ପ୍ରଥମ ଥର ପାଇଁ ସଂସଦରେ ଉପସ୍ଥାପନ ହେବ ପେପର୍ଲେସ୍ ବଜେଟ୍
ଆଜି ସଂସଦରେ ଉପସ୍ଥାପିତ ହେବ ୨୦୨୧-୨୨ ଆର୍ଥିକ ବର୍ଷର ବଜେଟ୍; ପ୍ରଥମ ଥର ପାଇଁ ସଂସଦରେ ପେପର୍ଲେସ୍ ବଜେଟ୍ ଉପସ୍ଥାପିତ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ; ବ୍ୟକ୍ତିଗତ ଆୟକର ହାରରେ ରିହାତି ନେଇ ସମସ୍ତେ ଆଶାବାଦୀ; ମହାମାରୀରେ ଜୀବିକା ଚାଲିଯାଇଥିବାରୁ ନୂଆ ନିଯୁକ୍ତି ଉପରେ ନଜର #UnionBudget2021 pic.twitter.com/C5BTyZWyLe
— ଓଟିଭି (@otvkhabar) February 1, 2021