ଲକ୍‌ଡାଉନ୍‌ ସମୟରେ ଘରେ ପ୍ରସ୍ତୁତ କରନ୍ତୁ ଦହି ଚିଙ୍ଗୁଡ଼ି | Dahi Chingudi Tarkari

Dahi Chingudi Tarkari
Dahi Chingudi Tarkari

ଆବଶ୍ୟକୀୟ ସାମଗ୍ରୀ: ଚିଙ୍ଗୁଡ଼ି, ବସାଦହି, ସୋରିଷ,ଲଙ୍କା, ସ୍ୱାଦ ଅନୁଯାୟୀ ଲୁଣ, ହଳଦୀ ଓ ତେଲ।

How to Prepare Dahi Chingudi Tarkari 

ପ୍ରସ୍ତୁତି ପ୍ରଣାଳୀ:

    • ପ୍ରଥମେ ଚିଙ୍ଗୁଡ଼ିରୁ ଖୋଳାପା ଛଡ଼ାଇ ଏହାକୁ ପରିଷ୍କାର କରି ସେଥିରେ ଲୁଣ, ହଳଦୀ,କଞ୍ଚାଲଙ୍କା ଓ ଦହି ମିଶାଇ ଦିଅନ୍ତୁ।
    • ରସୁଣ, ସୋରିଷ ଓ କଞ୍ଚାଲଙ୍କାକୁ ଗ୍ରାଇଣ୍ଡରରେ ଭଲ ଭାବରେ ବାଟି ଚିଙ୍ଗୁଡ଼ିରେ ମିଶାନ୍ତୁ।
    • ଏ ସବୁକୁ କଡ଼େଇରେ ଅଳ୍ପ ଆଞ୍ଚରେ ସିଝାନ୍ତୁ। ଅଳ୍ପ ଝୋଳ ରହିଥିବା ଅବସ୍ଥାରେ ଓହ୍ଲାଇ ଦିଅନ୍ତୁ।
    • କିଛି ସମୟ ପରେ ପ୍ରସ୍ତୁତ ହୋଇଯିବ ଦହି ଚିଙ୍ଗୁଡ଼ି। ଏହାକୁ ଗରମ ଭାତ ସହିତ ଖାଆନ୍ତୁ।Prawn Curd Recipe

ଆହୁରି ପଢ଼ନ୍ତୁ: କିପରି ତିଆରି କରିବେ Tiranga Halwa Recipe

ଆହୁରି ପଢ଼ନ୍ତୁ

କଲରା ପତ୍ର ଆଳୁ ବେସର | Kalara Patra Alu Besara

ନୂଆବର୍ଷରେ ପରଷନ୍ତୁ ବଟରଫ୍ଲାଏ ଚିକେନ୍ | How to Prepare Butterfly Chicken Recipe

ବିନା ପିଆଜରେ ଷ୍ଟ୍ରିଟ୍‌ ଫୁଡ୍‌-ଚଟ୍‌ନୀ ଆଳୁ ଚାର୍ଟ | Chutney Aloo Chat Without Onion

ବିନା ପିଆଜରେ ବନାନ୍ତୁ ପନିର ମସାଲା | Paneer Masala Recipe Without Onion

ମାଟି ହାଣ୍ଡି ପୋସ୍ତ ଚିକେନ୍‌ | Mati Handi Posta Chicken

ପର୍ବପର୍ବାଣୀରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ‘ପନୀର୍ ପଲାଉ’ | Paneer Pulao Recipe in Odia

ବିନା ପିଆଜ, ରସୁଣରେ ପ୍ରସ୍ତୁତ କରନ୍ତୁ ‘ସାହି ପୋଟଳ’ | Shahi Parwal Without Onion & Garlic

କମ୍‌ ତେଲରେ ପ୍ରସ୍ତୁତ କରନ୍ତୁ କଦଳୀ ପତ୍ର ଶୁଖା କଙ୍କଡ଼ା | Kadali Patra Sukha Kankada

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ସୁଆଦିଆ ଏଗ୍‌ କୋରମା | Prepare Egg Kurma in Home

ଘରେ ପ୍ରସ୍ତୁତ କରନ୍ତୁ ‘ତନ୍ଦୁରୀ ପାମ୍ପଲେଟ୍‌’ | Tandoor Pamplet

ପ୍ରସ୍ତୁତ କରନ୍ତୁ କୋଶଳା ଶାଗ, ଛତୁ ତାୱା ଫ୍ରାଏ | Masroom Tawa Fry

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ‘ସୁଜି ଚକୁଳି’ | Suji Chakuli Recipe