ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ୫ଶହ କୋଟି ବ୍ୟୟବରାଦ।
କଟକରେ ବସ୍ ଟର୍ମିନାଲ ପାଇଁ ଶହେ କୋଟି ବ୍ୟୟବରାଦ। ବରମୁଣ୍ଡା ବସ ଟର୍ମିନାଲ ପାଇଁ ଶହେ କୋଟି ବ୍ୟୟବରାଦ। ସାଗର ମାଳା ଯୋଜନାରେ କୋଷ୍ଟାଲ ହାଇୱେ ପାଇଁ ୩୪ କୋଟି, ଲ୍ୟାଣ୍ଡବ୍ୟାଙ୍କ ପାଇଁ ୫୦ କୋଟି ଟଙ୍କାର ବ୍ୟୟବରାଦ ହୋଇଛି।
ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପାଇଁ ୪୬୫ କୋଟି ଟଙ୍କା ବ୍ୟୟବରାଦ। ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ୫ଶହ କୋଟି ବ୍ୟୟବରାଦ।
ବିପର୍ଯ୍ୟୟ ପରିଚାଳନା ପାଇଁ ୩୦୫୦ କୋଟି ବ୍ୟୟବରାଦ । କୋଭିଡ ସତ୍ତ୍ୱେ ରାଜସ୍ୱ ଆଦାୟ ବଢ଼ିଛି, ଚଳିତ ବର୍ଷ ୧୦% ବଢ଼ିବା ଆଶା