୮ ଆତଙ୍କବାଦୀଙ୍କୁ କାବୁ କଲା ପୁଲିସ ଓ ସେନା

ଶ୍ରୀନଗର: ଜମ୍ମୁ ଓ କାଶ୍ମୀର ସୋପୋର ଅଞ୍ଚଳରୁ ୮ ଆତଙ୍କବାଦୀଙ୍କୁ କାବୁ କଲା ପୁଲିସ ଓ ସେନାର ଏକ ସ୍ୱତନ୍ତ୍ର ଟିମ୍। ଏମାନେ ସ୍ଥାନୀୟ ବ୍ୟବସାୟୀଙ୍କୁ ଦୋକାନ ନଖୋଲିବାକୁ ଧମକ ଦେବା ସହ ହିଂସା ସୃଷ୍ଟି ପାଇଁ ଉଦ୍ୟମ କରୁଥିଲେ। ଗିରଫ ଆତଙ୍କବାଦୀମାନେ ପାକିସ୍ତାନର ଲକ୍ସର-ଏ-ତୋଏବା ଆତଙ୍କବାଦୀ ସଂଗଠନର ସଦସ୍ୟ ବୋଲି ଜଣାପଡ଼ିଛି। ଏମାନଙ୍କୁ ଅଜଣା ସ୍ଥାନରେ ରଖି ପଚରା ଉଚରା କରାଯାଉଛି।

ଗିରଫଙ୍କ ମଧ୍ୟରେ ଜଣେ ସ୍ଥାନୀୟ ଆତଙ୍କବାଦୀ ରହିଛି। ଏମାନଙ୍କ ନିକଟରୁ ଆତଙ୍କବାଦୀ ସଂଗଠନ ପାଇଁ ପ୍ରଚାର ପ୍ରସାର କରୁଥିବା ପୋଷ୍ଟର ସମେତ ଅନେକ ଉପକରଣ ଜବତ ହୋଇଛି। ସ୍ଥାନୀୟ ଅଞ୍ଚଳର ଲୋକଙ୍କ ହତ୍ୟା ଘଟଣାରେ ଏମାନଙ୍କ ସଂପର୍କ ନେଇ ପୁଲିସ ତନାଘନା ଚଳାଇଛି। ଏହା ପୂର୍ବରୁ ସେନା ୨ ପାକିସ୍ତାନୀ ଆତଙ୍କବାଦୀଙ୍କୁ ଧରିଥିଲା।

ଆହୁରି ପଢ଼ନ୍ତୁ

ପ୍ଲେ’ ଷ୍ଟୋରକୁ ପୁଣି ଫେରିଲା Paytm

ଚୀନକୁ ଆଉଏକ ଝଟ୍‌କା, ଏହି ଦେଶରେ ବି ବ୍ୟାନ୍ ହେଲା TikTok

ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ବିରାଟ୍, ଜବାବରେ ପ୍ରଧାନମନ୍ତ୍ରୀ କହିଲେ…

ଡ୍ରଗ୍ସ ଲିଙ୍କ୍ ମାମଲାରେ ଆଉଜଣେ ପେଡଲର୍ ଗିରଫ

ଏଣିକି କୁକୁରଙ୍କ ପାଇଁ ବ୍ଲଡ୍ ବ୍ୟାଙ୍କ୍

ମୃତ୍ୟୁ ପୂର୍ବରୁ ଶେଷଥର ପାଇଁ କାହାକୁ କଲ୍‌ କରିଥିଲେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ?

କରୋନା ପଜିଟିଭ୍‌ କହି ପତ୍ନୀଙ୍କ ପାଖରୁ ଖସିଗଲେ, ଗର୍ଲଫ୍ରେଣ୍ଡ୍‌ଙ୍କ ସହ ଧରାପଡ଼ିଲେ

ନୂଆ କୃଷି ବିଲ୍‌‌କୁ କାହିଁକି ଡରୁଛନ୍ତି ଚାଷୀ ?

ଦେଶରେ ଦିନକରେ ୯୬ହଜାର ୪୨୪ କରୋନା ଆକ୍ରାନ୍ତ ଚିହ୍ନଟ

ୱାଶ୍‌ରୁମ୍‌ରୁ ମିଳିଲା ଜଣାଶୁଣା ଫ୍ୟାଶନ୍‌ ଡିଜାଇନର୍‌ଙ୍କ ମୃତଦେହ

ବିରୋଧ ସତ୍ତ୍ୱେ ଲୋକସଭାରେ ପାରିତ ହେଲା କୃଷି ବିଲ

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

You might also like