ସୀମାରେ ଗୁଳିମାଡ଼, ୩ ଯବାନ ସହିଦ

ମିଆଁମାର: ଉଗ୍ରବାଦୀ ଆକ୍ରମଣରେ ୩ ଯବାନ ସହିଦ, ୪ ଜଣ ଗୁରୁତର। ଉଗ୍ରବାଦୀଙ୍କ ଆକ୍ରମଣରେ ଆସାମ ରାଇଫଲ୍ସ-୪ର ୩ ଯବାନ ସହିଦ ହୋଇଛନ୍ତି। ୪ ଗୁରତର ଭାବେ ଆହତ ହୋଇଛନ୍ତି।


ମଣିପୁରର ଚାଣ୍ଡେଲ ଜିଲ୍ଲାରେ ସ୍ଥାନୀୟ ଉଗ୍ରବାଦୀମାନେ ଯବାନଙ୍କ ଉପରେ ଆକ୍ରମଣ କରିଥିଲେ। ଲୋକାଲ ଗ୍ରୁପ ପିପୁଲ୍ସ ଲିବରେସନ ଆର୍ମି ସହ ଯବାନଙ୍କ ଗୁଳି ବିନିମୟ ହୋଇଥିଲା। ଉଗ୍ରବାଦୀମାନେ ପ୍ରଥମେ ଅମ୍ବୁସ କରି IED ବିସ୍ଫୋରଣ କରିଥିଲେ। ବିସ୍ଫୋରଣ ପରେ ଯବାନଙ୍କ ଉପରକୁ ଆଖବୁଜା ଗୁଳିମାଡ଼ କରିଥିଲେ।

You might also like