ଆତଙ୍କବାଦୀ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ

ଏନ୍‌କାଉଣ୍ଟରରେ ୨ ଆତଙ୍କବାଦୀ ମୃତ ସୂଚନା

ଜମ୍ମୁ-କଶ୍ମୀର : ଜମ୍ମୁ-କଶ୍ମୀର ସୋଫିଆନ୍‌ରେ  ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ।  ଏଥିରେ ୨ଜଣ ଆତଙ୍କବାଦୀ ପ୍ରାଣ ହରାଇଥିବା କୁହାଯାଉଛି। ଭାରତର ଅପରେସନ ବାଲାକୋଟ୍ ପରେ  ୩ଜଣ ଆତଙ୍କବାଦୀ ସୀମା ପାର୍ କରି  ପଶିଆସିଥିଲେ। ଏନେଇ ସୁରକ୍ଷାକର୍ମୀ ସୂଚନା ପାଇବା ପରେ ଭୋର ପ୍ରାୟ ୪ଟାରୁ ସେନା ପକ୍ଷରୁ ଅପରେସନ୍ ଆରମ୍ଭ କରାଯାଇଥିଲା।

ଏହି ସମୟରେ ଆତଙ୍କବାଦୀଙ୍କ ତରଫରୁ ଗୁଳିବିନିମୟ କରାଯାଇଥିଲା। ଯବାବରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ଗୁଳିବିନିମୟ କରାଯାଇଥିଲା। ଏବେବି ସୋଫିଆନ୍‌ର ମିମାନ୍ଦର ଅଂଚଳରେ ସର୍ଚ୍ଚଅପରେସନ୍ ଜାରି ରହିଛି।

You might also like