ଗଛରୁ ଦୌଡ଼ି ଆସି ଥାନାବାବୁଙ୍କ ଉକୁଣୀ ବାଛିଲା ମାଙ୍କଡ଼; ଆଉ ପୁଲିସ୍‌ ବାବୁ…

ଲକ୍ଷ୍ନୌ: ଥାନାବାବୁଙ୍କ କାନ୍ଧରେ ମାଙ୍କଡ଼। ଉତ୍ତରପ୍ରଦେଶ ପିଲଭିଟ୍‌ର ସଦର ଥାନାରେ ଥାନା ଅଧିକାରୀ ଡ୍ୟୁଟି କରୁଥିବା ବେଳେ ଏକ ମାଙ୍କଡ଼ ଥାନା ଭିତରକୁ ପଶି ଆସିଥିଲା। ଆଉ କେହି କିଛି ବୁଝିବା ପୂର୍ବରୁ ମାଙ୍କଡ଼ଟି ସିଧା ଯାଇ ଥାନାବାବୁଙ୍କ କାନ୍ଧରେ ବସି ପଡ଼ିଥିଲା।

ଆଉ କାନ୍ଧରେ ମାଙ୍କଡ଼ଟି ବସିଯିବା ଦେଖି ଥାନା ବାବୁ ବି ଡରିଗଲେ। କାଳେ କୁଆଡ଼େ କାମୁଡ଼ିଦେବ ସେଥିପାଇଁ ମାଙ୍କଡ଼କୁ କାନ୍ଧରୁ ନ ଓହ୍ଲେଇ ଚୁପ୍‌ କିନା ସେଇ ସିଟ୍‌ରେ ବସି ରହିଲେ। ମାଙ୍କଡ଼ଟି ଥାନାବାବୁଙ୍କ କାନ୍ଧରେ ବସି ଉକୁଣୀ ଦେଖୁଥିଲା ଆଉ ଥାନା ବାବୁଙ୍କ ମୁଣ୍ଡରୁ କଣ ଟାଣି ଆଣି ପାଟିରେ ପୂରାଉଥିଲା।

Image result for monkey on police station aajtak

ଏମିତି କିଛି ସମୟ ମାଙ୍କଡ଼ର ଉକୁଣୀ ବଛା କାର୍ଯ୍ୟକ୍ରମ ଚାଲିଲା। ଆଉ ମାଗଣାରେ  ମୁଣ୍ଡ ମାଲିସ୍‌ ହେଉଥିବା ଦେଖି ଥାନା ବାବୁ ବି ଆରାମ୍‌ରେ କାମ କରି ଚାଲିଲେ। ଏହାର କିଛି ସମୟ ପରେ ମାଙ୍କଡ଼ଟି ଆପେ ଆପେ ଥାନାରୁ ଚାଲି ଯାଇଥିଲା। ଏଭଳି ଭିଡିଓ ଏବେ ସୋଶାଲ୍ ମିଡିଆରେ ଭାଇରାଲ ହୋଇଛି।

 

ଆହୁରି ପଢ଼ନ୍ତୁ

‘ବିଶ୍ୱରେ ଭାକସିନ୍ ଚାହିଦା ପୂରଣ କରିବାରେ ଭାରତ ସଫଳ ହେବ’

ନେପାଳରେ ବ୍ୟାନ୍ ହେଲା ଭାରତୀୟ ଘରୋଇ ନ୍ୟୁଜ୍ ଚ୍ୟାନେଲ୍!

ଗ୍ୟାଙ୍ଗଷ୍ଟାର୍ ବିକାଶର ପତ୍ନୀ ଓ ପୁଅ ଗିରଫ

ଲକଡାଉନରେ ବଢ଼ିଛନ୍ତି ଶିଶୁ ଶ୍ରମିକ

ଆସୁଛି ଏହିସବୁ ଦମ୍‌ଦାର ସ୍ମାର୍ଟଫୋନ୍‌: ଫଟୋଗ୍ରାଫି ଲଭର୍‌ଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ

ବିନା ଡିଜେଲ୍ ଓ ଇଲେକ୍ଟ୍ରିରେ ଚାଲିଲା ଟ୍ରେନ୍

ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ଗିରଫଦାରିକୁ ନେଇ ଉଠିଲା ପ୍ରଶ୍ନ

ମହିଳାଙ୍କ ମହନୀୟତାର ଭିଡିଓ ଭାଇରାଲ୍: ଛୁଟୁଛି ପ୍ରଶଂସାର ସୁଅ

୩ ବର୍ଷର କନ୍ୟାକୁ ଛାଡ଼ି ପ୍ରେମିକଙ୍କୁ ଦେଖା କରିବା ପାଇଁ ଚାଲିଗଲେ ମହିଳା, ଭୋକ ଉପାସରେ ଆଖି ବୁଜିଲା ଶିଶୁ

ଦୁର୍ଗମ ଅଞ୍ଚଳରେ ଚିଠି ବାଣ୍ଟିବା ପାଇଁ ଦୈନିକ ଚାଲୁଛନ୍ତି ୧୫ କିମି ରାସ୍ତା

ବିଜେପି ନେତା ଓ ପରିବାର ହତ୍ୟା ଘଟଣାରେ ପୁଲିସ୍‌ ହାତରେ ଲାଗିଲା ବଡ଼ ପ୍ରମାଣ

କରୋନା ସନ୍ଦେହରେ ଯୁବତୀଙ୍କୁ ଚଳନ୍ତା ବସ୍‌ରୁ ଠେଲିଦେଲେ

You might also like