• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Mahasweta Baral

[caption id="attachment_196424" align="alignnone" width="792"]Dahi Chingudi Tarkari Dahi Chingudi Tarkari[/caption]

ଆବଶ୍ୟକୀୟ ସାମଗ୍ରୀ: ଚିଙ୍ଗୁଡ଼ି, ବସାଦହି, ସୋରିଷ,ଲଙ୍କା, ସ୍ୱାଦ ଅନୁଯାୟୀ ଲୁଣ, ହଳଦୀ ଓ ତେଲ।

How to Prepare Dahi Chingudi Tarkari 

ପ୍ରସ୍ତୁତି ପ୍ରଣାଳୀ:

    • ପ୍ରଥମେ ଚିଙ୍ଗୁଡ଼ିରୁ ଖୋଳାପା ଛଡ଼ାଇ ଏହାକୁ ପରିଷ୍କାର କରି ସେଥିରେ ଲୁଣ, ହଳଦୀ,କଞ୍ଚାଲଙ୍କା ଓ ଦହି ମିଶାଇ ଦିଅନ୍ତୁ।
    • ରସୁଣ, ସୋରିଷ ଓ କଞ୍ଚାଲଙ୍କାକୁ ଗ୍ରାଇଣ୍ଡରରେ ଭଲ ଭାବରେ ବାଟି ଚିଙ୍ଗୁଡ଼ିରେ ମିଶାନ୍ତୁ।
    • ଏ ସବୁକୁ କଡ଼େଇରେ ଅଳ୍ପ ଆଞ୍ଚରେ ସିଝାନ୍ତୁ। ଅଳ୍ପ ଝୋଳ ରହିଥିବା ଅବସ୍ଥାରେ ଓହ୍ଲାଇ ଦିଅନ୍ତୁ।
    • କିଛି ସମୟ ପରେ ପ୍ରସ୍ତୁତ ହୋଇଯିବ ଦହି ଚିଙ୍ଗୁଡ଼ି। ଏହାକୁ ଗରମ ଭାତ ସହିତ ଖାଆନ୍ତୁ।Prawn Curd Recipe

ଆହୁରି ପଢ଼ନ୍ତୁ: କିପରି ତିଆରି କରିବେ Tiranga Halwa Recipe