କଣ୍ଟେନ୍‌ମେଣ୍ଟ୍‌ ଜୋନ ଜଗିଥିଲେ ୪୦ ପୋଲିସ, ସମସ୍ତେ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ରୋକିବା ପାଇଁ ମୁତୟନ ଥିଲେ ପୋଲିସ। ଲୋକଙ୍କୁ ଜଗିଥିଲେ। ହେଲେ ଜଣାପଡ଼ିଛି କଣ୍ଟେନମେଣ୍ଟ ଜୋନ ଜଗିଥିବା ୪୦ ଜଣ ପୋଲିସ କରୋନା ଆକ୍ରାନ୍ତ ହୋଇଛନ୍ତି।

ଏହି ଆକ୍ରାନ୍ତମାନେ ସମସ୍ତେ ମହାରାଷ୍ଟ୍ର ମାଲେଗାଓଁର। ଏହି ରିପୋର୍ଟ ଆସିବା ପରେ ଉକ୍ତ ଅଞ୍ଚଳକୁ ହଟ୍‌ସ୍ପଟ ଘୋଷଣା କରାଯାଇଛି।

ମହାରାଷ୍ଟ୍ରର ମାଲେଗାଓଁରେ ଏହି କରୋନା ଆକ୍ରାନ୍ତଙ୍କୁ ମିଶାଇବା ପରେ ସଂଖ୍ୟା ୨୫୮ ଛୁଇଁଲା। ୨୪ ଘଣ୍ଟା ମଧ୍ୟରେ ଏଠାରେ ୮୨ ଜଣ କରୋନା ଆକ୍ରାନ୍ତ ହୋଇଥିବା ରିପୋର୍ଟ ଆସିଛି।  ସୂଚନାଥାଉ କି, ମହାରାଷ୍ଟ୍ରରେ ୧୦, ୪୯୮ କରୋନା ଆକ୍ରାନ୍ତ ହୋଇଥିବାବେଳେ ୮୨୬୬ ଚିକିତ୍ସିତ ହେଉଛନ୍ତି ଏବଂ ୪୫୯ ଜଣଙ୍କର ମୃତ୍ୟୁ ଘଟିଛି।

ଆହୁରି ପଢ଼ନ୍ତୁ

ଅକ୍ସିଜେନ୍‌ ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିଂଙ୍କ ପରଲୋକ

ଉମା ଭାରତୀଙ୍କୁ କରୋନା

ଭାଙ୍ଗିଲା ପୁରୁଣା ସମ୍ପର୍କ; ଏନ୍‌ଡିଏକୁ ବାଏ ବାଏ କଲା ସିରୋମଣି ଅକାଳି ଦଳ

ଅକ୍ଟୋବର-୧ରୁ ସିନେମା, ନାଟକ, ମୁକ୍ତାକାଶ ରଙ୍ଗମଞ୍ଚ ଓ ଯାତ୍ରା ଆଦିକୁ ଅନୁମତି

ସରକାରଙ୍କୁ ଏସଆଇଆଇ ଅଧ୍ୟକ୍ଷକଙ୍କ ପ୍ରଶ୍ନ; କରୋନା ଭ୍ୟାକ୍ସିନ୍ ପାଇଁ‌ ୮୦ ହଜାର କୋଟି ଅଛି ତ ?

ଜାତିସଂଘର ନିଷ୍ପତ୍ତି ଗ୍ରହଣ ବର୍ଗର ସଦସ୍ୟ ହେବା ପାଇଁ ଆଉ କେତେ ଦିନ ଅପେକ୍ଷା କରିବ ଭାରତ ?

ମିଳିତ ଜାତିସଂଘରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ: କରୋନା ମହାମାରୀ ବେଳେ ଜାତିସଂଘର ଭୂମିକା କୁଆଡ଼େ ଗଲା ?

ଡ୍ରଗ୍ସ ନେଉଥିବା କଥା ଅସ୍ୱୀକାର କଲେ ସାରା ଓ ଶ୍ରଦ୍ଧା

କେନ୍ଦ୍ର ବିଜେପିରେ ବଡ଼ଧରଣର ପରିବର୍ତ୍ତନ; କାହାକୁ କେଉଁ ଦାୟିତ୍ୱ ମିଳିଲା ଜାଣନ୍ତୁ

କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ

WHO ସତର୍କବାଣୀ; କରୋନାରେ ୨୦ ଲକ୍ଷ ଲୋକଙ୍କ ଜୀବନ ଯିବ

You might also like