କ୍ରଂକିଟ୍ ମିକ୍ସଚର ଟ୍ୟାଙ୍କର ଦେଖି ଅଟକାଇଲା ପୁଲିସ୍; ଚେକ୍‌ କରିବା ପରେ ସମସ୍ତେ ଆଶ୍ଚର୍ଯ୍ୟ

ଇନ୍ଦୋର: ଲକ୍‌ଡାଉନରେ ଘରକୁ ଫେରିବାରୁ ଚେଷ୍ଟା କରୁଛନ୍ତି ବାହାର ରାଜ୍ୟରେ କାମ କରୁଥିବା ଶ୍ରମିକ। ଏମିତି କି ଜୀବନକୁ ବିପଦରେ ପକାଇ ଘରକୁ ଫେରିବାକୁ ଚେଷ୍ଟା କରୁଛନ୍ତି ଏମାନେ। ଆଜି ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶ ଇନ୍ଦୋର ସହରରେ। ବିପଦଜନକ ଭାବେ କ୍ରଂକିଟ୍ ମିକ୍ସଚର ଟ୍ୟାଙ୍କରରେ ପଶି ୧୮ ଜଣ ଶ୍ରମିକ ମହାରାଷ୍ଟ୍ରରୁ ଲକ୍ଷ୍ନୌ ନିଜ ଘରକୁ ଫେରୁଥିଲେ।

କ୍ରଂକିଟ ମିକ୍ସଚର ଟ୍ୟାଙ୍କରରେ ପଶି ଲକ୍ଷ୍ନୌ ଆସିବା ବେଳେ ମଧ୍ୟପ୍ରଦେଶ ଇନ୍ଦୋରରେ ଟ୍ରକ୍‌କୁ ଧରିଥିଲା ପୋଲିସ। କଂକ୍ରିଟ୍‌ ମିକ୍ସଚର୍ ଟ୍ୟାଙ୍କର୍‌ରୁ ଲୋକଙ୍କୁ ପୋଲିସ ଉଦ୍ଧାର କରି ସମସ୍ତଙ୍କୁ କ୍ୱାରେଣ୍ଟିନ୍‌ରେ ରଖାଯାଇଛି। ସେପଟେ ଗାଡ଼ିକୁ ଜବତ କରିଛି ମଧ୍ୟପ୍ରଦେଶ ପୁଲିସ।

ଆହୁରି ପଢ଼ନ୍ତୁ

କରୋନା ନେଇଗଲା କୋଭିଡ୍ ଯୋଦ୍ଧାଙ୍କ ଜୀବନ

ବିଧାନସଭା ଅଧିବେଶନ ପୂର୍ବରୁ ଆସିଲା କରୋନା ଟେଷ୍ଟ ରିପୋର୍ଟ, ୧୩୬ ଜଣଙ୍କ ରିପୋର୍ଟ ପଜିଟିଭ୍

ଭୁବନେଶ୍ୱରରୁ ୩୧୭ ପଜିଟିଭ ଚିହ୍ନଟ, ୨୫୫ ଲୋକାଲ କେସ୍

କରୋନାର ଭୟଙ୍କର ପ୍ରଭାବ ବିଷୟରେ କ’ଣ କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ?

ଆଜିଠୁ ଓଡ଼ିଶାର ଏହି ସହର ୭ ଦିନ ସଟ୍‌ଡାଉନ୍‌

ଓଡ଼ିଶାରେ କୋଭିଡ୍‌ ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇଲେ ବିଜେଡି ବିଧାୟକ

ଦିନକରେ ଓଡ଼ିଶାରେ ୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଓଡ଼ିଶାରେ କରୋନା ସ୍ଥିତି: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩,୯୨୨ ପଜିଟିଭ୍‌

ଉମା ଭାରତୀଙ୍କୁ କରୋନା

ସୁସ୍ଥ ହେଲେ ୪୭୬୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର ମହାନଗର ଅଞ୍ଚଳରୁ ଆଉ ୩୧୯ ପଜିଟିଭ୍ ଚିହ୍ନଟ

WHO ସତର୍କବାଣୀ; କରୋନାରେ ୨୦ ଲକ୍ଷ ଲୋକଙ୍କ ଜୀବନ ଯିବ

You might also like