ମଧ୍ୟପ୍ରଦେଶରେ ବୃହତ ବିଜୟ ଅଭିମୁଖେ ବିଜେପି Edited By OTV Khabar Bureau | By Rajalaxmi Sahoo Last updated Nov 10, 2020 Share ୨୮ଟି ଆସନରୁ ୨୦ଟିରେ ବିଜେପି ଆଗୁଆ, ଗୋଟିଏରେ ବିଜୟୀ, କଂଗ୍ରେସ ୬ଟି ଓ ବିଏସ୍ପି ଗୋଟିଏ ଆସନରେ ଆଗୁଆ ରହିଛି।କ୍ଷମତା ବଜାୟ ରଖିବା ପାଇଁ ବିଜେପିକୁ ୮ଟି ଆସନ ଆବଶ୍ୟକ Share