ଅପରାଧର ବର୍ଷ ୨୦୧୯: ପ୍ରତ୍ୟେକ ଦିନ ୮୭ଟି ଦୁଷ୍କର୍ମ ମାମଲା ରେକର୍ଡ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ମହିଳାଙ୍କ ପ୍ରତି ଅପରାଧ ବଢ଼ୁଛି। ୨୦୧୮ ମସିହାରୁ ୨୦୧୯ରେ ୭.୩% ଅଧିକ ସଂଖ୍ୟକ ଅପରାଧ ରେକର୍ଡ ହୋଇଛି।

National Crime Records Bureau ରିପୋର୍ଟ ଅନୁଯାୟୀ, ୨୦୧୯ ମସିହାରେ ପ୍ରତ୍ୟେକ ଦିନ ପ୍ରାୟ ୮୭ଟି ଦୁଷ୍କର୍ମ ମାମଲା ରେକର୍ଡ ହୋଇଛି। ଗତବର୍ଷ ୪ ଲକ୍ଷ ୫ ହଜାର ୮୬୧ଟି ମାମଲା ଆସିଥିଲା ହେଲେ ୨୦୧୮ରେ ମହିଳାଙ୍କ ପ୍ରତି ଅପରାଧ ମାମଲା ସଂଖ୍ୟା ଥିଲା ୩ ଲକ୍ଷ ୭୮ ହଜାର ୨୩୬।

୨୦୧୮ରେ ସମୁଦାୟ ମାମଲାରୁ କେବଳ ୩୩ ହଜାର ୩୫୬ଟି ଦୁଷ୍କର୍ମ ମାମଲା ରହିଛି। ହେଲେ ୨୦୧୭ରେ ଏହି ସଂଖ୍ୟା ୩୨ ହଜାର ୫୫୯ ଥିଲା। ୨୦୧୯ରେ ମହିଳାଙ୍କ ପ୍ରତି ହୋଇଥିବା ନିର୍ଯାତନା ମାମଲାରୁ କେବଳ ୩୦.୯% ମହିଳାଙ୍କ ସ୍ୱାମୀ କିମ୍ବା ପରିବାର ଲୋକଙ୍କ ଦ୍ୱାରା ନିର୍ଯାତିତ ଘଟଣା ବୋଲି ଜଣାପଡ଼ିଛି। ଏମିତିକି ଛୋଟ ପିଲାଙ୍କ ପ୍ରତି ମଧ୍ୟ ଅପରାଧ ବଢୁଛି।

ଛୋଟ ପିଲାଙ୍କ କ୍ଷେତ୍ରରେ ୨୦୧୮ ମସିହାଠାରୁ ୨୦୧୯ରେ ଅପରାଧ ହାର ଅଧିକ ଥିଲା।

ଆହୁରି ପଢ଼ନ୍ତୁ

ଭୂମିକମ୍ପ ଓ ସୁନାମିରେ ୧୭ ମୃତ, ୭୦୦ରୁ ଅଧିକ ଆହତ

୧୦ ଜଣଙ୍କୁ ହତ୍ୟା କରିଥିବା ହତ୍ୟାକାରୀକୁ ଫାଶୀ

ଗ୍ରୀସ୍ ଓ ତୁର୍କୀରେ ଭୟଙ୍କର ଭୂମିକମ୍ପ, ମାଡ଼ିଆସିଲା ସୁନାମି !

ଅଭିନନ୍ଦନଙ୍କୁ ଛାଡ଼ିବା ପାଇଁ କୌଣସି ଚାପ ପଡ଼ି ନ ଥିଲା-ସଫେଇ ଦେଲେ ଇମ୍ରାନ

ଆରୋଗ୍ୟ ସେତୁ ଆପ୍ସର ତଥ୍ୟ ଖିଲାପ କରିଥିବା ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ବାପାଙ୍କୁ ହତ୍ୟା କରିବା ପରେ କ୍ରାଇମ୍‌ ଶୋ’ରୁ ଆଇଡିଆ ନେଇ ପ୍ରମାଣ ନଷ୍ଟ କଲା ପୁଅ

ବିଜେପି ନେତାଙ୍କୁ ହତ୍ୟା ଘଟଣାରେ ବର୍ଷିଲେ ପ୍ରଧାନମନ୍ତ୍ରୀ

ସେକ୍ସ ଗୁରୁଙ୍କୁ ମିଳିଲା ସଜା, ଜେଲରେ ରହିବେ ୧୨୦ ବର୍ଷ

ଦିୱାଲିରେ ଏହିସବୁ ସ୍ମାର୍ଟଫୋନ୍‌ ଉପରେ ମିଳୁଛି ବମ୍ପର ଅଫର୍‌

କରୋନା ଆକ୍ରାନ୍ତଙ୍କ ଚିକିତ୍ସାରେ ସହାୟକ ହେବ ବିସିଜି ଟିକା

ବିବାହ ଉତ୍ସବରେ ଯୋଗଦେଇ ଫେରୁ ଥିବାବେଳେ ଓଲଟିଲା ଭ୍ୟାନ୍‌; ୬ ମୃତ

ମଦ ଢାଳି ଭୂମି ପୂଜନ କଲେ ବିଧାୟକ

You might also like