ଚଳନ୍ତା ଗାଡ଼ିରେ ଏମିତି ଟାୟାର ବଦଳାଇଲେ ଯୁବକ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ପ୍ରତ୍ୟେକ ଦିନ ସୋଶାଲ୍‌ ମିଡିଆରେ କିଛି ନା କିଛି ଭିଡିଓ ଭାଇରାଲ ହେଉଛି। ଯାହାକୁ ଲୋକମାନେ ବହୁତ ପସନ୍ଦ କରିବା ସହ ଶେଆର୍‌ ମଧ୍ୟ କରୁଛନ୍ତି। ତେବେ ସୋଶାଲ୍‌ ମିଡିଆରେ ଭାଇରାଲ ହେଉଥିବା ଭିଡିଓ ମଧ୍ୟରୁ ମଜାଳିଆ ଭିଡିଓକୁ ଲୋକମାନେ ଅଧିକ ପସନ୍ଦ କରିଥାନ୍ତି। ଏବେ ଏମିତି ଏକ ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି। ଏକ ଚଳନ୍ତା ଗାଡ଼ିରେ ଜଣେ ଯୁବକ କିଭଳି ଭାବରେ ଗାଡ଼ିର ଟାୟାର ବଦଳାଉଛନ୍ତି ତାହା ଏହି ଭିଡିଓରେ ଦେଖିବାକୁ ମିଳିଛି।

ଯଦିଓ ଭିଡିଓଟି କେବେକାର ଓ କେଉଁ ସ୍ଥାନର ତାହା ଜଣାପଡ଼ିନାହିଁ ତଥାପି ଏହାକୁ ଲୋକମାନେ ପସନ୍ଦ କରିବା ସହ ଶେଆର ମଧ୍ୟ କରୁଛନ୍ତି।

ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି, ଏକ ଅଟୋଟି ଚାଲୁଥିବା  ଅବସ୍ଥାରେ ଏହାର ଟାୟାର ପନ୍‌ଚର୍‌ ହୋଇଯାଇଥିଲା। ଏହାପରେ ପଛପଟୁ ଅନ୍ୟ ଏକ ଅଟୋ ଆସିଥିଲା। ଏହି ଗାଡ଼ି ଭିତରୁ ଜଣେ ବ୍ୟକ୍ତି ପ୍ରଥମ ଅଟୋରେ ଥିବା ସମ୍ପୃକ୍ତ ଯୁବକଙ୍କୁ ଟାୟାର ଦେଇଥିଲେ ଓ ଏହାକୁ ସେ ଗାଡ଼ି ଚାଲୁଥିବା ଅବସ୍ଥାରେ ବଦଳାଇଥିଲେ। ଏସବୁର ଦୃଶ୍ୟକୁ କେହି ଜଣେ ବ୍ୟକ୍ତି ରେକର୍ଡିଂ କରିଥିଲେ ଓ ଏହାର  ଭିଡିଓଟି ଏବେ ଭାଇରାଲ ହୋଇଛି।

ଜଣେ ଟ୍ୱିଟର ୟୁଜର୍‌ ଏହି ଭିଡିଓକୁ ଶେଆର୍‌ କରିବା ସହ ଏହାର କ୍ୟାପସନ୍‌ ଦେଇ ଲେଖିଛନ୍ତି, ‘ଆମେ ଚନ୍ଦ୍ରଯାନର ଲାଣ୍ଡର୍‌କୁ ବି ଠିକ୍‌ କରିପାରିବା।’

ଆମେ ଆପଣଙ୍କୁ ଏଠାରେ କହି ରଖୁଛୁ, ଏଭଳି କୌଣସି ବିପଦଜ୍ଜନକ ପଦକ୍ଷେପ ଗ୍ରହଣ କରନ୍ତୁ ନାହିଁ।

ଆହୁରି ପଢ଼ନ୍ତୁ

ରାହୁଲ ଓ ପ୍ରିୟଙ୍କାଙ୍କ ନାଁରେ ଥାନାରେ ମାମଲା ରୁଜୁ

ଏମିତି ଅବସ୍ଥାରେ ଉଦ୍ଧାର ହେଲା ନାବାଳିକାଙ୍କ ମୃତଦେହ

ସିବିଆଇ ତଦନ୍ତ ଦାବି କଲେ ହାଥରସ ପୀଡ଼ିତାଙ୍କ ଭାଇ; କହିଲେ, ବାପା ଚାପରେ ବୟାନ ଦେଇଛନ୍ତି

ହାଥରସ ପୀଡ଼ିତା ବାପାକୁ ଧମକାଉଥିଲେ କି ଡିଏମ୍‌? ଭିଡିଓ ଭାଇରାଲ୍

ହାଥରସ ପୀଡ଼ିତାଙ୍କ ସହ ଦୁଷ୍କର୍ମ ହୋଇନି: ୟୁପି ପୋଲିସ

କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କୁ କରୋନା

ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତିରେ ମୁଁ ସନ୍ତୁଷ୍ଟ, ଏଥିପାଇଁ କାହାର ଧାରଣା ଦେବା ଆବଶ୍ୟକ ନାହିଁ: ହାଥରସ ପୀଡ଼ିତାଙ୍କ ବାପା

ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୯୮ ହଜାର ପାର୍

ପୋଲିସ କର୍ମୀ ଅଟକାଉଥିବା ବେଳେ ଠେଲାପେଲାରେ ତଳେ ପଡ଼ିଗଲେ ରାହୁଲ ଗାନ୍ଧି

ପୁଣି ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଘଂନ; ୩ ଭାରତୀୟ ଯବାନ ସହିଦ

ଲକ୍‌ଡାଉନ୍ ବେଳେ ବୁକ୍‌ ହୋଇଥିବା ଟିକେଟ୍‌ର ପୂରା ଟଙ୍କା ଫେରସ୍ତ ପାଇବେ ଯାତ୍ରୀ

ମାରଣା ଷଣ୍ଢ କବଳରୁ ଜେଜେ ମା’ଙ୍କୁ ଉଦ୍ଧାର କଲା କୁନି ନାତି

You might also like