ଶସ୍ତାରେ କିଣନ୍ତୁ ଏହି ନୂଆ 5G ସ୍ମାର୍ଟଫୋନ୍‌

ନୂଆଦିଲ୍ଲୀ: ଭାରତରେ ଶସ୍ତାରେ ମିଳୁଛି 5G ସ୍ମାର୍ଟଫୋନ୍‌ IQOO 3। ଅନ୍‌ଲାଇନ୍‌ ସପିଂ ସାଇଟ୍‌ flipkartରେ ଆପଣ ଏହି ସୁବିଧା ପାଇପାରିବେ।

କମ୍ପାନୀ ପକ୍ଷରୁ ଏହି 5G ସ୍ମାର୍ଟଫୋନ୍‌ 8GB+128GB Variant ର ମୂଲ୍ୟ ୩୬,୯୯୦ଟଙ୍କା, 8GB+256GB Variant ର ମୂଲ୍ୟ ୩୯,୯୯୦ ଟଙ୍କା, 12GB+256GB Variant ର ମୂଲ୍ୟ ୪୪,୯୯୦ ଟଙ୍କା ରଖାଯାଇଛି। କିନ୍ତୁ ଆପଣ ଯଦି ଏହି ସ୍ମାର୍ଟଫୋନ୍‌କୁ flipkartରେ କିଣିବେ, ତା’ହେଲେ ଆପଣ ଏକ୍ସକ୍ଲ୍ୟୁସିଭ୍‌ ଅଫର ପାଇପାରିବେ।

flipkart ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଯଦି ଏହି 5G ସ୍ମାର୍ଟଫୋନ୍‌ କିଣିବା ପାଇଁ ଗ୍ରାହକ ICICI କ୍ରେଡିଟ୍‌ କାର୍ଡ କିମ୍ବା ଡେବିଟ୍‌ କାର୍ଡର ବ୍ୟବହାର କରନ୍ତି, ତେବେ ୩ ହଜାର ଟଙ୍କାର ରିହାତି ମିଳିବ। ଏକ୍ସଚେଞ୍ଜ୍‌ ଅଫରରେ ଫୋନ୍‌ ଉପରେ ଆପଣଙ୍କୁ ୩ ହଜାର ଟଙ୍କାର ଏକ୍ସଟ୍ରା ରିହାତି ମିଳିବ। ଅର୍ଥାତ୍‌ ଆପଣଙ୍କୁ ୬ ହଜାର ଟଙ୍କାର ଫାଇଦା ମିଳିବ।

ଖାଲି ଏତିକି ନୁହେଁ, ଆପଣ ଏହି ଫୋନ୍‌କୁ ପ୍ରତ୍ୟେକ ମାସରେ ୩,୧୦୦ ଟଙ୍କାର ନୋ-କଷ୍ଟ EMIରେ ମଧ୍ୟ କିଣିପାରିବେ।

5G ଫୋନ୍‌ରେ ଥିବା ଫିଚର୍ସ ଅନ୍ୟ ଫୋନ୍‌ର ଫିଚର୍ସଠୁ ଅଲଗା। ଖାଲି ଫିଚର୍ସ ନୁହେଁ, ପାୱାରଫୁଲ୍‌ ବ୍ୟାଟେରୀ, ଲାଟେଷ୍ଟ୍‌ ପ୍ରୋସେସର୍‌ ମଧ୍ୟ ରହିଛି ଏହି ଫୋନ୍‌ରେ।

ଆହୁରି ପଢ଼ନ୍ତୁ

ପୂରା ବିଶ୍ୱରେ କରୋନା ସ୍ଥିତି ଜଟିଳ: ପଢ଼ନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ

ନିଜାମୁଦ୍ଦିନ ଧାର୍ମିକ ସଭାରୁ ଫେରିଥିବା ୫୦ ତାମିଲନାଡୁ ନାଗରିକ କରୋନା ଆକ୍ରାନ୍ତ

ମହାରାଷ୍ଟ୍ରରେ ଆଜି ୭୨ କରୋନା ରୋଗୀ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୩୦୦ ଟପିଲା

କୋଭିଡ୍-୧୯ ଆକ୍ରାନ୍ତରେ ୧୨ ବର୍ଷୀୟା ନାବାଳିକାଙ୍କ ମୃତ୍ୟୁ

ପ୍ରବାସୀ ଶ୍ରମିକଙ୍କ ପାଇଁ କମିଟି ଗଠନ କରିବାକୁ ୨୪ ଘଣ୍ଟା ମହଲତ ଦେଲେ ସୁପ୍ରିମକୋର୍ଟ

BSNLର ମାଗଣା ସୁବିଧା; ଜିଓ, ଏୟାର୍‌ଟେଲ୍‌ ଓ ଭୋଡ଼ା ଆଣିଲେ ନୂଆ ଅଫର୍‌

ଆଦିବାସୀଙ୍କ ପାଇଁ କାନ୍ଧରେ ଖାଦ୍ୟ ସାମଗ୍ରୀ ବୋହି ୩କିମି ଚାଲିଲେ ଜିଲ୍ଲାପାଳ ଓ ବିଧାୟକ

୧୬ କର୍ମଚାରୀ କରୋନା ପଜିଟିଭ; କମ୍ପାନୀ ସିଲ୍‌ କଲା ପ୍ରଶାସନ

କରୋନା ରୋଗୀଙ୍କ ପାଇଁ ପାର୍କରେ ମେଡିକାଲ ନିର୍ମାଣ କଲା ଆମେରିକା

ନିଜାମୁଦ୍ଦିନ ଧାର୍ମିକ ସଭାରେ ଯୋଗ ଦେଇଥିବା ୯ ଜଣଙ୍କ ମୃତ୍ୟୁ, ୨୪ ଆକ୍ରାନ୍ତ

ହୋମ କ୍ୱାରେଣ୍ଟାଇନ୍‌ରେ ଥିବା ଲୋକେ ଘଣ୍ଟାକୁ ଥରେ ସେଲ୍‌ଫି ପଠାଇବେ

କରୋନାବେଳେ ସେବା: ରନ୍ଧନ ଗ୍ୟାସ୍ ବିତରଣକାରୀଙ୍କୁ ମିଳିବ ଏମିତି ସୁବିଧା

You might also like