Array ( [0] => Array ( [title] => ୨୦୨୧-୨୨ ସାଧାରଣ ବଜେଟ୍‌ LIVE [description] => କରୋନା ମହାମାରୀ ଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ସଂସଦରେ ଆଜି ୨୦୨୧-୨୨ ଆର୍ଥିକ ବର୍ଷର ସାଧାରଣ ବଜେଟ୍ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏଥରର ବଜେଟ୍ ସାଧାରଣ ଲୋକଙ୍କ ପକେଟ୍ ଉପରେ ଭାରି ପଡ଼ିବ କି ? ନା ଉଶ୍ୱାସ ଦେବ ? ଏହା ଉପରେ ରହିଛି ସମସ୍ତଙ୍କ ନଜର। କରୋନା ମହାମାରୀକୁ ମୁକାବିଲା କରିବାକୁ ଯାଇ ଭୁଶୁଡ଼ି ପଡ଼ିଥିବା ଦୁସ୍ଥ ଅର୍ଥନୀତିକୁ ଟ୍ରାକ୍‌କୁ ଆଣିବାକୁ କି ପଦକ୍ଷେପ ନେବେ ଅର୍ଥମନ୍ତ୍ରୀ ? କ’ଣ ରହିବ ତାଙ୍କର ଭବିଷ୍ୟତ ରଣନୀତି ? ଏହାକୁ ନେଇ କଳ୍ପନା ଜଳ୍ପନା ଚାଲିଥିବା ବେଳେ ନିଯୁକ୍ତି, ଭିତ୍ତିଭୂମି ବିକାଶ, ସ୍ୱାସ୍ଥ୍ୟ, MSME, ଶିକ୍ଷା ଓ କୃଷି କ୍ଷେତ୍ରକୁ ଅଗ୍ରାଧିକାର ମିଳିବ ବୋଲି କୁହାଯାଉଛି। [storytime] => 2021-02-01 9:08 [slug] => budget-2021-live-updates [tid] => 168210 [image] => https://khabar.odishatv.in/wp-content/uploads/2021/02/LIVE-img.jpg [slides] => Array ( [0] => Array ( [subheadline] => ବଜେଟ୍‌ ପୂର୍ବରୁ ଅର୍ଥ ମନ୍ତ୍ରାଳୟ ଦେଲା ଆଶ୍ୱସ୍ତିକର ଖବର [desc] => କରୋନା ମହାମାରୀ ଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ସଂସଦରେ ଆଜି ୨୦୨୧-୨୨ ଆର୍ଥିକ ବର୍ଷର ସାଧାରଣ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏଥରର ବଜେଟ୍ ସାଧାରଣ ଲୋକଙ୍କ ପକେଟ୍ ଉପରେ ଭାରି ପଡ଼ିବ କି ? ନା ଉଶ୍ୱାସ ଦେବ ? ଏହା ଉପରେ ରହିଛି ସମସ୍ତଙ୍କ ନଜର। ଏସବୁ ଭିତରେ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଦେଶରେ ଜିଏସ୍‌ଟି ଆଦାୟରେ ସର୍ବକାଳୀନ ରେକର୍ଡ ହୋଇଛି। ୨୦୨୧ ଜାନୁଆରୀ ମାସରେ ସର୍ବାଧିକ ୧.୧୯ ଲକ୍ଷ କୋଟି ଟଙ୍କାର ଜିଏସ୍‌ଟି ଆଦାୟ ହୋଇଛି। [slidetime] => 2021-02-01 9:08 ) [1] => Array ( [subheadline] => ବଜେଟ୍‌ରେ ଓଡ଼ିଶାର ଭାଗ କ’ଣ ରହିବ ? [desc] =>

#UnionBudget2021 ବଜେଟ୍‌ରେ ଓଡ଼ିଶାର ଭାଗ କ’ଣ ରହିବ, ସେନେଇ କଳ୍ପନାଜଳ୍ପନା; ରାଜ୍ୟରେ ରେଳବାଇର ବିକାଶ ନେଇ ଭଲ ଅର୍ଥ ମିଳିବା ନେଇ ଆଶା, ୭ ହଜାର ୨ ଶହ କୋଟିର ରେଲ୍‌ୱେ ଅନୁଦାନ ନେଇ ଓଡ଼ିଶା ଦାବି କରିଛି #Odisha

— ଓଟିଭି (@otvkhabar) February 1, 2021
[slidetime] => 2021-02-01 9:10 ) [2] => Array ( [subheadline] => ପ୍ରଥମ ଥର ପାଇଁ ସଂସଦରେ ଉପସ୍ଥାପନ ହେବ ପେପର୍‌ଲେସ୍ ବଜେଟ୍‌ [desc] =>

ଆଜି ସଂସଦରେ ଉପସ୍ଥାପିତ ହେବ ୨୦୨୧-୨୨ ଆର୍ଥିକ ବର୍ଷର ବଜେଟ୍; ପ୍ରଥମ ଥର ପାଇଁ ସଂସଦରେ ପେପର୍‌ଲେସ୍ ବଜେଟ୍‌ ଉପସ୍ଥାପିତ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ; ବ୍ୟକ୍ତିଗତ ଆୟକର ହାରରେ ରିହାତି ନେଇ ସମସ୍ତେ ଆଶାବାଦୀ; ମହାମାରୀରେ ଜୀବିକା ଚାଲିଯାଇଥିବାରୁ ନୂଆ ନିଯୁକ୍ତି ଉପରେ ନଜର #UnionBudget2021 pic.twitter.com/C5BTyZWyLe

— ଓଟିଭି (@otvkhabar) February 1, 2021
[slidetime] => 2021-02-01 9:14 ) [3] => Array ( [subheadline] => ଚଳିତ ବର୍ଷ ବି ରେକର୍ଡ ଭାଙ୍ଗିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ [desc] =>
ଚଳିତ ବର୍ଷ ପେପର୍‌ଲେସ୍‌ ବଜେଟ୍‌ ଉପସ୍ଥାପନ କରି ରେକର୍ଡ ଭାଙ୍ଗିବାକୁ ଯାଉଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଗତବର୍ଷ ମଧ୍ୟ କେନ୍ଦ୍ର ଅର୍ଥମନ୍ତ୍ରୀ ବ୍ରିଫ୍‌କେସ୍‌ ବଦଳରେ ନାଲି ଫିତାରେ ବନ୍ଧା ‘ବହି-ଖାତା’ ଧରି ବଜେଟ୍ ଉପସ୍ଥାପନ କରି ରେକର୍ଡ ଭାଙ୍ଗିଥିଲେ।
[slidetime] => 2021-02-01 9:45 ) [4] => Array ( [subheadline] => ବଜେଟ୍‌ ପୂର୍ବରୁ ବଢ଼ିଲା Sensex, Nifty [desc] => କରୋନା ମହାମାରୀ ଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ସଂସଦରେ ଆଜି ୨୦୨୧-୨୨ ଆର୍ଥିକ ବର୍ଷର ସାଧାରଣ ବଜେଟ୍ ଉପସ୍ଥାପନ ହେବ। ଦିନ ୧୧ଟାରେ ବଜେଟ୍ ଉପସ୍ଥାପନ କରିବେ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ବଜେଟ୍‌ ଉପସ୍ଥାପନ ପୂର୍ବରୁ Sensex ୪୦୧.୭୭ ପଏଣ୍ଟ ବୃଦ୍ଧି ପାଇଛି। Sensex ୪୦୧.୭୭ ପଏଣ୍ଟ ବଢ଼ି ୪୬, ୬୮୭.୫୪ ହୋଇଛି। ସେହିପରି ନିଫ୍ଟି ମଧ୍ୟ ୧୨୪ ପଏଣ୍ଟ ବଢ଼ି ୧୩,୭୫୦ ଟପିଛି। [slidetime] => 2021-02-01 10:02 ) [5] => Array ( [subheadline] => ବଜେଟ୍‌ ଉପସ୍ଥାପନ ପୂର୍ବରୁ କେନ୍ଦ୍ର କ୍ୟାବିନେଟ ବୈଠକ [desc] =>

ବଜେଟ୍‌ ଉପସ୍ଥାପନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଚାଲିଛି କେନ୍ଦ୍ର କ୍ୟାବିନେଟ ବୈଠକ; କ୍ୟାବିନେଟ ବୈଠକରେ ବଜେଟ୍‌କୁ ମିଳିବ ଅନୁମୋଦନ #UnionBudget2021 #UnionBudget

— ଓଟିଭି (@otvkhabar) February 1, 2021
[slidetime] => 2021-02-01 10:37 ) [6] => Array ( [subheadline] => କ୍ୟାବିନେଟ ବୈଠକରେ ବଜେଟ୍‌କୁ ମିଳିଲା ଅନୁମୋଦନ [desc] =>

ବଜେଟ୍‌ ଉପସ୍ଥାପନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଚାଲିଥିବା କେନ୍ଦ୍ର କ୍ୟାବିନେଟ ବୈଠକ ଶେଷ; କ୍ୟାବିନେଟ ବୈଠକରେ ବଜେଟ୍‌କୁ ମିଳିଲା ଅନୁମୋଦନ #UnionBudget2021 #UnionBudget

— ଓଟିଭି (@otvkhabar) February 1, 2021
[slidetime] => 2021-02-01 10:58 ) [7] => Array ( [subheadline] => ପ୍ରଥମ ଥର ପାଇଁ ଟ୍ୟାବ୍‌ରେ ବଜେଟ୍‌ ଉପସ୍ଥାପନ କରୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ [desc] =>

ବଜେଟ୍‌ ଉପସ୍ଥାପନ କରୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ; ପ୍ରଥମ ଥର ପାଇଁ ଟ୍ୟାବ୍‌ରେ ବଜେଟ୍‌ ଉପସ୍ଥାପନ କରୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ #UnionBudget #UnionBudget2021 #BudgetWithOTV pic.twitter.com/L6j48Mobev

— ଓଟିଭି (@otvkhabar) February 1, 2021
[slidetime] => 2021-02-01 11:09 ) [8] => Array ( [subheadline] => ଆତ୍ମନିର୍ଭର ଭାରତ ପ୍ୟାକେଜ କୋଟି କୋଟି ଲୋକଙ୍କୁ ଲାଭ ଦେଇଛି [desc] =>

ସମୟୋଚିତ ଲକ୍‌ଡାଉନ୍‌ ନିଷ୍ପତ୍ତି ଯୋଗୁ ଦେଶକୁ ଲାଭ ମିଳିଛି। କରୋନା ଯୋଗୁ ପ୍ରଭାବିତଙ୍କ ପାଇଁ ପ୍ୟାକେଜ୍‌ ଘୋଷଣା ହୋଇଛି। ଆତ୍ମନିର୍ଭର ଭାରତ ପ୍ୟାକେଜ କୋଟି କୋଟି ଲୋକଙ୍କୁ ଲାଭ ଦେଇଛି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନେକଙ୍କୁ ରାହା ଦେଇଛି: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ #UnionBudget #UnionBudget2021

— ଓଟିଭି (@otvkhabar) February 1, 2021
[slidetime] => 2021-02-01 11:13 ) [9] => Array ( [subheadline] => ଚଳିତ ବଜେଟ୍‌ରେ ସ୍ୱାସ୍ଥ୍ୟ ପାଇଁ ଯଥେଷ୍ଟ ବ୍ୟବସ୍ଥା ହୋଇଛି [desc] =>
ପ୍ରଥମ ଥର ପାଇଁ ଟ୍ୟାବ୍‌ରେ ବଜେଟ୍‌ ଉପସ୍ଥାପନ କରୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏହି ଅବସରରେ ସେ କହିଛନ୍ତି, ଆଜି ଭାରତରେ ୨ଟି କରୋନା ଭ୍ୟାକ୍‌ସିନ୍‌ ଉତ୍ପାଦନ ହେଉଛି। ଆଉ ୨ଟି କରୋନା ଭ୍ୟାକ୍‌ସିନ୍ ମଧ୍ୟ ଖୁବଶୀଘ୍ର ଆସିବାର ଅଛି। ଏହାସହ କେନ୍ଦ୍ର ଅର୍ଥମନ୍ତ୍ରୀ, ଅଷ୍ଟ୍ରେଲିଆରେ ଭାରତୀୟ କ୍ରିକେଟ ଦଳର ବିଜୟକୁ  ପ୍ରଶଂସା କରିଛନ୍ତି। ଅର୍ଥନୀତିକୁ ପୂର୍ବ ସ୍ଥିତିକୁ ଫେରାଇ ଆଣିବାକୁ ସରକାର ବଦ୍ଧ ପରିକର ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି। ସୁସ୍ଥ ଭାରତ, ସ୍ୱଚ୍ଛ ଶାସନ, ସମସ୍ତଙ୍କ ପାଇଁ ବିକାଶ ଆମର ମୂଳ ଲକ୍ଷ୍ୟ। ଚଳିତ ବଜେଟ୍‌ରେ ସ୍ୱାସ୍ଥ୍ୟ ପାଇଁ ଯଥେଷ୍ଟ ବ୍ୟବସ୍ଥା ହୋଇଛି ବୋଲି ସେ କହିଛନ୍ତି।
[slidetime] => 2021-02-01 11:20 ) [10] => Array ( [subheadline] => ଦେଶରେ ୧୫ଟି ହେଲ୍‌ଥ୍‌ ଏମର୍ଜେନ୍ସି ସେଣ୍ଟର ପ୍ରତିଷ୍ଠା କରାଯିବ [desc] =>

ସ୍ୱାସ୍ଥ୍ୟ ସେବା ପାଇଁ ବଜେଟ୍‌ରେ ବ୍ୟାପକ ବ୍ୟବସ୍ଥା ହୋଇଛି। ସ୍ୱାସ୍ଥ୍ୟ ସେବାର ଭିତ୍ତିଭୂମି ବିକାଶ ପାଇଁ ପ୍ରାଥମିକତା ଦିଆଯିବ। ଭିତ୍ତିଭୂମି ବିକାଶ ପାଇଁ ୬୪, ୧୮୪ କୋଟି ଟଙ୍କାର ବ୍ୟୟ ବରାଦ। ଦେଶରେ ୧୫ଟି ହେଲ୍‌ଥ୍‌ ଏମର୍ଜେନ୍ସି ସେଣ୍ଟର ପ୍ରତିଷ୍ଠା କରାଯିବ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ #UnionBudget2021

— ଓଟିଭି (@otvkhabar) February 1, 2021
[slidetime] => 2021-02-01 11:27 ) [11] => Array ( [subheadline] => ସ୍ୱାସ୍ଥ୍ୟ କ୍ଷେତ୍ରରେ ୬୪, ୧୮୦ କୋଟିର ବ୍ୟୟବରାଦ [desc] => ସ୍ୱାସ୍ଥ୍ୟ ସେବାର ଭିତ୍ତିଭୂମି ବିକାଶ ପାଇଁ ପ୍ରାଥମିକତା ଦିଆଯିବ ବୋଲି କହିବା ସହିତ ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ସୁସ୍ଥ ଯୋଜନା ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। [slidetime] => 2021-02-01 11:54 ) [12] => Array ( [subheadline] => ୨୦୨୨ ମାର୍ଚ୍ଚ ସୁଦ୍ଧା ତିଆରି ହେବ ଆଉ ୧୧ ହଜାର କି.ମି. NH କରିଡର୍‌ [desc] => ୨୦୨୨ ମାର୍ଚ୍ଚ ସୁଦ୍ଧା ଆଉ ୧୧ ହଜାର କି.ମି. NH କରିଡର୍‌ ତିଆରି ହେବ। କେବଳ ପଶ୍ଚିମବଙ୍ଗରେ ଆଉ ୬୭୫ କି.ମି. NH କରିଡର୍‌ ହେବ। [slidetime] => 2021-02-01 11:56 ) [13] => Array ( [subheadline] => ସାଧାରଣ ବଜେଟରେ କ’ଣ ଗୁରୁତ୍ୱ ପାଇବା ଆବଶ୍ୟକ ? ଟୁଇଟ କରି କହିଲେ ରାହୁଲ୍‌ [desc] => ନିର୍ମଳାଙ୍କ ବଜେଟ ଉପସ୍ଥାପନ ପୂର୍ବରୁ ରାହୁଲ ଗାନ୍ଧି ଟ୍ୱିଟ କରି ନିଜ ପ୍ରତିକ୍ରିୟା ରଖିଛନ୍ତି। ୨୦୨୧-୨୨ ବଜେଟ କିପରି ହେବା ଉଚିତ୍‌ ସେ ସମ୍ପର୍କରେ ଅବଗତ କରାଇଛନ୍ତି। ରାହୁଲ ତାଙ୍କ ଟ୍ୱିଟ୍‌ରେ କହିଛନ୍ତି, ଚଳିତ ବଜେଟ୍‌ରେ  କ୍ଷୁଦ୍ର ଓ ମଧ୍ୟମ ଧରଣର ଶିଳ୍ପକୁ ପ୍ରୋତ୍ସାହନ ଦେବା, ଚାଷୀ, ଶ୍ରମିକଙ୍କୁ କାମ ଯୋଗାଇବା ଉପରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ।   [slidetime] => 2021-02-01 12:05 ) [14] => Array ( [subheadline] => ଶକ୍ତି କ୍ଷେତ୍ରରେ ସଂସ୍କାର ଆଣିବାକୁ ବଜେଟ୍‌ରେ ବଡ଼ ଘୋଷଣା [desc] =>     [slidetime] => 2021-02-01 12:08 ) [15] => Array ( [subheadline] => ବଜେଟ୍‌ରେ ଚାଷୀଙ୍କ ଉନ୍ନତି ପାଇଁ ବ୍ୟାପକ ବ୍ୟବସ୍ଥା [desc] => [slidetime] => 2021-02-01 12:12 ) [16] => Array ( [subheadline] => ନିର୍ବାଚନ ହେବାକୁ ଥିବା ୪ ରାଜ୍ୟ ପାଇଁ ପ୍ୟାକେଜ୍ ଘୋଷଣା [desc] => ନିର୍ବାଚନ ହେବାକୁ ଥିବା ୪ ରାଜ୍ୟ ପାଇଁ ପ୍ୟାକେଜ୍ ଘୋଷଣା। ତାମିଲନାଡୁ, କେରଳ, ପଶ୍ଚିମବଙ୍ଗ ଓ ଆସାମ ପାଇଁ ପ୍ୟାକେଜ ଘୋଷଣା। [slidetime] => 2021-02-01 12:14 ) [17] => Array ( [subheadline] => ଲେହରେ ସେଣ୍ଟ୍ରାଲ ୟୁନିଭର୍ସିଟି ସ୍ଥାପନ ପାଇଁ ଘୋଷଣା [desc] => [slidetime] => 2021-02-01 12:31 ) [18] => Array ( [subheadline] => ୭୫ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ଆୟକର ରିଟର୍ଣ୍ଣ ଛାଡ୍ [desc] => [slidetime] => 2021-02-01 12:40 ) [19] => Array ( [subheadline] => ଶସ୍ତା ହେଲା ସୁନା-ରୂପା, ମୋବାଇଲ୍ ହେବ ମହଙ୍ଗା [desc] => ବିବାହ ଋତୁ ଚାଲିଥିବା ବେଳେ ଚଳିତ ଆର୍ଥିକ ବଜେଟରେ ସୁନା ଓ ରୂପା ଉପରେ କଷ୍ଟମ୍ ଡ୍ୟୁଟି ହ୍ରାସ କରାଯାଇଛି। [slidetime] => 2021-02-01 14:01 ) [20] => Array ( [subheadline] => ବରିଷ୍ଠ ନାଗରିକଙ୍କ ପାଇଁ ବଡ଼ ଘୋଷଣା [desc] => ଆଜି ବଜେଟ୍‌ ଉପସ୍ଥାପନ ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବରିଷ୍ଠ ନାଗରିକଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। [slidetime] => 2021-02-01 14:29 ) [21] => Array ( [subheadline] => ମହଙ୍ଗା ହେବ ନା ହେବନି ପେଟ୍ରୋଲ ଓ ଡିଜେଲ ଦର ? [desc] => କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ୍‌ ପ୍ରସ୍ତାବ ଅନୁସାରେ, ଲିଟର ପ୍ରତି ପେଟ୍ରୋଲ ଉପରେ ଅଢ଼େଇ ଟଙ୍କାର କୃଷି ସେସ୍ ଲାଗିବ ଓ ଡିଜେଲ ଉପରେ ୪ ଟଙ୍କାର କୃଷି ସେସ୍ ଲାଗିବ। ଆସନ୍ତାକାଲିଠାରୁ ଏହି ନୂଆ ସେସ୍ ଲାଗୁ ହେବ। [slidetime] => 2021-02-01 15:06 ) [22] => Array ( [subheadline] => ବଜେଟ୍ ୨୦୨୧; କଣ ଶସ୍ତା ହେବ ଓ କଣ ମହଙ୍ଗା ହେବ ଜାଣନ୍ତୁ [desc] => ଚଳିତ ବଜେଟ୍‌ରେ ଅନେକ ସାମଗ୍ରୀ ଉପରେ ଆମଦାନୀ ଶୁଳ୍କ ବୃଦ୍ଧି ହୋଇଥିବା ବେଳେ ସୁନା ରୂପା ଆଦିରେ ଶୁଳ୍କ କମାଯାଇଛି। ତେଣୁ କଣ ମହଙ୍ଗା ହେବ କଣ ସସ୍ତା ହେବ ଆସନ୍ତୁ ସଂକ୍ଷେପରେ ଜାଣିବା [slidetime] => 2021-02-01 15:08 ) [23] => Array ( [subheadline] => ଲେହରେ ଖୋଲିବ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ: ପଢନ୍ତୁ, ବଜେଟକୁ ନେଇ ୨୫ଟି ବଡ଼ ଖବର [desc] => ଆଜି ସଂସଦରେ ଉପସ୍ଥାପନ ହୋଇଛି ସାଧାରଣ ବଜେଟ ୨୦୨୧।  ଆଜି ବଜେଟ୍‌ରେ ଆୟକର ସ୍ଲାବ୍‌ରେ କୌଣସି ପରିବର୍ତ୍ତନ ହୋଇ ନାହିଁ। ଅନ୍ୟପକ୍ଷେ ପବ୍ଲିକ ସେକ୍ଟର ଅଣ୍ଡରଟେକିଂରେ ନିବେଶ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଛି। ଏଥସହିତ ପେଟ୍ରୋଲ, ଡିଜେଲ ଉପରେ କୃଷି ସେସ୍‌ ଲାଗୁ କରାଯାଇଛି। ଲେହରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଖୋଲିବ ବୋଲି ଘୋଷଣା କରାଯାଇଛି। ଏହା ବ୍ୟତୀତ ଆଉ କ’ଣ ବିଶେଷ ଘୋଷଣା କରାଯାଇଛି ବଜେଟରେ  ? ଆସନ୍ତଚୁ ଜାଣିବା ୨୫ଟି ବଡ ଖବର।     [slidetime] => 2021-02-01 15:31 ) ) ) [1] => Array ( [title] => ଓଡିଶା ଉପନିର୍ବାଚନ ଫଳାଫଳ LIVE [description] => [storytime] => 2020-11-10 8:31 [slug] => odisha-by-polls-2020 [tid] => 112036 [image] => https://khabar.odishatv.in/wp-content/uploads/2020/11/Faisala-Card.jpg [slides] => Array ( [0] => Array ( [subheadline] => ବାଲେଶ୍ୱର, ତିର୍ତ୍ତୋଲ ଉପନିର୍ବାଚନ: ଆରମ୍ଭ ହେଲା ଭୋଟ୍‌ ଗଣତି [desc] => କିଏ ମାରିବ ବାଜି। ଓଡ଼ିଶାର ଦୁଇ ଆସନ ବାଲେଶ୍ୱର ସଦର ଏବଂ ତିର୍ତ୍ତୋଲ ଉପନିର୍ବାଚନ ଫଳାଫଳ ଆଜି ପ୍ରକାଶ ପାଇବ। [slidetime] => 2020-11-10 8:31 ) [1] => Array ( [subheadline] => କୋଭିଡ୍‌ କଟକଣା ଭିତରେ ଆରମ୍ଭ ହେଲା ଭୋଟ୍‌ ଗଣତି [desc] =>

ବାଲେଶ୍ୱର ସଦର, ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ଭୋଟ୍‌ ଗଣତି ଆରମ୍ଭ, କୋଭିଡ୍‌ କଟକଣା ମଧ୍ୟରେ ଆରମ୍ଭ ହେଲା ଭୋଟ୍‌ ଗଣତି #OdishaBypolls #VerdictWithOTV

— ଓଟିଭି (@otvkhabar) November 10, 2020
[slidetime] => 2020-11-10 8:50 ) [2] => Array ( [subheadline] => ବାଲେଶ୍ୱର: ପୋଷ୍ଟାଲ ବାଲାଟ ଗଣତିରେ ବିଜେଡି ଆଗୁଆ [desc] => ବାଲେଶ୍ୱର ବିଧାନସଭା ନିର୍ବାଚନ ଫଳାଫଳ: ପୋଷ୍ଟାଲ ବାଲାଟ ଗଣତିରେ ବିଜେଡି ଆଗୁଆ ପୋଷ୍ଟାଲ ବାଲାଟ ମୋଟ ଭୋଟ୍‌-୭୧୮୪ ବିଜେଡିକୁ ୩,୪୨୭ ଭୋଟ୍‌ ମିଳିଥିବା ବେଳେ ବିଜେପିକୁ ୨,୮୧୨ ଭୋଟ୍‌ ମିଳିଛି।  [slidetime] => 2020-11-10 9:29 ) [3] => Array ( [subheadline] => ତିର୍ତ୍ତୋଲ ଉପନିର୍ବାଚନ ଫଳାଫଳ: ବିଜେଡି ଆଗୁଆ [desc] => ତିର୍ତ୍ତୋଲ ଉପନିର୍ବାଚନ ଫଳାଫଳ: ବିଜେଡି ଆଗୁଆ ପ୍ରଥମ ରାଉଣ୍ଡରେ ବିଜେଡିକୁ ୩,୮୫୨ ଭୋଟ୍‌, ବିଜେପିକୁ ୨୭୭୪ ଓ କଂଗ୍ରେସକୁ ୪୪୨ ଭୋଟ୍‌ ମିଳିଛି। [slidetime] => 2020-11-10 9:37 ) [4] => Array ( [subheadline] => ତିର୍ତ୍ତୋଲ ଉପନିର୍ବାଚନ ଫଳାଫଳ: ୨ୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ଆଗୁଆ [desc] => ୨ୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୩,୩୧୦ ଭୋଟ୍‌ରେ ଆଗୁଆ ୨ୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିକୁ ୭,୮୬୭ ଭୋଟ୍‌, ବିଜେପିକୁ ୪,୫୫୭ ଓ କଂଗ୍ରେସକୁ ୧,୦୫୭ ଭୋଟ୍‌ ମିଳିଛି। [slidetime] => 2020-11-10 10:10 ) [5] => Array ( [subheadline] => ବାଲେଶ୍ୱର ବିଧାନସଭାରେ ବିଜେଡି ଆଗୁଆ [desc] => ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୬୧୫ ଭୋଟରେ ଆଗୁଆ ବିଜେଡି ୩,୪୫୯ ଭୋଟ୍‌ ମିଳିଥିବା ବେଳେ ବିଜେପିକୁ୨,୮୪୪ଓ କଂଗ୍ରେସକୁ ୫୨୩ ଭୋଟ୍‌ ମିଳିଛି। [slidetime] => 2020-11-10 10:34 ) [6] => Array ( [subheadline] => ବାଲେଶ୍ୱର ବିଧାନସଭାରେ ବିଜେଡି ଆଗୁଆ [desc] => ୨ୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୧,୦୫୮ ଭୋଟ୍‌ରେ ଆଗୁଆ [slidetime] => 2020-11-10 10:45 ) [7] => Array ( [subheadline] => ତିର୍ତ୍ତୋଲ ବିଧାନସଭାରେ ବିଜେଡି ଆଗୁଆ [desc] => ୩ୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୪,୪୪୫ ଭୋଟ୍‌ରେ ଆଗୁଆ ୩ୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିକୁ ୧୧, ୪୦୪ଟି ଭୋଟ୍‌, ବିଜେପିକୁ ୬,୯୫୯ ଓ କଂଗ୍ରେସକୁ ୧,୬୭୭ ଭୋଟ୍‌ ମିଳିଛି। [slidetime] => 2020-11-10 10:57 ) [8] => Array ( [subheadline] => ବାଲେଶ୍ୱର ବିଧାନସଭାରେ ବିଜେଡି ଆଗୁଆ [desc] => ୪ର୍ଥ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୨,୬୭୧ ଭୋଟ୍‌ରେ ଆଗୁଆ [slidetime] => 2020-11-10 12:12 ) [9] => Array ( [subheadline] => ତିର୍ତ୍ତୋଲ ବିଧାନସଭାରେ ବିଜେଡି ଆଗୁଆ [desc] => [slidetime] => 2020-11-10 12:14 ) [10] => Array ( [subheadline] => ବାଲେଶ୍ୱର ବିଧାନସଭାରେ ବିଜେଡି ଆଗୁଆ [desc] => ୫ମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୩,୧୬୧ ଭୋଟ୍‌ରେ ଆଗୁଆ [slidetime] => 2020-11-10 12:40 ) [11] => Array ( [subheadline] => ତିର୍ତ୍ତୋଲ ବିଧାନସଭାରେ ବିଜେଡି ଆଗୁଆ [desc] => [slidetime] => 2020-11-10 12:42 ) [12] => Array ( [subheadline] => ତିର୍ତ୍ତୋଲ ବିଧାନସଭାରେ ବିଜେଡି ଆଗୁଆ [desc] => ୭ମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୧୦, ୭୩୬ ଭୋଟ୍‌ରେ ଆଗୁଆ [slidetime] => 2020-11-10 13:11 ) [13] => Array ( [subheadline] => ବାଲେଶ୍ୱର ବିଧାନସଭାରେ ବିଜେଡି ଆଗୁଆ [desc] => ଷଷ୍ଠ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୨,୪୬୭ ଭୋଟ୍‌ରେ ଆଗୁଆ [slidetime] => 2020-11-10 13:12 ) [14] => Array ( [subheadline] => ବାଲେଶ୍ୱର ବିଧାନସଭାରେ ବିଜେଡି ଆଗୁଆ [desc] => ୭ମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୨,୪୧୯ ଭୋଟ୍‌ରେ ଆଗୁଆ [slidetime] => 2020-11-10 13:35 ) [15] => Array ( [subheadline] => ତିର୍ତ୍ତୋଲ ବିଧାନସଭାରେ ବିଜେଡି ଆଗୁଆ [desc] => ୮ମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୧୩,୦୨୧ ଭୋଟ୍‌ରେ ଆଗୁଆ [slidetime] => 2020-11-10 13:36 ) [16] => Array ( [subheadline] => ତିର୍ତ୍ତୋଲ ବିଧାନସଭାରେ ବିଜେଡି ଆଗୁଆ [desc] => ୯ମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୧୪,୫୬୧ ଭୋଟ୍‌ରେ ଆଗୁଆ [slidetime] => 2020-11-10 13:52 ) [17] => Array ( [subheadline] => ବାଲେଶ୍ୱର ବିଧାନସଭାରେ ବିଜେଡି ଆଗୁଆ [desc] => ୮ମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୩୭୭୦ ଭୋଟ୍‌ରେ ଆଗୁଆ [slidetime] => 2020-11-10 13:54 ) [18] => Array ( [subheadline] => ତିର୍ତ୍ତୋଲ ବିଧାନସଭାରେ ବିଜେଡି ଆଗୁଆ [desc] => ୧୧ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୧୭,୪୫୧ ଭୋଟରେ ଆଗୁଆ    [slidetime] => 2020-11-10 15:30 ) [19] => Array ( [subheadline] => ବାଲେଶ୍ୱର ବିଧାନସଭାରେ ବିଜେଡି ଆଗୁଆ [desc] => ୧୨ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୬୩୦୮ ଭୋଟରେ ଆଗୁଆ [slidetime] => 2020-11-10 15:39 ) [20] => Array ( [subheadline] => ତିର୍ତ୍ତୋଲ ବିଧାନସଭାରେ ବିଜେଡି ଆଗୁଆ [desc] => ୧୩ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୧୯,୨୬୪ ଭୋଟରେ ଆଗୁଆ [slidetime] => 2020-11-10 15:46 ) [21] => Array ( [subheadline] => ବାଲେଶ୍ୱର ବିଧାନସଭାରେ ବିଜେଡି ଆଗୁଆ [desc] => ୧୪ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୬୪୭୬ ଭୋଟରେ ଆଗୁଆ [slidetime] => 2020-11-10 16:06 ) [22] => Array ( [subheadline] => ତିର୍ତ୍ତୋଲ ବିଧାନସଭାରେ ବିଜେଡି ଆଗୁଆ [desc] => ୧୪ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୨୦,୯୪୬ ଭୋଟରେ ଆଗୁଆ [slidetime] => 2020-11-10 16:07 ) [23] => Array ( [subheadline] => ତିର୍ତ୍ତୋଲ ବିଧାନସଭାରେ ବିଜେଡି ଆଗୁଆ [desc] => ୧୫ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୨୩,୦୪୩ ଭୋଟରେ ଆଗୁଆ [slidetime] => 2020-11-10 16:30 ) [24] => Array ( [subheadline] => ବାଲେଶ୍ୱର ବିଧାନସଭାରେ ବିଜେଡି ଆଗୁଆ [desc] => ୧୫ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୬୨୫୧ ଭୋଟରେ ଆଗୁଆ [slidetime] => 2020-11-10 16:33 ) [25] => Array ( [subheadline] => ତିର୍ତ୍ତୋଲ ବିଧାନସଭାରେ ବିଜେଡି ଆଗୁଆ [desc] => ୧୬ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୨୪,୬୯୭ ଭୋଟରେ ଆଗୁଆ [slidetime] => 2020-11-10 16:48 ) [26] => Array ( [subheadline] => ବାଲେଶ୍ୱର ବିଧାନସଭାରେ ବିଜେଡି ଆଗୁଆ [desc] => ୧୬ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୬୧୦୮ ଭୋଟରେ ଆଗୁଆ [slidetime] => 2020-11-10 17:02 ) [27] => Array ( [subheadline] => ତିର୍ତ୍ତୋଲ ବିଧାନସଭାରେ ବିଜେଡି ଆଗୁଆ [desc] => ୧୭ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୨୬,୬୬୭ ଭୋଟରେ ଆଗୁଆ [slidetime] => 2020-11-10 17:11 ) [28] => Array ( [subheadline] => ବାଲେଶ୍ୱର ବିଧାନସଭାରେ ବିଜେଡି ଆଗୁଆ [desc] => ୧୮ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୭୪୨୩ ଭୋଟରେ ଆଗୁଆ [slidetime] => 2020-11-10 17:22 ) [29] => Array ( [subheadline] => ତିର୍ତ୍ତୋଲ ବିଧାନସଭାରେ ବିଜେଡି ଆଗୁଆ [desc] => ୧୮ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୨୭,୬୬୫ ଭୋଟରେ ଆଗୁଆ [slidetime] => 2020-11-10 17:34 ) [30] => Array ( [subheadline] => ବାଲେଶ୍ୱର ବିଧାନସଭାରେ ବିଜେଡି ଆଗୁଆ [desc] => ୧୯ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୭୩୬୪ ଭୋଟରେ ଆଗୁଆ [slidetime] => 2020-11-10 17:50 ) [31] => Array ( [subheadline] => ବାଲେଶ୍ୱର ବିଧାନସଭାରେ ବିଜେଡି ଆଗୁଆ [desc] => ୨୦ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୬୮୫୦ ଭୋଟରେ ଆଗୁଆ [slidetime] => 2020-11-10 18:02 ) [32] => Array ( [subheadline] => ତିର୍ତ୍ତୋଲ ବିଧାନସଭାରେ ବିଜେଡି ଆଗୁଆ [desc] => ୧୯ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୨୮,୭୧୬ ଭୋଟରେ ଆଗୁଆ [slidetime] => 2020-11-10 18:06 ) [33] => Array ( [subheadline] => ବାଲେଶ୍ୱର ବିଧାନସଭାରେ ବିଜେଡି ଆଗୁଆ [desc] => ୨୧ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୬୮୪୩ ଭୋଟରେ ଆଗୁଆ [slidetime] => 2020-11-10 18:16 ) [34] => Array ( [subheadline] => ତିର୍ତ୍ତୋଲ ବିଧାନସଭାରେ ବିଜେଡି ଆଗୁଆ [desc] => ୨୦ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୨୯,୯୮୭ ଭୋଟରେ ଆଗୁଆ [slidetime] => 2020-11-10 18:24 ) [35] => Array ( [subheadline] => ବାଲେଶ୍ୱର ବିଧାନସଭାରେ ବିଜେଡି ଆଗୁଆ [desc] => ୨୨ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୮୬୬୧ ଭୋଟରେ ଆଗୁଆ [slidetime] => 2020-11-10 18:29 ) [36] => Array ( [subheadline] => ତିର୍ତ୍ତୋଲ ବିଧାନସଭାରେ ବିଜେଡି ଆଗୁଆ [desc] => ୨୨ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୩୩,୫୦୯ ଭୋଟରେ ଆଗୁଆ [slidetime] => 2020-11-10 18:52 ) [37] => Array ( [subheadline] => ତିର୍ତ୍ତୋଲ ବିଧାନସଭାରେ ବିଜେଡି ଆଗୁଆ [desc] => ୨୩ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୩୫,୪୮୧ ଭୋଟରେ ଅାଗୁଅା [slidetime] => 2020-11-10 19:19 ) [38] => Array ( [subheadline] => ବାଲେଶ୍ୱର ବିଧାନସଭାରେ ବିଜେଡି ଆଗୁଆ [desc] => ୨୫ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୧୩,୩୯୫ ଭୋଟରେ ଆଗୁଆ [slidetime] => 2020-11-10 19:20 ) [39] => Array ( [subheadline] => ତିର୍ତ୍ତୋଲ ବିଧାନସଭାରେ ବିଜେଡି ଆଗୁଆ [desc] => ୨୯ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୪୦,୬୯୭ ଭୋଟରେ ଆଗୁଆ [slidetime] => 2020-11-10 20:44 ) [40] => Array ( [subheadline] => ୨ଟି ବିଧାନସଭା ଉପନିର୍ବାଚନରେ ବିଜେଡିର ବାଜିମାତ୍ [desc] => [slidetime] => 2020-11-10 21:12 ) ) ) [2] => Array ( [title] => ଓଡିଶା ବଜେଟ୍ 2021 [description] => ଆଜି ଉପସ୍ଥାପନ ହେବ ରାଜ୍ୟ ବଜେଟ୍।  ବିଧାନସଭାରେ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ପେପର୍ ଲେସ୍ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ଗତବର୍ଷ ଅପେକ୍ଷା ଏବର୍ଷ ୧୩ ପ୍ରତିଶତ ବଜେଟ୍ ପରିମାଣ ବଢିଥିବା ବେଳେ, କୋଭିଡ୍ ପାଇଁ ସ୍ୱାସ୍ଥ୍ୟ ଓ ଶିକ୍ଷା ସମେତ ବିଭିନ୍ନ କ୍ଷେତ୍ରରେ ବର୍ଦ୍ଧିତ ଖର୍ଚ୍ଚକୁ ସରକାର କିପରି ପରିଚାଳନା କରୁଛନ୍ତି ତା’ ଉପରେ ସମସ୍ତଙ୍କ ନଜର ରହିଛି। [storytime] => 2021-02-22 16:54 [slug] => odisha-budget-2021 [tid] => 185425 [image] => https://khabar.odishatv.in/wp-content/uploads/2021/02/otv-khabar-1.jpg [slides] => Array ( [0] => Array ( [subheadline] => ଗୃହରେ ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ [desc] =>

ଭୁବନେଶ୍ୱର:  ଆଜି ଗୃହରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରି ବଜେଟ୍ ଉପସ୍ଥାପନ କରୁଛନ୍ତି।  ବିଧାନସଭାରେ ଆଜି ଉପସ୍ଥାପନ ହେଉଛି ରାଜ୍ୟ ବଜେଟ୍ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ପେପର୍ ଲେସ୍ ବଜେଟ୍ ଉପସ୍ଥାପନ କରିବେ।  ଗତବର୍ଷ ଅପେକ୍ଷା ଏବର୍ଷ ୧୩ ପ୍ରତିଶତ ବଜେଟ୍ ପରିମାଣ ବଢିଥିବା ବେଳେ, କୋଭିଡ୍ ପାଇଁ ସ୍ୱାସ୍ଥ୍ୟ ଓ ଶିକ୍ଷା ସମେତ ବିଭିନ୍ନ କ୍ଷେତ୍ରରେ ବର୍ଦ୍ଧିତ ଖର୍ଚ୍ଚକୁ ସରକାର କିପରି ପରିଚାଳନା କରୁଛନ୍ତି ତା ଉପରେ ରହିଛି ସମସ୍ତଙ୍କର ନଜର ।

ବିଧାନସଭାରେ ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ। କୋଭିଡ଼ ମହାମାରୀ ମାନବଜାତିକୁ ବଡ଼ ସଂକଟରେ ପକାଇଥିଲା, ସରକାରଙ୍କ ସକାରାତ୍ମକ ଚିନ୍ତାଧାରା ମହାମାରୀକୁ ମୁକାବିଲା କରିପାରିଥିଲା। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓଡ଼ିଶାକୁ ପ୍ରଶଂସା କରିଛନ୍ତି। ଆଉ କିଛି ଦିନ ଆମକୁ ସତର୍କ ଓ ସାବଧାନ ରହିବାକୁ ପଡ଼ିବ।

ଇ-ବଜେଟ ଉପସ୍ଥାପନରେ ଓଡ଼ିଶା ସମ୍ଭବତଃ ଦେଶରେ ପ୍ରଥମ। ଓଡ଼ିଶା ଅର୍ଥନୀତିର ଅଭିବୃଦ୍ଧି ହାର ଜାତୀୟ ହାର ତୁଳନାରେ ବଢ଼ିଚାଲିଛି। ଚଳିତ ବର୍ଷ ଜିଡିପି ୪.୯ ହ୍ରାସ ହେବ ବୋଲି ଆକଳନ, ଚାଷୀ, ସ୍ୱୟଂ ସହାୟିକା ଗୋଷ୍ଠୀକୁ ଅଧିକ ଋଣ ଦେବାର ରହିଛି ଯୋଜନା।

[slidetime] => 2021-02-22 16:54 ) [1] => Array ( [subheadline] => ଜଳସେଚନ ପାଇଁ ମୋଟ ୨୨୫୮ କୋଟି ଟଙ୍କା ବ୍ୟୟବରାଦ [desc] =>
ବିଧାନସଭାରେ ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ। କାଳିଆ ଯୋଜନା ପାଇଁ ୧୮୦୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି।
ବିହନ ପାଇଁ ଶହେ ଓ ସାର ପାଇଁ ୧୦୦ କୋଟି ଅତିରିକ୍ତ ପାଣ୍ଠି ବି ବ୍ୟୟବରାଦ ହୋଇଛି।
ଉଦ୍ୟାନ କୃଷି ବିକାଶ ପାଇଁ ୧୩୨ କୋଟି ବ୍ୟୟବରାଦ, ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ୪୫୦ କୋଟି ବ୍ୟୟବରାଦ ହୋଇଛି।
କଳାହାଣ୍ଡି ଏବଂ ନବରଙ୍ଗପୁରରେ ୨ଟି ମଧ୍ୟମ ଜଳସେଚନ ପ୍ରକଳ୍ପ ହେବ। ଜଳସେଚନ ପାଇଁ ମୋଟ ୨୨୫୮ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ବନ୍ୟା ନିୟନ୍ତ୍ରଣ ପାଇଁ ମୋଟ ୭୧୦ କୋଟି ବ୍ୟୟବରାଦ, ପାର୍ବତୀ ଗିରି ଜଳସେଚନ ଯୋଜନା ପାଇଁ ୮୬୦ କୋଟି ବ୍ୟୟବରାଦ। ଗଭୀର ନଳକୂପ ଖନନ ପାଇଁ ୩୮୯ କୋଟି ଟଙ୍କା ବ୍ୟୟବରାଦ ହୋଇଛି।
ନବକୃଷ୍ଣ ଚୌଧୁରୀ ଜଳସେଚନ ଯୋଜନାରେ ୭୭ କୋଟି ବ୍ୟୟବରାଦ ହୋଇଛି।ନବକୃଷ୍ଣ ଚୌଧୁରୀ ଜଳସେଚନ ଯୋଜନାରେ ୭୭ କୋଟି ବ୍ୟୟବରାଦ। ବିପର୍ଯ୍ୟୟରେ ତ୍ୱରିତ କ୍ଷତିପୂରଣ ପାଇଁ ୫୬୦ କୋଟି ବ୍ୟୟବରାଦ ହୋଇଛି। ମତ୍ସ୍ୟଚାଷ ଓ ପଶୁପାଳନ ପାଇଁ ୧୪୧୫ କୋଟି ବ୍ୟୟବରାଦ।
[slidetime] => 2021-02-22 17:01 ) [2] => Array ( [subheadline] => ଚଳିତ ବର୍ଷ ମୋଟ ବଜେଟ ପରିମାଣ ୧ ଲକ୍ଷ ୭୦ ହଜାର କୋଟି [desc] =>

ମାଛଧରା ଜେଟି ଓ ମାଛ ବଜାର ପାଇଁ ୧୦୦ କୋଟି ବ୍ୟୟବରାଦ। ପଶୁଙ୍କ ଚିକିତ୍ସା ପାଇଁ ଆରମ୍ଭ ହେବ ପଶୁ ହେଲପ ଲାଇନ ସେବା। ରାଜ୍ୟରେ ପ୍ରତିଷ୍ଠା ହେବ ପଶୁ ଚିକିତ୍ସା ବିଜ୍ଞାନ ବିଶ୍ୱବିଦ୍ୟାଳୟ। କୃଷି ବଜେଟ ପାଇଁ ମୋଟ ୧୭, ୪୬୮ କୋଟି ବ୍ୟୟବରାଦ ହୋଇଛି।

ଓମ୍ବାଡସି ଓ ଡିଏମ୍ଏଫରୁ କୃଷି କ୍ଷେତ୍ରରେ ୪୪୭ କୋଟି ବିନିଯୋଗ ହେବ। ମନରେଗାରୁ ୧୯୬୬ କୋଟି ଟଙ୍କା କୃଷି କ୍ଷେତ୍ରରେ ବିନିଯୋଗ ଯୋଜନା। ୨୦୨୧-୨୨ରେ କୃଷି କ୍ଷେତ୍ରରେ ପ୍ରାୟ ୨୦ ହଜାର କୋଟି ବ୍ୟୟବରାଦ ହୋଇଛି।
ଚଳିତ ବର୍ଷ ଋଣ ଭାର GSDPର ୨୦.୯% ହେବା ଆକଳନ କରାଯାଇଛି। ଚଳିତ ବର୍ଷ ମୋଟ ବଜେଟ ପରିମାଣ ୧ ଲକ୍ଷ ୭୦ ହଜାର କୋଟି
[slidetime] => 2021-02-22 17:10 ) [3] => Array ( [subheadline] => SCBକୁ ଏମ୍ସ ପ୍ଲସ କରିବାକୁ ୩୫୦୦ କୋଟି ବ୍ୟୟ ଯୋଜନା ରହିଛି [desc] =>

୧.୭୦ ଲକ୍ଷରୁ ୧, ୨୫, ୬୦୦ କୋଟି ଟିକସ ଓ ଅନୁଦାନରୁ ପ୍ରାପ୍ତି ଲକ୍ଷ୍ୟ ରହିଛି। ଋଣରୁ ପ୍ରାୟ ୪୪ ହଜାର ୪୦୦ କୋଟି ପ୍ରାପ୍ତି ଲକ୍ଷ୍ୟ। ନେଟ୍ ଋଣ ପରିମାଣ ୧୮, ୪୬୫ କୋଟି ରହିବ- ଅର୍ଥମନ୍ତ୍ରୀ। SCBକୁ ଏମ୍ସ ପ୍ଲସ କରିବାକୁ ୩୫୦୦ କୋଟି ବ୍ୟୟ ଯୋଜନା ରହିଛି। SCB ପାଇଁ ଚଳିତ ବର୍ଷ ୫ଶହ କୋଟି ବ୍ୟୟବରାଦ ହୋଇଛି।

ପୁରୀ ପାଇଁ ଅବଢ଼ା ଯୋଜନାରେ ୫୪୨ କୋଟି ବ୍ୟୟବରାଦ। ଏକାମ୍ର କ୍ଷେତ୍ର ପାଇଁ ୨ଶହ ଓ ସମଲେଇ ପାଇଁ ୨ଶହ କୋଟି ବ୍ୟୟବରାଦ। ରାଉରକେଲା ହକି ଷ୍ଟାଡିୟମ ପାଇଁ ୯୦ କୋଟି ବ୍ୟୟବରାଦ। ସ୍ୱାସ୍ଥ୍ୟ ସେବା ପାଇଁ ମୋଟ ୯୧୬୪ କୋଟି ବ୍ୟୟବରାଦ

ଦୁର୍ଘଟଣାରେ ଗୁରୁତରଙ୍କୁ ଚିକିତ୍ସା ପାଇଁ ଫ୍ରି ଟ୍ରମା କେୟାର ଯୋଜନା। ଫ୍ରି ଟ୍ରମା କେୟାର ଯୋଜନା ପାଇଁ ୪୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି।

   

[slidetime] => 2021-02-22 17:17 ) [4] => Array ( [subheadline] => ଶିକ୍ଷା କ୍ଷେତ୍ର ପାଇଁ ମୋଟ ୨୪, ୩୭୦ କୋଟି ବ୍ୟୟବରାଦ [desc] => ପାଇପ ଯୋଗେ ପାନୀୟ ଜଳ ପାଇଁ ୧୨ ହଜାର କୋଟି ନିବେଶ ଲକ୍ଷ୍ୟ। ବସୁଧା ଯୋଜନାରେ ୨୪୧୯ କୋଟି ବ୍ୟୟବରାଦ ଲକ୍ଷ୍ୟ ସ୍ୱଚ୍ଛ ଭାରତ ମିଶନ ପାଇଁ ୪୧୫ କୋଟି ଟଙ୍କା ବ୍ୟୟବରାଦ, ୫ ଲକ୍ଷ ପକ୍କା ଘର ନିର୍ମାଣ ପାଇଁ ୩ ହଜାର କୋଟି ବ୍ୟୟବରାଦ। ସହରୀ ଶ୍ରମ ନିଯୁକ୍ତି ଯୋଜନା ମୁକ୍ତା ଆରମ୍ଭ କରାଯିବାକୁ ଘୋଷଣା ହୋଇଛି। ଶିକ୍ଷା କ୍ଷେତ୍ର ପାଇଁ ମୋଟ ୨୪, ୩୭୦ କୋଟି ବ୍ୟୟବରାଦ ହୋଇଛି। ଶିକ୍ଷା କ୍ଷେତ୍ର ପାଇଁ ମୋଟ ୨୪, ୩୭୦ କୋଟି ବ୍ୟୟବରାଦ ହୋଇଛି। ଆଦର୍ଶ ସ୍କୁଲ ପାଇଁ ୨୮୦ କୋଟି ଟଙ୍କା ବ୍ୟୟବରାଦ, ମଧ୍ୟାହ୍ନ ଭୋଜନ ଯୋଜନା ପାଇଁ ୯୫୭ କୋଟି ବ୍ୟୟବରାଦ। ମୋ ସ୍କୁଲ ପାଇଁ ୨୫୩ କୋଟି ଓ ମୋ କଲେଜ ପାଇଁ ୭ କୋଟି ବ୍ୟୟବରାଦ ହୋଇଛି।   [slidetime] => 2021-02-22 17:24 ) [5] => Array ( [subheadline] => ବିଜୁ ଏକ୍ସପ୍ରେସ ୱେ ପାଇଁ ଶହେ କୋଟି ବ୍ୟୟବରାଦ ଯୋଜନା କରାଯାଇଛି [desc] =>
ସତ୍ୟବାଦୀ ଓଡ଼ିଆ ବିଶ୍ୱବିଦ୍ୟାଳୟ ପାଇଁ ୧୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ବ୍ଲକସ୍ତରରେ ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ଅତିରିକ୍ତ ଶହେ କୋଟି।
୧ ଟଙ୍କାରେ ଚାଉଳ ଯୋଗାଣ ପାଇଁ ୯୬୯ କୋଟି ବ୍ୟୟବରାଦ। ବିପର୍ଯ୍ୟୟ ସହନୀୟ ବିଦ୍ୟୁତ୍‌ ଯୋଗାଣ ପାଇଁ ୫୦ କୋଟି। ହାତୀ କରିଡ଼ର ବିଦ୍ୟୁତ୍‌ ଯୋଗାଣ ପାଇଁ ୧୨୦ କୋଟି।
ବିଜୁ ଏକ୍ସପ୍ରେସ ୱେ ପାଇଁ ଶହେ କୋଟି ବ୍ୟୟବରାଦ ଯୋଜନା କରାଯାଇଛି। ବିଜୁ ସେତୁ ଯୋଜନା ପାଇଁ ୯୧୨ କୋଟି ଟଙ୍କା ବ୍ୟୟବରାଦ। ନୂଆ ବିମାନ ବନ୍ଦର ଜମି ଅଧିଗ୍ରହଣ ପାଇଁ ଶହେ କୋଟି ଟଙ୍କା ବ୍ୟୟବରାଦ ହୋଇଛି।
[slidetime] => 2021-02-22 17:34 ) [6] => Array ( [subheadline] => ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ୫ଶହ କୋଟି ବ୍ୟୟବରାଦ। [desc] => କଟକରେ ବସ୍ ଟର୍ମିନାଲ ପାଇଁ ଶହେ କୋଟି ବ୍ୟୟବରାଦ। ବରମୁଣ୍ଡା ବସ ଟର୍ମିନାଲ ପାଇଁ ଶହେ କୋଟି ବ୍ୟୟବରାଦ। ସାଗର ମାଳା ଯୋଜନାରେ କୋଷ୍ଟାଲ ହାଇୱେ ପାଇଁ ୩୪ କୋଟି, ଲ୍ୟାଣ୍ଡବ୍ୟାଙ୍କ ପାଇଁ ୫୦ କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପାଇଁ ୪୬୫ କୋଟି ଟଙ୍କା ବ୍ୟୟବରାଦ। ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ୫ଶହ କୋଟି ବ୍ୟୟବରାଦ। ବିପର୍ଯ୍ୟୟ ପରିଚାଳନା ପାଇଁ ୩୦୫୦ କୋଟି ବ୍ୟୟବରାଦ । କୋଭିଡ ସତ୍ତ୍ୱେ ରାଜସ୍ୱ ଆଦାୟ ବଢ଼ିଛି, ଚଳିତ ବର୍ଷ ୧୦% ବଢ଼ିବା ଆଶା [slidetime] => 2021-02-22 17:57 ) ) ) [3] => Array ( [title] => ବିହାର ନିର୍ବାଚନ ଫଳାଫଳ [description] => [storytime] => 2020-11-10 10:24 [slug] => bihar-assembly-elections-2020 [tid] => 112232 [image] => https://khabar.odishatv.in/wp-content/uploads/2020/11/Bihar-Assembly-Election-2020.jpg [slides] => Array ( [0] => Array ( [subheadline] => କିଏ ଯିବେ ବନବାସ ? କାହାର ହେବ ସିଏମ୍‌ ନିବାସ ? [desc] => କାହାର ହେବ ବିହାର ? ପରିବର୍ତ୍ତନର ହାଓ୍ୱା ବହିବ ନା ଏକ୍‌ଜିଟ୍‌ ପୋଲ୍‌ ଭୁଲ୍ ପ୍ରମାଣିତ ହେବ... କାଣ୍ଟେ କା ଟକ୍କର ଦେଖିଥିବା ବିହାରବାସୀ କାହାକୁ ସମର୍ଥନ ଦେବେ ?   [slidetime] => 2020-11-10 10:24 ) [1] => Array ( [subheadline] => ଲାଲୁଙ୍କ ବଡ଼ ପୁଅ ପଛୁଆ, ହେଲେ ସାନ ପୁଅ ଆଗୁଆ [desc] => [slidetime] => 2020-11-10 11:18 ) [2] => Array ( [subheadline] => ବର୍ତ୍ତମାନ ସୁଦ୍ଧା କିଏ କେତେ ସିଟ୍‌ରେ ଆଗୁଆ, ଜାଣନ୍ତୁ [desc] => ନିର୍ବାଚନ କମିଶନ ଟ୍ରେଣ୍ଡସ୍‌ ଅନୁସାରେ, ୨୪୩ ଆସନରୁ ଏନ୍‌ଡିଏ ୧୨୭ଟି ସିଟ୍‌ରେ ଆଗୁଆ ଥିବାବେଳେ, ମହାମେଣ୍ଟ (କଂଗ୍ରେସ, ବାମ ଦଳ ଏବଂ ଆର୍‌ଜେଡି) ୧୦୦ଟି ସିଟ, ବିଏସ୍‌ପି ୧, ଏଆଇଏମ୍‌ଆଇଏମ୍‌ ୩ ଏଲ୍‌ଜେପି ୫ ଓ ସ୍ୱାଧୀନ ଦଳ ୭ଟି ସିଟ୍‌ରେ ଆଗୁଆ ଅଛି। [slidetime] => 2020-11-10 13:08 ) [3] => Array ( [subheadline] => ଏନ୍‌ଡିଏ ଜିତିଲେ, ନୀତିଶ କୁମାର କ’ଣ ମୁଖ୍ୟମନ୍ତ୍ରୀ ହେବେ କି ? ବିଜେପି ରଖିଲା ଏମିତି ଉତ୍ତର [desc] => ବିହାରରେ ପୁଣିଥରେ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ ତାଙ୍କର ସହଯୋଗୀ ପାର୍ଟି ବିଜେପିର ଭରସା ଉପରେ ଥିବା ଜଣାପଡ଼ିଛି। ବର୍ତ୍ତମାନର ଟ୍ରେଣ୍ଡ୍‌ ଅନୁସାରେ, ଏନ୍‌ଡିଏ ୧୨୮ ସିଟ୍‌ରେ ଆଗୁଆ ଥିବାବେଳେ ମହାମେଣ୍ଟ ୧୦୬ ସିଟ୍‌ରେ ଆଗୁଆ ରହିଛି। ଅଧିକ ଜାଣିବା ପାଇଁ ଏହି ଲିଙ୍କ୍‌ରେ କ୍ଲିକ୍‌ କରନ୍ତୁ: ନୀତିଶ କୁମାର କ’ଣ ମୁଖ୍ୟମନ୍ତ୍ରୀ ହେବେ କି ?   [slidetime] => 2020-11-10 14:06 ) [4] => Array ( [subheadline] => ମଧ୍ୟପ୍ରଦେଶରେ ବୃହତ ବିଜୟ ଅଭିମୁଖେ ବିଜେପି [desc] => [slidetime] => 2020-11-10 14:48 ) [5] => Array ( [subheadline] => NDA-ମହାମେଣ୍ଟ ଟକ୍କର: ୪୦ ସିଟ୍‌ରେ ୧୦୦୦ ଭୋଟ୍ ବ୍ୟବଧାନ [desc] => [slidetime] => 2020-11-10 15:36 ) [6] => Array ( [subheadline] => ବିହାର ବିଧାନସଭା ନିର୍ବାଚନରେ କାଣ୍ଟେକି ଟକ୍କର [desc] => NDA ୧୧୯ ଓ ମହାମେଣ୍ଟ ୧୧୬ରେ ଆଗୁଆ [slidetime] => 2020-11-10 19:24 ) [7] => Array ( [subheadline] => ବିହାର ବିଧାନସଭା ନିର୍ବାଚନରେ କାଣ୍ଟେକି ଟକ୍କର [desc] => NDA ୧୨୫ ଓ ମହାମେଣ୍ଟ ୧୧୧ରେ ଆଗୁଆ [slidetime] => 2020-11-10 20:34 ) ) ) )