ଏନ୍ଡିଏ ଜିତିଲେ, ନୀତିଶ କୁମାର କ’ଣ ମୁଖ୍ୟମନ୍ତ୍ରୀ ହେବେ କି ? ବିଜେପି ରଖିଲା ଏମିତି ଉତ୍ତର
ବିହାରରେ ପୁଣିଥରେ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ ତାଙ୍କର ସହଯୋଗୀ ପାର୍ଟି ବିଜେପିର ଭରସା ଉପରେ ଥିବା ଜଣାପଡ଼ିଛି। ବର୍ତ୍ତମାନର ଟ୍ରେଣ୍ଡ୍ ଅନୁସାରେ, ଏନ୍ଡିଏ ୧୨୮ ସିଟ୍ରେ ଆଗୁଆ ଥିବାବେଳେ ମହାମେଣ୍ଟ ୧୦୬ ସିଟ୍ରେ ଆଗୁଆ ରହିଛି।
ଅଧିକ ଜାଣିବା ପାଇଁ ଏହି ଲିଙ୍କ୍ରେ କ୍ଲିକ୍ କରନ୍ତୁ: ନୀତିଶ କୁମାର କ’ଣ ମୁଖ୍ୟମନ୍ତ୍ରୀ ହେବେ କି ?