କଲରା ପତ୍ର ଆଳୁ ବେସର | Kalara Patra Alu Besara

How to Prepare Kalara Patra Alu Besara:

ଆବଶ୍ୟକ ସାମଗ୍ରୀ:

  • କଟା କଲରା ପତ୍ର
  • ସିଝା ଆଳୁ
  • ସୋରିଷ-ରସୁଣ ବଟା
  • ଶୁଖିଲାଲଙ୍କା ବଟା
  • କଟା ପିଆଜ
  • କଟା ଟମାଟୋ
  • ଲୁଣ ଓ ତେଲ
  • Kalara Patra Alu Besara
    Kalara Patra Alu Besara

    ପ୍ରସ୍ତୁତ ପ୍ରଣାଳୀ:

    • ପ୍ରଥମେ କଡ଼େଇରେ ତେଲ ଗରମ କରି ସେଥିରେ କଟା ପିଆଜ, କଟା ଟମାଟୋ, ଶୁଖିଲାଲଙ୍କା ବଟା ପକାଇ ଭାଜନ୍ତୁ।
    • ଅଳ୍ପ ଭାଜି ହୋଇଗଲା ପରେ ରଖା ଯାଇଥିବା ସିଝା ଆଳୁ ଓ କଟା କଲରା ପତ୍ର ପକାଇ ଅଳ୍ପ ପାଣି ଦେଇ ଭାଜନ୍ତୁ। ୫ମିନିଟ୍ ପରେ ରଖା ଯାଇଥିବା ସୋରିଷ-ରସୁଣ ବଟା ପକାଇ ତାକୁ ଭଲ ଭାବରେ ଗୋଳାଇ ଦିଅନ୍ତୁ।
    • ସ୍ୱାଦ ଅନୁଯାୟୀ ଲୁଣ ପକାନ୍ତୁ। କିଛି ସମୟ ଘୋଡ଼ାଇ ରଖନ୍ତୁ।
    • ପରେ ଘୋଡ଼ଣି ବାହାର କରି ତାକୁ ଲେଉଟାଇ ପୁଣି ଥରେ ଘୋଡ଼ାଇ ଦିଅନ୍ତୁ।
    • ୫ ମିନିଟ୍ ପରେ ପ୍ରସ୍ତୁତ ହୋଇଯିବ କଲରା ପତ୍ର ଆଳୁ ବେସର।

ଆହୁରି ପଢ଼ନ୍ତୁ: How to Prepare Mati Handi Posta Chicken

ଆହୁରି ପଢ଼ନ୍ତୁ

ଲକ୍‌ଡାଉନ୍‌ ସମୟରେ ଘରେ ପ୍ରସ୍ତୁତ କରନ୍ତୁ ଦହି ଚିଙ୍ଗୁଡ଼ି | Dahi Chingudi Tarkari

ନୂଆବର୍ଷରେ ପରଷନ୍ତୁ ବଟରଫ୍ଲାଏ ଚିକେନ୍ | How to Prepare Butterfly Chicken Recipe

ବିନା ପିଆଜରେ ଷ୍ଟ୍ରିଟ୍‌ ଫୁଡ୍‌-ଚଟ୍‌ନୀ ଆଳୁ ଚାର୍ଟ | Chutney Aloo Chat Without Onion

ବିନା ପିଆଜରେ ବନାନ୍ତୁ ପନିର ମସାଲା | Paneer Masala Recipe Without Onion

ମାଟି ହାଣ୍ଡି ପୋସ୍ତ ଚିକେନ୍‌ | Mati Handi Posta Chicken

ପର୍ବପର୍ବାଣୀରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ‘ପନୀର୍ ପଲାଉ’ | Paneer Pulao Recipe in Odia

ବିନା ପିଆଜ, ରସୁଣରେ ପ୍ରସ୍ତୁତ କରନ୍ତୁ ‘ସାହି ପୋଟଳ’ | Shahi Parwal Without Onion & Garlic

କମ୍‌ ତେଲରେ ପ୍ରସ୍ତୁତ କରନ୍ତୁ କଦଳୀ ପତ୍ର ଶୁଖା କଙ୍କଡ଼ା | Kadali Patra Sukha Kankada

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ସୁଆଦିଆ ଏଗ୍‌ କୋରମା | Prepare Egg Kurma in Home

ଘରେ ପ୍ରସ୍ତୁତ କରନ୍ତୁ ‘ତନ୍ଦୁରୀ ପାମ୍ପଲେଟ୍‌’ | Tandoor Pamplet

ପ୍ରସ୍ତୁତ କରନ୍ତୁ କୋଶଳା ଶାଗ, ଛତୁ ତାୱା ଫ୍ରାଏ | Masroom Tawa Fry

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ‘ସୁଜି ଚକୁଳି’ | Suji Chakuli Recipe

You might also like