Airtelର ସବୁଠୁ ଶସ୍ତା ପ୍ଲାନ ! ପାଆନ୍ତୁ ଅନଲିମିଟେଡ କଲ, ଡାଟା ମଧ୍ୟ ପାଇ ପାରିବେ

ନୂଆଦିଲ୍ଲୀ: ସାଧାରଣତଃ ମୋବାଇଲରେ ରିଚାର୍ଜ କରିବାବେଳେ ଗ୍ରାହକମାନେ ସବୁବେଳେ ଶସ୍ତା ଓ ଅଫର ପ୍ଲାନ ଖୋଜନ୍ତି। ଏମିତିକି କେଉଁ ପ୍ଲାନ ସବୁଠୁ ଭଲ ତାକୁ ନେଇ ମଧ୍ୟ କନଫ୍ୟୁଜ ହୋଇଯାଆନ୍ତି। ଏଭଳି ସ୍ଥିତିରେ ଏୟାରଟେଲ ଏହାର ଗ୍ରାହକଙ୍କ ପାଇଁ ସବୁଠାରୁ ଶସ୍ତା ପ୍ଲାନ ଆଣିଛି। ଏଥିରେ ଆପଣ ଯେକୌଣସି ନେଟୱର୍କକୁ ଅନଲିମିଟେଡ କଲିଂ କରିବା ସହ ଡାଟା ମଧ୍ୟ ପାଇ ପାରିବେ।

ଆମେ ଆପଣଙ୍କୁ ଏୟାରଟେଲର ୧୯ଟଙ୍କା ପ୍ଲାନ ବିଷୟରେ କହୁଛୁ। ଏହି ପ୍ଲାନରେ ଆପଣ ଯେକୌଣସି ନେଟୱର୍କକୁ ଅନଲିମିଟେଡ ଲୋକାଲ, STD ଓ Roaming କଲ କରିପାରିବେ। ଖାଲି ଏତିକି ନୁହେଁ ଆପଣଙ୍କୁ ୨୦୦mb ଡାଟା ମଧ୍ୟ ମିଳିବ। ତେବେ ଏହି ପ୍ଲାନର ଭାଲିଡିଟି ୨ ଦିନ।

ଆହୁରି ପଢ଼ନ୍ତୁ

କରୋନା ଚିକିତ୍ସାରୁ ବାଦ୍ ପଡ଼ିପାରେ ପ୍ଲାଜ୍‌ମା ଥେରାପି

ବଜେପି ଛାଡ଼ିଲେ ବରିଷ୍ଠ ନେତା ଏକନାଥ ଖଡ଼ସେ; କହିଲେ, ଫଡ଼ନାଭିସଙ୍କ ପାଇଁ ଛାଡ଼ିଲି ଦଳ

ଆନ୍ଧ୍ର କନକ ଦୁର୍ଗା ମନ୍ଦିର ନିକଟରେ ଭୂସ୍ଖଳନ: ୪ ଫସି ରହିଥିବା ଆଶଙ୍କା

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବୋନସ୍ ଘୋଷଣା

ମଦ୍ରାସାକୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ ବିଜେପି ସାଂସଦ

କିଛି ଦିନ ତଳେ କମିଥିଲା, ଏବେ ପୁଣି ବଢ଼ିଲା ସୁନା ଦର

୨୩ ଜଣ ବନ୍ଧୁଙ୍କୁ ନେଇ ରେଷ୍ଟୁରାଣ୍ଟରେ ପହଞ୍ଚିଲେ ଗର୍ଲଫ୍ରେଣ୍ଡ; ବିଲ୍‌ ଦେଖି ଦୌଡି ପଳାଇଲେ ପ୍ରେମିକ

ହାଥରସ୍‌ ଘଟଣା ପରେ ଧର୍ମ ପରିବର୍ତ୍ତନ କଲେ ବାଲ୍ମିକୀ ସମାଜର ୫୦ ପରିବାର

ପାକିସ୍ତାନରେ ବିସ୍ଫୋରଣ: ୩ ମୃତ

ଶତ୍ରୁ ପାଖରେ ବି ମହନୀୟତା ଦେଖାଇଲେ ଭାରତୀୟ ଯବାନ; ଧରାପଡ଼ିଥିବା ଚୀନ ସେନାଙ୍କୁ ଫେରାଇ ଦେଲେ

ପାକିସ୍ତାନ ଅନୁପ୍ରବେଶକାରୀକୁ ଧରିଲା ସେନା; ୫ ହଜାର ପାକିସ୍ତାନୀ ଟଙ୍କା ଜବତ

‘ପାପ, ଭୁଲ ଓ ବେମାରୀକୁ ଛୋଟ ଭାବିବା ଉଚିତ ନୁହେଁ’

You might also like