଟା ମିଳିବ। ଏହାସହ ପ୍ରତ୍ୟେକ ଦିନ ୧୦୦ ଏସ୍‌ଏମ୍‌ଏସ୍‌ ମଧ୍ୟ ମିଳିବ। ଏହି ପ୍ଲାନ୍‌ର ବୈଧତା ୨୮ ଦିନ ରହିଛି।

କଲିଂ ସୁବିଧା ଓ ଡାଟା ବ୍ୟତୀତ ଗ୍ରାହକଙ୍କୁ ପାଇଁ ଫ୍ରି Hello Tunes ସୁବିଧା ବି ମିଳିବ। ଖାଲି ଏତିକି ନୁହେଁ Unlimited Wynk Music ଓ ଏୟାର୍‌ଟେଲ୍‌ Xtreme Appର ସୁବିଧା ମଧ୍ୟ ପାଇପାରିବେ। ଏୟାର୍‌ଟେଲ୍‌ Xtremeରେ ୩୭୦ରୁ ଅଧିକ ଲାଇଭ୍‌ ଟିଭି ଚ୍ୟାନେଲ୍‌, ୧୦ ହଜାରରୁ ଅଧିକ ଫିଲ୍ମ ଓ ଟିଭି ଶୋ’ ସବୁ ରହିଛି।

ଆହୁରି ପଢ଼ନ୍ତୁ

ପୂରା ବିଶ୍ୱରେ କରୋନା ସ୍ଥିତି ଜଟିଳ: ପଢ଼ନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ

ନିଜାମୁଦ୍ଦିନ ଧାର୍ମିକ ସଭାରୁ ଫେରିଥିବା ୫୦ ତାମିଲନାଡୁ ନାଗରିକ କରୋନା ଆକ୍ରାନ୍ତ

ମହାରାଷ୍ଟ୍ରରେ ଆଜି ୭୨ କରୋନା ରୋଗୀ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୩୦୦ ଟପିଲା

କୋଭିଡ୍-୧୯ ଆକ୍ରାନ୍ତରେ ୧୨ ବର୍ଷୀୟା ନାବାଳିକାଙ୍କ ମୃତ୍ୟୁ

ପ୍ରବାସୀ ଶ୍ରମିକଙ୍କ ପାଇଁ କମିଟି ଗଠନ କରିବାକୁ ୨୪ ଘଣ୍ଟା ମହଲତ ଦେଲେ ସୁପ୍ରିମକୋର୍ଟ

BSNLର ମାଗଣା ସୁବିଧା; ଜିଓ, ଏୟାର୍‌ଟେଲ୍‌ ଓ ଭୋଡ଼ା ଆଣିଲେ ନୂଆ ଅଫର୍‌

ଆଦିବାସୀଙ୍କ ପାଇଁ କାନ୍ଧରେ ଖାଦ୍ୟ ସାମଗ୍ରୀ ବୋହି ୩କିମି ଚାଲିଲେ ଜିଲ୍ଲାପାଳ ଓ ବିଧାୟକ

୧୬ କର୍ମଚାରୀ କରୋନା ପଜିଟିଭ; କମ୍ପାନୀ ସିଲ୍‌ କଲା ପ୍ରଶାସନ

କରୋନା ରୋଗୀଙ୍କ ପାଇଁ ପାର୍କରେ ମେଡିକାଲ ନିର୍ମାଣ କଲା ଆମେରିକା

ନିଜାମୁଦ୍ଦିନ ଧାର୍ମିକ ସଭାରେ ଯୋଗ ଦେଇଥିବା ୯ ଜଣଙ୍କ ମୃତ୍ୟୁ, ୨୪ ଆକ୍ରାନ୍ତ

ହୋମ କ୍ୱାରେଣ୍ଟାଇନ୍‌ରେ ଥିବା ଲୋକେ ଘଣ୍ଟାକୁ ଥରେ ସେଲ୍‌ଫି ପଠାଇବେ

କରୋନାବେଳେ ସେବା: ରନ୍ଧନ ଗ୍ୟାସ୍ ବିତରଣକାରୀଙ୍କୁ ମିଳିବ ଏମିତି ସୁବିଧା

You might also like