NDA-ମହାମେଣ୍ଟ ଟକ୍କର: ୪୦ ସିଟ୍ରେ ୧୦୦୦ ଭୋଟ୍ ବ୍ୟବଧାନ
- ବିହାରରେ ୨୪୩ ବିଧାନସଭା ଆସନ ପାଇଁ ହୋଇଥିବା ନିର୍ବାଚନରେ ଚାଲିଛି ଭୋଟ୍ ଗଣତି।
- NDA-ମହାମେଣ୍ଟ ମଧ୍ୟରେ କଡ଼ା ଟକ୍କର ହୋଇଛି।
- ପ୍ରାରମ୍ଭିକ ଭୋଟ୍ ଗଣତିରେ ଏନ୍ଡିଏ ଆଗୁଆ।
- ୪୦ ସିଟ୍ରେ ୧୦୦୦ ଭୋଟ୍ ବ୍ୟବଧାନ।
- ୧୩୧ ସିଟ୍ରେ ୫ ହଜାର ଭୋଟ୍ ବ୍ୟବଧାନ।