• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

How to Prepare Kalara Patra Alu Besara:

ଆବଶ୍ୟକ ସାମଗ୍ରୀ:

  • କଟା କଲରା ପତ୍ର
  • ସିଝା ଆଳୁ
  • ସୋରିଷ-ରସୁଣ ବଟା
  • ଶୁଖିଲାଲଙ୍କା ବଟା
  • କଟା ପିଆଜ
  • କଟା ଟମାଟୋ
  • ଲୁଣ ଓ ତେଲ
  • [caption id="attachment_159438" align="alignnone" width="1500"]Kalara Patra Alu Besara Kalara Patra Alu Besara[/caption]

    ପ୍ରସ୍ତୁତ ପ୍ରଣାଳୀ:

    • ପ୍ରଥମେ କଡ଼େଇରେ ତେଲ ଗରମ କରି ସେଥିରେ କଟା ପିଆଜ, କଟା ଟମାଟୋ, ଶୁଖିଲାଲଙ୍କା ବଟା ପକାଇ ଭାଜନ୍ତୁ।
    • ଅଳ୍ପ ଭାଜି ହୋଇଗଲା ପରେ ରଖା ଯାଇଥିବା ସିଝା ଆଳୁ ଓ କଟା କଲରା ପତ୍ର ପକାଇ ଅଳ୍ପ ପାଣି ଦେଇ ଭାଜନ୍ତୁ। ୫ମିନିଟ୍ ପରେ ରଖା ଯାଇଥିବା ସୋରିଷ-ରସୁଣ ବଟା ପକାଇ ତାକୁ ଭଲ ଭାବରେ ଗୋଳାଇ ଦିଅନ୍ତୁ।
    • ସ୍ୱାଦ ଅନୁଯାୟୀ ଲୁଣ ପକାନ୍ତୁ। କିଛି ସମୟ ଘୋଡ଼ାଇ ରଖନ୍ତୁ।
    • ପରେ ଘୋଡ଼ଣି ବାହାର କରି ତାକୁ ଲେଉଟାଇ ପୁଣି ଥରେ ଘୋଡ଼ାଇ ଦିଅନ୍ତୁ।
    • ୫ ମିନିଟ୍ ପରେ ପ୍ରସ୍ତୁତ ହୋଇଯିବ କଲରା ପତ୍ର ଆଳୁ ବେସର।

ଆହୁରି ପଢ଼ନ୍ତୁ: How to Prepare Mati Handi Posta Chicken