OTV Bureau     9:12 pm, November 10, 2020

ଓଡିଶା ଉପନିର୍ବାଚନ ଫଳାଫଳ LIVE: ୨ଟି ବିଧାନସଭା ଉପନିର୍ବାଚନରେ ବିଜେଡିର ବାଜିମାତ୍

9:12 pm, November 10, 2020

୨ଟି ବିଧାନସଭା ଉପନିର୍ବାଚନରେ ବିଜେଡିର ବାଜିମାତ୍

  • ଔପଚାରିକ ଭାବେ ଫଳାଫଳ ଘେଷଣା କଲେ ମୁଖ୍ୟ ନିର୍ବାଚନ ଅଧିକାରୀ
  • ବାଲେଶ୍ୱର ଓ ତିର୍ତ୍ତୋଲରେ ବିଜେଡିର ବିଜୟ ନେଇ ଦେଲେ ସୂଚନା
  • ବାଲେଶ୍ୱରରେ ସ୍ବରୂପ ଦାସ ୧୩,୩୫୧ ଭୋଟ ଅଧିକ ପାଇଛନ୍ତି
  • ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କ ଠାରୁ ୧୩,୩୫୧ ଭୋଟ ଅଧିକ ପାଇଛନ୍ତି
8:44 pm, November 10, 2020

ତିର୍ତ୍ତୋଲ ବିଧାନସଭାରେ ବିଜେଡି ଆଗୁଆ

୨୯ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୪୦,୬୯୭ ଭୋଟରେ ଆଗୁଆ

7:20 pm, November 10, 2020

ବାଲେଶ୍ୱର ବିଧାନସଭାରେ ବିଜେଡି ଆଗୁଆ

୨୫ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୧୩,୩୯୫ ଭୋଟରେ ଆଗୁଆ

7:19 pm, November 10, 2020

ତିର୍ତ୍ତୋଲ ବିଧାନସଭାରେ ବିଜେଡି ଆଗୁଆ

୨୩ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୩୫,୪୮୧ ଭୋଟରେ ଅାଗୁଅା

6:52 pm, November 10, 2020

ତିର୍ତ୍ତୋଲ ବିଧାନସଭାରେ ବିଜେଡି ଆଗୁଆ

୨୨ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୩୩,୫୦୯ ଭୋଟରେ ଆଗୁଆ

6:29 pm, November 10, 2020

ବାଲେଶ୍ୱର ବିଧାନସଭାରେ ବିଜେଡି ଆଗୁଆ

୨୨ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୮୬୬୧ ଭୋଟରେ ଆଗୁଆ

6:24 pm, November 10, 2020

ତିର୍ତ୍ତୋଲ ବିଧାନସଭାରେ ବିଜେଡି ଆଗୁଆ

୨୦ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୨୯,୯୮୭ ଭୋଟରେ ଆଗୁଆ

6:16 pm, November 10, 2020

ବାଲେଶ୍ୱର ବିଧାନସଭାରେ ବିଜେଡି ଆଗୁଆ

୨୧ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୬୮୪୩ ଭୋଟରେ ଆଗୁଆ

6:06 pm, November 10, 2020

ତିର୍ତ୍ତୋଲ ବିଧାନସଭାରେ ବିଜେଡି ଆଗୁଆ

୧୯ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୨୮,୭୧୬ ଭୋଟରେ ଆଗୁଆ

6:02 pm, November 10, 2020

ବାଲେଶ୍ୱର ବିଧାନସଭାରେ ବିଜେଡି ଆଗୁଆ

୨୦ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୬୮୫୦ ଭୋଟରେ ଆଗୁଆ

5:50 pm, November 10, 2020

ବାଲେଶ୍ୱର ବିଧାନସଭାରେ ବିଜେଡି ଆଗୁଆ

୧୯ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୭୩୬୪ ଭୋଟରେ ଆଗୁଆ

5:34 pm, November 10, 2020

ତିର୍ତ୍ତୋଲ ବିଧାନସଭାରେ ବିଜେଡି ଆଗୁଆ

୧୮ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୨୭,୬୬୫ ଭୋଟରେ ଆଗୁଆ

5:22 pm, November 10, 2020

ବାଲେଶ୍ୱର ବିଧାନସଭାରେ ବିଜେଡି ଆଗୁଆ

୧୮ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୭୪୨୩ ଭୋଟରେ ଆଗୁଆ

5:11 pm, November 10, 2020

ତିର୍ତ୍ତୋଲ ବିଧାନସଭାରେ ବିଜେଡି ଆଗୁଆ

୧୭ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୨୬,୬୬୭ ଭୋଟରେ ଆଗୁଆ

5:02 pm, November 10, 2020

ବାଲେଶ୍ୱର ବିଧାନସଭାରେ ବିଜେଡି ଆଗୁଆ

୧୬ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୬୧୦୮ ଭୋଟରେ ଆଗୁଆ

4:48 pm, November 10, 2020

ତିର୍ତ୍ତୋଲ ବିଧାନସଭାରେ ବିଜେଡି ଆଗୁଆ

୧୬ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୨୪,୬୯୭ ଭୋଟରେ ଆଗୁଆ

4:33 pm, November 10, 2020

ବାଲେଶ୍ୱର ବିଧାନସଭାରେ ବିଜେଡି ଆଗୁଆ

୧୫ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୬୨୫୧ ଭୋଟରେ ଆଗୁଆ

4:30 pm, November 10, 2020

ତିର୍ତ୍ତୋଲ ବିଧାନସଭାରେ ବିଜେଡି ଆଗୁଆ

୧୫ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୨୩,୦୪୩ ଭୋଟରେ ଆଗୁଆ

4:07 pm, November 10, 2020

ତିର୍ତ୍ତୋଲ ବିଧାନସଭାରେ ବିଜେଡି ଆଗୁଆ

୧୪ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୨୦,୯୪୬ ଭୋଟରେ ଆଗୁଆ

4:06 pm, November 10, 2020

ବାଲେଶ୍ୱର ବିଧାନସଭାରେ ବିଜେଡି ଆଗୁଆ

୧୪ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୬୪୭୬ ଭୋଟରେ ଆଗୁଆ

3:46 pm, November 10, 2020

ତିର୍ତ୍ତୋଲ ବିଧାନସଭାରେ ବିଜେଡି ଆଗୁଆ

୧୩ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୧୯,୨୬୪ ଭୋଟରେ ଆଗୁଆ

3:39 pm, November 10, 2020

ବାଲେଶ୍ୱର ବିଧାନସଭାରେ ବିଜେଡି ଆଗୁଆ

୧୨ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୬୩୦୮ ଭୋଟରେ ଆଗୁଆ

3:30 pm, November 10, 2020

ତିର୍ତ୍ତୋଲ ବିଧାନସଭାରେ ବିଜେଡି ଆଗୁଆ

୧୧ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୧୭,୪୫୧ ଭୋଟରେ ଆଗୁଆ 

 

1:54 pm, November 10, 2020

ବାଲେଶ୍ୱର ବିଧାନସଭାରେ ବିଜେଡି ଆଗୁଆ

୮ମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୩୭୭୦ ଭୋଟ୍‌ରେ ଆଗୁଆ

1:52 pm, November 10, 2020

ତିର୍ତ୍ତୋଲ ବିଧାନସଭାରେ ବିଜେଡି ଆଗୁଆ

୯ମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୧୪,୫୬୧ ଭୋଟ୍‌ରେ ଆଗୁଆ

1:36 pm, November 10, 2020

ତିର୍ତ୍ତୋଲ ବିଧାନସଭାରେ ବିଜେଡି ଆଗୁଆ

୮ମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୧୩,୦୨୧ ଭୋଟ୍‌ରେ ଆଗୁଆ

1:35 pm, November 10, 2020

ବାଲେଶ୍ୱର ବିଧାନସଭାରେ ବିଜେଡି ଆଗୁଆ

୭ମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୨,୪୧୯ ଭୋଟ୍‌ରେ ଆଗୁଆ

1:12 pm, November 10, 2020

ବାଲେଶ୍ୱର ବିଧାନସଭାରେ ବିଜେଡି ଆଗୁଆ

ଷଷ୍ଠ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୨,୪୬୭ ଭୋଟ୍‌ରେ ଆଗୁଆ

1:11 pm, November 10, 2020

ତିର୍ତ୍ତୋଲ ବିଧାନସଭାରେ ବିଜେଡି ଆଗୁଆ

୭ମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୧୦, ୭୩୬ ଭୋଟ୍‌ରେ ଆଗୁଆ

12:42 pm, November 10, 2020

ତିର୍ତ୍ତୋଲ ବିଧାନସଭାରେ ବିଜେଡି ଆଗୁଆ

  • ଷଷ୍ଠ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୮,୧୧୪ ଭୋଟ୍‌ରେ ଆଗୁଆ
12:40 pm, November 10, 2020

ବାଲେଶ୍ୱର ବିଧାନସଭାରେ ବିଜେଡି ଆଗୁଆ

୫ମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୩,୧୬୧ ଭୋଟ୍‌ରେ ଆଗୁଆ

12:14 pm, November 10, 2020

ତିର୍ତ୍ତୋଲ ବିଧାନସଭାରେ ବିଜେଡି ଆଗୁଆ

  • ୫ମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୬,୪୦୦ ଭୋଟ୍‌ରେ ଆଗୁଆ
12:12 pm, November 10, 2020

ବାଲେଶ୍ୱର ବିଧାନସଭାରେ ବିଜେଡି ଆଗୁଆ

୪ର୍ଥ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୨,୬୭୧ ଭୋଟ୍‌ରେ ଆଗୁଆ

10:57 am, November 10, 2020

ତିର୍ତ୍ତୋଲ ବିଧାନସଭାରେ ବିଜେଡି ଆଗୁଆ

୩ୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୪,୪୪୫ ଭୋଟ୍‌ରେ ଆଗୁଆ

୩ୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିକୁ ୧୧, ୪୦୪ଟି ଭୋଟ୍‌, ବିଜେପିକୁ ୬,୯୫୯ ଓ କଂଗ୍ରେସକୁ ୧,୬୭୭ ଭୋଟ୍‌ ମିଳିଛି।

10:45 am, November 10, 2020

ବାଲେଶ୍ୱର ବିଧାନସଭାରେ ବିଜେଡି ଆଗୁଆ

୨ୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୧,୦୫୮ ଭୋଟ୍‌ରେ ଆଗୁଆ

10:34 am, November 10, 2020

ବାଲେଶ୍ୱର ବିଧାନସଭାରେ ବିଜେଡି ଆଗୁଆ

ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୬୧୫ ଭୋଟରେ ଆଗୁଆ

ବିଜେଡି ୩,୪୫୯ ଭୋଟ୍‌ ମିଳିଥିବା ବେଳେ ବିଜେପିକୁ୨,୮୪୪ଓ କଂଗ୍ରେସକୁ ୫୨୩ ଭୋଟ୍‌ ମିଳିଛି।

10:10 am, November 10, 2020

ତିର୍ତ୍ତୋଲ ଉପନିର୍ବାଚନ ଫଳାଫଳ: ୨ୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ଆଗୁଆ

୨ୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୩,୩୧୦ ଭୋଟ୍‌ରେ ଆଗୁଆ

୨ୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିକୁ ୭,୮୬୭ ଭୋଟ୍‌, ବିଜେପିକୁ ୪,୫୫୭ ଓ କଂଗ୍ରେସକୁ ୧,୦୫୭ ଭୋଟ୍‌ ମିଳିଛି।

9:37 am, November 10, 2020

ତିର୍ତ୍ତୋଲ ଉପନିର୍ବାଚନ ଫଳାଫଳ: ବିଜେଡି ଆଗୁଆ

ତିର୍ତ୍ତୋଲ ଉପନିର୍ବାଚନ ଫଳାଫଳ: ବିଜେଡି ଆଗୁଆ

ପ୍ରଥମ ରାଉଣ୍ଡରେ ବିଜେଡିକୁ ୩,୮୫୨ ଭୋଟ୍‌, ବିଜେପିକୁ ୨୭୭୪ ଓ କଂଗ୍ରେସକୁ ୪୪୨ ଭୋଟ୍‌ ମିଳିଛି।

9:29 am, November 10, 2020

ବାଲେଶ୍ୱର: ପୋଷ୍ଟାଲ ବାଲାଟ ଗଣତିରେ ବିଜେଡି ଆଗୁଆ

ବାଲେଶ୍ୱର ବିଧାନସଭା ନିର୍ବାଚନ ଫଳାଫଳ: ପୋଷ୍ଟାଲ ବାଲାଟ ଗଣତିରେ ବିଜେଡି ଆଗୁଆ

ପୋଷ୍ଟାଲ ବାଲାଟ ମୋଟ ଭୋଟ୍‌-୭୧୮୪

ବିଜେଡିକୁ ୩,୪୨୭ ଭୋଟ୍‌ ମିଳିଥିବା ବେଳେ ବିଜେପିକୁ ୨,୮୧୨ ଭୋଟ୍‌ ମିଳିଛି। 

8:50 am, November 10, 2020

କୋଭିଡ୍‌ କଟକଣା ଭିତରେ ଆରମ୍ଭ ହେଲା ଭୋଟ୍‌ ଗଣତି

8:31 am, November 10, 2020

ବାଲେଶ୍ୱର, ତିର୍ତ୍ତୋଲ ଉପନିର୍ବାଚନ: ଆରମ୍ଭ ହେଲା ଭୋଟ୍‌ ଗଣତି

କିଏ ମାରିବ ବାଜି। ଓଡ଼ିଶାର ଦୁଇ ଆସନ ବାଲେଶ୍ୱର ସଦର ଏବଂ ତିର୍ତ୍ତୋଲ ଉପନିର୍ବାଚନ ଫଳାଫଳ ଆଜି ପ୍ରକାଶ ପାଇବ।