OTV Bureau     8:34 pm, November 10, 2020

ବିହାର ନିର୍ବାଚନ ଫଳାଫଳ: ବିହାର ବିଧାନସଭା ନିର୍ବାଚନରେ କାଣ୍ଟେକି ଟକ୍କର

Bihar-Assembly-Election-2020

8:34 pm, November 10, 2020

ବିହାର ବିଧାନସଭା ନିର୍ବାଚନରେ କାଣ୍ଟେକି ଟକ୍କର

NDA ୧୨୫ ଓ ମହାମେଣ୍ଟ ୧୧୧ରେ ଆଗୁଆ

7:24 pm, November 10, 2020

ବିହାର ବିଧାନସଭା ନିର୍ବାଚନରେ କାଣ୍ଟେକି ଟକ୍କର

NDA ୧୧୯ ଓ ମହାମେଣ୍ଟ ୧୧୬ରେ ଆଗୁଆ

3:36 pm, November 10, 2020

NDA-ମହାମେଣ୍ଟ ଟକ୍କର: ୪୦ ସିଟ୍‌ରେ ୧୦୦୦ ଭୋଟ୍ ବ୍ୟବଧାନ

  • ବିହାରରେ ୨୪୩ ବିଧାନସଭା ଆସନ ପାଇଁ ହୋଇଥିବା ନିର୍ବାଚନରେ ଚାଲିଛି ଭୋଟ୍ ଗଣତି।
  • NDA-ମହାମେଣ୍ଟ ମଧ୍ୟରେ କଡ଼ା ଟକ୍କର ହୋଇଛି।
  • ପ୍ରାରମ୍ଭିକ ଭୋଟ୍ ଗଣତିରେ ଏନ୍‌ଡିଏ ଆଗୁଆ।
  • ୪୦ ସିଟ୍‌ରେ ୧୦୦୦ ଭୋଟ୍ ବ୍ୟବଧାନ।
  • ୧୩୧ ସିଟ୍‌ରେ ୫ ହଜାର ଭୋଟ୍ ବ୍ୟବଧାନ।
2:48 pm, November 10, 2020

ମଧ୍ୟପ୍ରଦେଶରେ ବୃହତ ବିଜୟ ଅଭିମୁଖେ ବିଜେପି

  • ୨୮ଟି ଆସନରୁ ୨୦ଟିରେ ବିଜେପି ଆଗୁଆ, ଗୋଟିଏରେ ବିଜୟୀ, କଂଗ୍ରେସ ୬ଟି ଓ ବିଏସ୍‌ପି ଗୋଟିଏ ଆସନରେ ଆଗୁଆ ରହିଛି।
  • କ୍ଷମତା ବଜାୟ ରଖିବା ପାଇଁ ବିଜେପିକୁ ୮ଟି ଆସନ ଆବଶ୍ୟକ
2:06 pm, November 10, 2020

ଏନ୍‌ଡିଏ ଜିତିଲେ, ନୀତିଶ କୁମାର କ’ଣ ମୁଖ୍ୟମନ୍ତ୍ରୀ ହେବେ କି ? ବିଜେପି ରଖିଲା ଏମିତି ଉତ୍ତର

ବିହାରରେ ପୁଣିଥରେ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ ତାଙ୍କର ସହଯୋଗୀ ପାର୍ଟି ବିଜେପିର ଭରସା ଉପରେ ଥିବା ଜଣାପଡ଼ିଛି। ବର୍ତ୍ତମାନର ଟ୍ରେଣ୍ଡ୍‌ ଅନୁସାରେ, ଏନ୍‌ଡିଏ ୧୨୮ ସିଟ୍‌ରେ ଆଗୁଆ ଥିବାବେଳେ ମହାମେଣ୍ଟ ୧୦୬ ସିଟ୍‌ରେ ଆଗୁଆ ରହିଛି।

ଅଧିକ ଜାଣିବା ପାଇଁ ଏହି ଲିଙ୍କ୍‌ରେ କ୍ଲିକ୍‌ କରନ୍ତୁ: ନୀତିଶ କୁମାର କ’ଣ ମୁଖ୍ୟମନ୍ତ୍ରୀ ହେବେ କି ?

 

1:08 pm, November 10, 2020

ବର୍ତ୍ତମାନ ସୁଦ୍ଧା କିଏ କେତେ ସିଟ୍‌ରେ ଆଗୁଆ, ଜାଣନ୍ତୁ

ନିର୍ବାଚନ କମିଶନ ଟ୍ରେଣ୍ଡସ୍‌ ଅନୁସାରେ, ୨୪୩ ଆସନରୁ ଏନ୍‌ଡିଏ ୧୨୭ଟି ସିଟ୍‌ରେ ଆଗୁଆ ଥିବାବେଳେ, ମହାମେଣ୍ଟ (କଂଗ୍ରେସ, ବାମ ଦଳ ଏବଂ ଆର୍‌ଜେଡି) ୧୦୦ଟି ସିଟ, ବିଏସ୍‌ପି ୧, ଏଆଇଏମ୍‌ଆଇଏମ୍‌ ୩ ଏଲ୍‌ଜେପି ୫ ଓ ସ୍ୱାଧୀନ ଦଳ ୭ଟି ସିଟ୍‌ରେ ଆଗୁଆ ଅଛି।

11:18 am, November 10, 2020

ଲାଲୁଙ୍କ ବଡ଼ ପୁଅ ପଛୁଆ, ହେଲେ ସାନ ପୁଅ ଆଗୁଆ

  • ଆର୍‌ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତଥା RJD ପ୍ରାର୍ଥୀ ତେଜ ପ୍ରତାପ ଯାଦବ ହସନପୁର ଆସନରୁ ଜେଡିୟୁ ପ୍ରାର୍ଥୀଙ୍କ ଠାରୁ ପଛରେ ଥିବାବେଳେ ଲାଲୁଙ୍କ ସାନ ପୁଅ ତେଜସ୍ୱୀ ଯାଦବ ରାଘୋପୁର ଆସନରେ ଆଗରେ ଅଛନ୍ତି।
  • ଶତ୍ରୁଘ୍ନ ସିହ୍ନାଙ୍କ ପୁଅ ତଥା କଂଗ୍ରେସ ପ୍ରାର୍ଥୀ ଲଭ୍ ସିହ୍ନା ବାଙ୍କୀପୁର ଆସନରୁ ବିଜେପି ପ୍ରାର୍ଥୀଙ୍କ ଠାରୁ ପଛରେ ଅଛନ୍ତି।
10:24 am, November 10, 2020

କିଏ ଯିବେ ବନବାସ ? କାହାର ହେବ ସିଏମ୍‌ ନିବାସ ?

କାହାର ହେବ ବିହାର ? ପରିବର୍ତ୍ତନର ହାଓ୍ୱା ବହିବ ନା ଏକ୍‌ଜିଟ୍‌ ପୋଲ୍‌ ଭୁଲ୍ ପ୍ରମାଣିତ ହେବ… କାଣ୍ଟେ କା ଟକ୍କର ଦେଖିଥିବା ବିହାରବାସୀ କାହାକୁ ସମର୍ଥନ ଦେବେ ?