• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଆବଶ୍ୟକ ସାମଗ୍ରୀ: କଙ୍କଡ଼ା, ତେଲ, ଗୋଲମରିଚ, ଜିରା, ପାନମଧୁରୀ, ପିଆଜ, ଲୁଣ, କଞ୍ଚା ଲଙ୍କା, ଅଦା ରସୁଣ ପେଷ୍ଟ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ପାଉଡ଼ର୍‌, ଟମାଟୋ, ନଡ଼ିଆ କୋରା,, ଗୁଜୁରାତି, ଲବଙ୍ଗ, ସୋରିଷ ଏବଂ ଭୃଷଙ୍ଗ ପତ୍ର।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଗ୍ୟାସ୍‌ରେ କଡ଼େଇ ବସାଇ ସେଥିରେ ତେଲ ଗରମ କରନ୍ତୁ।  ସେଥିରେ ତେଲ, ଗୋଲମରିଚ, ଜିରା, ପାନମଧୁରୀ ପକାଇ ଅଳ୍ପ ଭାଜନ୍ତୁ। ଏହା ପରେ ସେଥିରେ କଟା ପିଆଜ, ଅଳ୍ପ ଲୁଣ, କଞ୍ଚା ଲଙ୍କା, ଅଦା ରସୁଣ ପେଷ୍ଟ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ପାଉଡ଼ର୍‌, ଟମାଟୋ ପକାଇ ଭାଜନ୍ତୁ।
ପିଆଜକୁ ପୁରା ଲାଲ୍‌ କରି ଭାଜିବେ ନାହିଁ।