ନିଖୋଜ ଅଛନ୍ତି ଏକାଧିକ ଭାରତୀୟ ଯବାନ

ନୂଆଦିଲ୍ଲୀ: ଗଲୱାନ ଭ୍ୟାଲିରେ ଚାଇନା ସହ ସଂଘର୍ଷରେ ୨୦ ଭାରତୀୟ ଯବାନ ସହିଦ ହୋଇଛନ୍ତି। ଭାରତର ଜବାବୀ ଆକ୍ରମଣରେ ୪୫ ଚୀନ ସେନା ନିହତ ହୋଇଛନ୍ତି। ତେବେ ଏକାଧିକ ଭାରତୀୟ ସେନା ନିଖୋଜ ଥିବା ଜଣାପଡ଼ିଛି। ଏଥିସହିତ ୪ ଜଣ ଭାରତୀୟ ଯବାନ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ସେନା ସୂତ୍ରରୁ ଜଣାପଡ଼ିଛି।

ସୋମବାର ରାତିରେ ଘଟିଥିବା ସଂଘର୍ଷ ବେଳେ କିଛି ଭାରତୀୟ ଯବାନ ନିକଟସ୍ଥ ନଦୀକୁ ଖସି ପଡ଼ିଥିବା ଆଶଙ୍କା କରାଯାଉଛି। କେବଳ ଭାରତର ନୁହେଁ ଚାଇନାର କିଛି ଯବାନ ବି ସଂଘର୍ଷ ବେଳେ ନଦୀକୁ ଖସି ନିଖୋଜ ହୋଇଯାଇଥିବା ସୂଚନା ମିଳିଛି। ହେଲେ ସେନା ପକ୍ଷରୁ ଏଯାଏ କିଛି ବି କୁହାଯାଇ ନାହିଁ।

ଧୋକାବାଜ ଚୀନ ସୋମବାର ରାତିରେ ନିରସ୍ତ୍ର ଭାରତୀୟ ସୈନ୍ୟଙ୍କ ଉପରକୁ ଗଲୱାନ ଘାଟିରେ ଆକ୍ରମଣ କରବା ପାଇଁ ପୂରା ଯୋଜନା ପ୍ରସ୍ତୁତ କରି ଆସିଥିଲା। ଲୁହା ରଡ୍‌ ଏବଂ ଲାଠି ଧରି ରକ୍ତମୁଖା ଚୀନସେନା ୧୬ ବିହାର ରେଜିମେଣ୍ଟର ଜବାନଙ୍କୁ ପ୍ରହାର କରିବା ଆରମ୍ଭ କରି ଦେଇଥିଲେ। ଏହି ସଂଘର୍ଷରେ କର୍ନଲ ସନ୍ତୋଷ ବାବୁଙ୍କ ସମେତ ୨୦ ଯବନା ସହିଦ ହୋଇଥିଲେ। ଅନ୍ୟପକ୍ଷେ ଚୀନର ୪୦ ସେନା ନିହତ ଡୋଇଥିବା ଖବର ମିଳିଛି। ଚୀନର ଜଣେ କମାଣ୍ଡିଂ ଅଫିସରଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି।

ଆହୁରି ପଢ଼ନ୍ତୁ

କରୋନା ଭ୍ୟାକ୍‌ସିନ୍‌ ପରେ ଔଷଧ ତିଆରି କଲା ଋଷ

ପ୍ଲେ’ ଷ୍ଟୋରକୁ ପୁଣି ଫେରିଲା Paytm

ଚୀନକୁ ଆଉଏକ ଝଟ୍‌କା, ଏହି ଦେଶରେ ବି ବ୍ୟାନ୍ ହେଲା TikTok

ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ବିରାଟ୍, ଜବାବରେ ପ୍ରଧାନମନ୍ତ୍ରୀ କହିଲେ…

ଡ୍ରଗ୍ସ ଲିଙ୍କ୍ ମାମଲାରେ ଆଉଜଣେ ପେଡଲର୍ ଗିରଫ

ଏଣିକି କୁକୁରଙ୍କ ପାଇଁ ବ୍ଲଡ୍ ବ୍ୟାଙ୍କ୍

ମୃତ୍ୟୁ ପୂର୍ବରୁ ଶେଷଥର ପାଇଁ କାହାକୁ କଲ୍‌ କରିଥିଲେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ?

କରୋନା ପଜିଟିଭ୍‌ କହି ପତ୍ନୀଙ୍କ ପାଖରୁ ଖସିଗଲେ, ଗର୍ଲଫ୍ରେଣ୍ଡ୍‌ଙ୍କ ସହ ଧରାପଡ଼ିଲେ

ନୂଆ କୃଷି ବିଲ୍‌‌କୁ କାହିଁକି ଡରୁଛନ୍ତି ଚାଷୀ ?

ଦେଶରେ ଦିନକରେ ୯୬ହଜାର ୪୨୪ କରୋନା ଆକ୍ରାନ୍ତ ଚିହ୍ନଟ

ୱାଶ୍‌ରୁମ୍‌ରୁ ମିଳିଲା ଜଣାଶୁଣା ଫ୍ୟାଶନ୍‌ ଡିଜାଇନର୍‌ଙ୍କ ମୃତଦେହ

ବିରୋଧ ସତ୍ତ୍ୱେ ଲୋକସଭାରେ ପାରିତ ହେଲା କୃଷି ବିଲ

You might also like