କ୍ୟାବିନେଟ ବୈଠକରେ ବଜେଟ୍କୁ ମିଳିଲା ଅନୁମୋଦନ
ବଜେଟ୍ ଉପସ୍ଥାପନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଚାଲିଥିବା କେନ୍ଦ୍ର କ୍ୟାବିନେଟ ବୈଠକ ଶେଷ; କ୍ୟାବିନେଟ ବୈଠକରେ ବଜେଟ୍କୁ ମିଳିଲା ଅନୁମୋଦନ #UnionBudget2021 #UnionBudget
— ଓଟିଭି (@otvkhabar) February 1, 2021