କୋଣାର୍କ ପ୍ରତି ଅାୟରଙ୍କ ମନ୍ତବ୍ୟ ମାମଲା

ଅନ୍ତରୀଣ ସୁରକ୍ଷା ଅକ୍ଟୋବର ୫ ଯାଏଁ ବୃଦ୍ଧି କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ : କୋଣାର୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେଇଥିବା ଅଭିଜିତ ଅାୟର ମିତ୍ରଙ୍କ ଅନ୍ତରୀଣ ସୁରକ୍ଷା ଅକ୍ଟୋବର ୫ ଯାଏ ବୃଦ୍ଧି କରିଛନ୍ତି ସୁପ୍ରିମକୋର୍ଟ। ଅାୟର ଯଦି ହାଇକୋର୍ଟ ଯାଅାନ୍ତି, ତେବେ ପୁଲିସ ସୁରକ୍ଷା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଅଭିଜିତ ଅାୟର ମିତ୍ରଙ୍କ ଓକିଲ ୟତିନ୍ଦର ଚୌଧୁରୀ ଏହି ସୂଚନା ଦେଇଛନ୍ତି । କୋଣାର୍କ ପ୍ରତି ମନ୍ତବ୍ୟ ନେଇ ଅାୟରଙ୍କ ନାଁରେ ମାମଲା ହୋଇଥିଲା । ଓଡ଼ିଶା ପୁଲିସ ଗିରଫ କରିବା ପରେ ଜାମିନରେ ଯାଇଥିଲେ ଅାୟର।

You might also like