ଏରୋ ଇଣ୍ଡିଆ-୨୦୧୯ ଉଦ୍‌ଯାପିତ

ବେଙ୍ଗାଲୁରୁ: ଉଦ୍‌ଯାପିତ ହୋଇଛି ଏରୋ ଇଣ୍ଡିଆ-୨୦୧୯। ଶେଷ ଦିନ ‘ଶୋ’ରେ ଆଜି ବିଭିନ୍ନ ଘରୋଇ ବିମାନ ନିଜ ଚିତାକର୍ଷକ ‘ଶୋ’ ପରିବେଷଣ କରିଛନ୍ତି। ଗତ ୫ ଦିନ ଧରି ବିଶ୍ୱର ନାମୀଦାମୀ କମ୍ପାନୀର ଯୁଦ୍ଧ ବିମାନ ନିଜ ନିଜ ଦକ୍ଷତା ପ୍ରଦର୍ଶନ କରିଛନ୍ତି। ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର ଦୃଷ୍ଟିରୁ ଉନ୍ନତ, ରଣ କ୍ଷମତା, ପ୍ରତିକୂଳ ପରିସ୍ଥିତିରେ ଶତ୍ରୁକୁ ମାତ୍ ଦେବାରେ କିଏ ମାହିର ସେ ନେଇ ପ୍ରଦର୍ଶନ କରାଯାଇଛି।

picture credit-Mid-Day

‘ଶୋ’ ଅବସରରେ ଲଢୁଆ ବିମାନ ନିର୍ମାଣ କରୁଥିବା କମ୍ପାନୀ ନିଜ ନିଜ ପ୍ରତିସ୍ପର୍ଦ୍ଧା ଦେଖାଇଥିଲେ। ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଏୟାର୍ ‘ଶୋ’ର ଉଦ୍‌ଘାଟନ କରିଥିବା ବେଳେ, ପ୍ରଥମ ଦିନରେ ରାଫେଲ୍ ଜେଟ୍ ନିଜ ଯୁଦ୍ଧ କୌଶଳ ଦେଖାଇଥିଲା।

picture credit-The-Economic-Times

ଏହାସହ ନିଜସ୍ୱ ଜ୍ଞାନକୌଶଳରେ ନିର୍ମିତ ହାଲୁକା ଯୁଦ୍ଧ ବିମାନ ତେଜସ୍, ପ୍ରଶିକ୍ଷଣ ବିମାନ HTT୪୦, ହକ-MK୧୩୨ ବିମାନ, ଆଡଭାନ୍‌ସଡ ଲାଇଟ୍ ହେଲିକପ୍ଟର ରୁଦ୍ର ନିଜ ଦକ୍ଷତା ଦେଖାଇଛି।

ଆହୁରି ପଢ଼ନ୍ତୁ

କରୋନା ଆକ୍ରାନ୍ତ ବି ଦେବେ ଭୋଟ୍

ଲଦାଖରେ ବଡ଼ ଧରଣର ଭୂକମ୍ପ

୧୬ ବର୍ଷର ଝିଅ ଆକାଉଣ୍ଟରେ ୧୦ କୋଟି ଟଙ୍କା !

ସାଧାରଣ ଲୋକଙ୍କୁ ଦିଆଗଲା ଋଷ ଭାକ୍ସିନ୍‌ ‘ସ୍ପୁଟନିକ ଭି’

ଏନ୍‌କାଉଣ୍ଟରରେ ଦୁଇ ଲସ୍କର ଆତଙ୍କୀ ନିହତ

Bihar Election 2020 Date:୩ଟି ପର୍ଯ୍ୟାୟରେ ହେବ ବିହାର ବିଧାନସଭା ନିର୍ବାଚନ, ଭୋଟ୍‌ ଗ୍ରହଣ ସମୟ ସୀମା ୧ ଘଣ୍ଟା ବୃଦ୍ଧି

ଅକ୍ଟୋବରରେ ହେବ ଭାରତ ପ୍ରସ୍ତୁତ ’କୋଭାକ୍ସିନ’ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ

ଦକ୍ଷିଣ କୋରିଆ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରିବା ପରେ ଜାଳିଦେଲେ

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ଭାରତରେ Harley-Davidsonର ପ୍ରଡକ୍ଟ ଓ ସେଲ୍ ବନ୍ଦ

ଗଲୱାନ ସଂଘର୍ଷରେ କେତେ ସୈନିକଙ୍କୁ ହରାଇଛି, ହିସାବ ଦେଲା ଚୀନ

୧୨ ବର୍ଷର ନାବାଳକଙ୍କ ସମେତ ୩ ଜଣଙ୍କ ଉପରେ ଚଢ଼ିଗଲା ବସ୍‌

You might also like