କଦଳୀ ଫୁଲ ଖାଇଲେ ଏହି ସବୁ ଲାଭ ମିଳିଥାଏ

ଟାଇପ୍‌-୨ ଡାଇବେଟିସ୍‌ ରୋଗୀଙ୍କ ପାଇଁ କଦଳୀ ଫୁଲ ବା ଭଣ୍ଡା ଖୁବ୍‌ ଉପକାରୀ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି। କଦଳୀ ଫୁଲ ଖାଇଲେ ଡାଇବେଟିସ୍‌ ରୋଗୀଙ୍କର ସୁଗାର ସ୍ତର କମ୍‌ ହୋଇଥାଏ। ତା’ସହିତ ଟାଇପ୍‌-୨ ଡାଇବେଟିସ୍‌ ରୋଗୀଙ୍କ କ୍ଷେତ୍ରରେ କୋଲେଷ୍ଟ୍ରଲ୍‌ ବୃଦ୍ଧି ସମସ୍ୟା ମଧ୍ୟ କମ୍‌ ହୋଇଥାଏ।

ଆସନ୍ତୁ ଜାଣିବା କଦଳୀ ଫୁଲ ଖାଇଲେ କ’ଣ ସବୁ ଲାଭ ମିଳିଥାଏ….

୧. କଦଳୀ ଫୁଲରେ ପ୍ରଚୁର ମାତ୍ରାରେ ଆଇରନ୍‌ ଥିବାରୁ ଏହାକୁ ଖାଇଲେ ଶରୀରରେ ରକ୍ତର ମାତ୍ରା ବଢ଼ିଥାଏ।

୨. ଏଥିରେ ଥିବା ମ୍ୟାଗ୍ନେସିୟମ୍‌ ଶରୀରରେ ଆଣ୍ଟି-ଅକ୍ସିଡାଣ୍ଟ ଭାବରେ କାର୍ଯ୍ୟ କରିଥାଏ।

୩. ଶୀଘ୍ର ହଜମ ହେଉଥିବାରୁ ପାକସ୍ଥଳୀ ପାଇଁ ଏହି ଫୁଲ ବହୁତ ଉପକାରୀ।

୫. କୋଲେଷ୍ଟ୍ରଲ୍‌କୁ କମ୍‌ କରୁଥିବାରୁ ହୃଦ୍‌ ରୋଗୀଙ୍କ ପାଇଁ ମଧ୍ୟ ଏହା ଖୁବ୍‌ ଉପକାରୀ।

କଦଳୀ ଫୁଲକୁ କିପରି ଖାଇବେ ?

ଏହାକୁ ଆପଣ କଞ୍ଚା ଖାଇପାରିବେ। ଏହା ବ୍ୟତୀତ ଏହି ଫୁଲରେ ବିଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତ କରି ଖାଇପାରିବେ। ସେହିପରି ଗ୍ରାଇଣ୍ଡିଂ କରି ଏହି ଫୁଲର ଚଟଣୀ ପ୍ରସ୍ତୁତ କରି ମଧ୍ୟ ଡାଇବେଟିସ୍ ରୋଗୀ ଖାଇପାରିବେ।

ଆହୁରି ପଢ଼ନ୍ତୁ

ଜାଣନ୍ତି, ଗର୍ଭାବସ୍ଥାରେ କାହିଁକି ତୁଳସୀ ଖାଆନ୍ତି ?

ମୁଣ୍ଡ ବିନ୍ଧାଠୁ ଆରମ୍ଭ କରି ଶ୍ୱାସ ରୋଗ ଜନିତ ସମସ୍ୟାରୁ ମୁକ୍ତି ଦେଇଥାଏ ପାନ

ଆଖି ତଳେ କଳା ଦାଗ ରହିଛି କି? ଘରୋଇ ଉପାୟରେ ଦାଗ ଦୂର କରନ୍ତୁ

୩୦ ବର୍ଷ ପରେ ମହିଳାଙ୍କ ସ୍ୱାସ୍ଥ୍ୟ ପ୍ରତି ମାଡ଼ିଆସେ ବିପଦ

ଶିଶୁଙ୍କ ମାଲିସ୍‌ ପାଇଁ ସବୁଠାରୁ ଭଲ ଏହି ତେଲ

ଏହିସବୁ ରୋଗର ଉପଶମ କରିଥାଏ ସୋରିଷ ତେଲ

ସାବଧାନ ! ମୂଳା ସହ ଏହି ଜିନିଷ ଖାଆନ୍ତୁ ନାହିଁ , ସ୍ୱାସ୍ଥ୍ୟ ସମସ୍ୟାରେ ପଡ଼ିପାରନ୍ତି

ସ୍ତନ କର୍କଟ କାହିଁକି ହୁଏ ? ଜାଣନ୍ତୁ ଏହାର କାରଣ ଓ ଲକ୍ଷଣ

ନୂଆବର୍ଷରେ ପରଷନ୍ତୁ ବଟରଫ୍ଲାଏ ଚିକେନ୍

ଶୀତରେ କେମିତି ସୁରକ୍ଷିତ ରହିବେ, ପଢ଼ନ୍ତୁ କିଛି ଟିପ୍ସ

ଗର୍ଭଧାରଣ ହେଉ ନ ଥିବାରୁ ଚିନ୍ତିତ କି ? ଜାଣନ୍ତୁ ୫ଟି କାରଣ

ବିନା ପିଆଜରେ ଷ୍ଟ୍ରିଟ୍‌ ଫୁଡ୍‌-ଚଟ୍‌ନୀ ଆଳୁ ଚାର୍ଟ

You might also like